Author: Papirani

ଏସ୍ଆଇ ପରୀକ୍ଷା ଘୋଟାଲାରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଗିରଫ

ଏସ୍ଆଇ ପରୀକ୍ଷା ଘୋଟାଲାରେ ଗିରଫ ପରୀକ୍ଷାର୍ଥୀଙ୍କ ମଧ୍ୟ ପୋଲିସ ବାବୁଙ୍କ ପିଲା । ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ ପୂର୍ବତନ ଡିଆଜିଙ୍କ ପୁଅ ଗରିଫ। ଅବସର ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରା ଗିରଫ ହୋଇଛି। କୁଳମଣି ବେହେରାଙ୍କ ପରି ବହୁ…

ଅବହେଳାରୁ ଚୌଦ୍ବାର ଜେଲରୁ ୨ ବିହାରୀ ଡକାୟତ ଫେରାର; ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ

କତ୍ତୃପକ୍ଷଙ୍କ ଅବହେଳାରୁ ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିଚାରଧୀନ କଏଦୀ ଚମ୍ପଟ୍‌ । ଦଶହରା ପାଇଁ ଜେଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ କର୍ମଚାରୀ ଦଶହରା କାର୍ଯ୍ୟକ୍ରମରେ ମସଗୁଲ ଥିଲେ । ଏହାର ସୁଯୋଗ ନେଇ କଟକ…

ଆଜି ମା’ଙ୍କ ଭସାଣି; ମଦ ବିକ୍ରି ଉପରେ କଟକଣା

ଆଜି ମା’ ଜଗତଜନନୀଙ୍କ ଭସାଣି ଯାତ୍ରା। ଆଜି ବିଭିନ୍ନ ସ୍ଥାନରେ ମାଆଙ୍କୁ ଦିଆଯିବ ମେଲାଣି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା’ଦୁର୍ଗା । ତେବେ ଭସାଣିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ…

ଆଗାମୀ ୧୨ ଘଣ୍ଟାରେ ଆରବ ସାଗରରେ ବାତ୍ୟା ସମ୍ଭାବନା

ଆରବ ସାଗରରେ ବାତ୍ୟା ସମ୍ଭାବନା । ୨୪ ଘଣ୍ଟାରେ ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ରୂପ ନେଇପାରେ। କିନ୍ତୁ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ। ଉତ୍ତର ଆରବ ସାଗରରେ ସୃଷ୍ଟ…

ଏସ୍‌ଆଇ ପରୀକ୍ଷା ବିଭ୍ରାଟ: ବିଜେଡି, ବିଜେପି ମୁହାଁମୁହିଁ

ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି, ବିଜେପି । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ବଦଳରେ ସିବିଆଇ ତଦନ୍ତ କରିବାକୁ ବିଜେଡ଼ି ଦାବି କରିଥିବା ବେଳେ ଅପର ପକ୍ଷେ…

ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ଉଦ୍ଧାର

ଗଜପତି ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ଉଦ୍ଧାର । ସୁରକ୍ଷିତ ଭାବେ ପର୍ଯ୍ୟଟକଙ୍କୁ ପର୍ବତ ଉପରୁ ତଳକୁ ଅଣାଯାଇଛି। ବନ ବିଭାଗ କର୍ମଚାରୀ ଓ ପୋଲିସ ରାତି ଅଧରେ ଉଦ୍ଧାର କଲେ । JCB ଦ୍ବାରା ରାସ୍ତା ସଫା କରି ସମସ୍ତ…

ଶହେ ବର୍ଷର ଯାତ୍ରାରେ ଆରଏସଏସ

ଶହେବର୍ଷର ଯାତ୍ରାରେ ଆରଏସଏସ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏହାର ପ୍ରତିଷ୍ଠାର ଶହେ ବର୍ଷ ପୂରଣ କରିଛି। ଏହାର ପ୍ରତିଷ୍ଠାର ଶତବାର୍ଷିକୀ କାର୍ଯ୍ୟକ୍ରମ ନାଗପୁରର ରେଶିମବାଗ ପଡ଼ିଆରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ…

ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ; ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆଜି ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ । ବାପୁଙ୍କ ୧୫୬ତମ ଜନ୍ମଜୟନ୍ତୀ ଅବସରରେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରଦ୍ଧାଞ୍ଜଳି ଦେବା ପୂର୍ବରୁ ନରେନ୍ଦ୍ର ମୋଦି ଏକ ସୋସିଆଲ…

ଭାଙ୍ଗିଲା ଦୁର୍ଗାପୂଜା ତୋରଣ; ୨ ଜଣ ଆହତ

ଜଗତସିଂହପୁର-ବାଲିକୁଦା ବଜାରରେ ଅଘଟଣ। ପ୍ରବଳ ବର୍ଷାରେ ଭାଙ୍ଗିଲା ଲାଇଟ ଗେଟ । ଫଳରେ ୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ବାଲିକୁଦା ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ଗତକାଲିଠାରୁ…

ଆଜି ପବିତ୍ର ବିଜୟା ଦଶମୀ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଆଜି ପବିତ୍ର ବିଜୟା ଦଶମୀ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଆଜି ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ମାଆଙ୍କୁ ଦର୍ଶନ ପାଇଁ ଲାଗି…