Author: Papirani

ରାଜଧାନୀରେ ଟ୍ରାଫିକ ପୋଲିସ ପିନ୍ଧିବେ ଗେରୁଆ ରଙ୍ଗର ରେନ୍‌କୋଟ୍

ବର୍ଷା ବେଳେ ରାଜଧାନୀର ଟ୍ରାଫିକ ପୋଷ୍ଟରେ ମୁତୟନ ଥୂବା ପୋଲିସ କର୍ମଚାରୀ ବ୍ୟବହାର କରିବେ ଗେରୁଆ ରଙ୍ଗର ରେନ୍‌କୋଟ୍ । ସେଥିପାଇଁ ସେମାନଙ୍କୁ ଗେରୁଆ ରଙ୍ଗର ରେନ୍‌କୋଟ୍ ପ୍ରଦାନ କରାଯାଇଛି । ସୂଚନା ମୁତାବକ; ବର୍ଷା ବେଳେ ରାଜଧାନୀର ଟ୍ରାଫିକ ପୋଷ୍ଟରେ…

ବିନେଶଙ୍କ ଡିସକ୍ୱାଲିଫାଏଡ୍ ଘଟଣା: ପ୍ରତିକ୍ରିୟା ରଖିଲେ ଆଇଓଏର ମୁଖ୍ୟ ପି.ଟି ଉଷା

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ସଭାପତି ପି.ଟି ଉଷା ଆଜି ପ୍ୟାରିସ୍ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଇଭେଣ୍ଟ ଫାଇନାଲରୁ ଭିନେଶ ଫୋଗାଟଙ୍କ ଡିସକ୍ୱାଲିଫାଏଡ୍ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଏହା ଏକ ଚକିତ ଏବଂ ନିରାଶ ଜନକ…

ବନ୍ଦ ହେଲା ହୀରାକୁଦର ଆଉ ୨ଟି ଗେଟ୍‌; କମୁଛି ଜଳସ୍ତର

ଉପରମୁଣ୍ଡରେ ବର୍ଷା କମିଥିବାରୁ ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ ବନ୍ଦ ହୋଇଛି । ଦୁଇଟି ଗେଟ୍ ବନ୍ଦ ହେବା ପରେ ବର୍ତ୍ତମାନ ୮ଟି ଗେଟ୍‌ ଦେଇ ପ୍ରବାହିତ ହେଉଛି ବନ୍ୟାଜଳ। ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍…

ରାଜ୍ୟରେ ଆହୁରି ବର୍ଷିବ ବର୍ଷା, ୨୪ ଘଣ୍ଟାରେ ଆଉ ଏକ ଲଘୁଚାପ ସୃଷ୍ଟି

୨୪ ଘଣ୍ଟା ଭିତରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବା ବେଳେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡିଶା ନିକଟ ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି…

ସେପ୍ଟେମ୍ବରରେ ୩ରେ ହେବ ରାଜ୍ୟସଭା ଉପନିର୍ବାଚନ; ଓଡ଼ିଶାରୁ ଗୋଟିଏ ଆସନ

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ୩ ସେପ୍ଟେମ୍ବରରେ ହେବ ଉପନିର୍ବାଚନ । ଏଥିପାଇଁ ୧୪ ଅଗଷ୍ଟରେ ପ୍ରକାଶ ପାଇବ ବିଜ୍ଞପ୍ତି । ରାଜ୍ୟସଭାରେ ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ । ସେଥିମଧ୍ୟରୁ ଓଡିଶାରେ ରହିଛି ଗୋଟିଏ…

ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି 

ପ୍ୟାରିସ ଅଲିମ୍ପିକ୍ସରେ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଆଜି ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାପରେ ସେ ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ହସ୍ପିଟାଲରେ…

­ରାଜ୍ୟରୁ ହଟିଲା ଫାଇଭ୍‌-ଟି ଚାର୍ଟର ଓ ମୋ ସରକାର 

ସରକାରୀ କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍‌-ଟି ଚାର୍ଟର । ଫାଇଭ୍‌-ଟି ଚାର୍ଟର ହଟାଇଛନ୍ତି ରାଜ୍ୟ ସରକାର । ଏବେ ଏହାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ହଟାଗଲା । କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ…

ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁ

ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁଓଡ଼ିଆ ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ମିଳିଲା ନୂଆ ଦାୟିତ୍ଵ । ତାଙ୍କୁ ଜାମ୍ମୁକାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ…

ଓଡ଼ିଶା ମେଟାଲିକ୍ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍; ଜଣେ ମୃତ, ୫ ଗୁରୁତର

ଝାରସୁଗୁଡ଼ା ବୁଢିପଦର ସ୍ଥିତ ଓଡ଼ିଶା ମେଟାଲିକ୍ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ଜନଙ୍କର ମୃତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ ମାନଙ୍କୁ ସ୍ଥାନୀୟ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ କରାଯାଉଥିବା…

ବିଜେପି ପାଣି ବାଣ୍ଟିବାକୁ ଦେଲେ ବି ମୁଁ ଖୁସିରେ କରିବି: ମମତା ମହନ୍ତ

ମମତା ମହନ୍ତ ବିଜେଡ଼ି ଛାଡି ବିଜେପିରେ ମିଶିବା ପ୍ରସଙ୍ଗରେ ରାଜନୈତିକ ଝଡ଼ ଥମି ନଥିବା ବେଳେ ଆଜି ଦିଲ୍ଲୀରୁ ଫେରିଛନ୍ତି ବିଜେପି ନେତ୍ରୀ ମମତା ମହନ୍ତ । ଓଡ଼ିଶା ଫେରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମମତା । ବିଜେପିରୁ ରାଜ୍ୟସଭା ଯିବେ…