Author: Papirani

Mahanadi Riverfront Project in kataka: ୨ ବର୍ଷ ଭିତରେ ମହାନଦୀ ରିଭର ଫ୍ରଣ୍ଟ ସହ କଟକର ହେବ ପୂର୍ଣ୍ଣାଙ୍ଗ ବିକାଶ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସିଲଭର ସିଟି କଟକର ସାଂସ୍କୃତିକ ଓ ପର୍ଯ୍ୟଟନ ସମ୍ଭାବନାକୁ ଏକ ନୂଆ ଦିଗଦର୍ଶନ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କଟକ ସହରର ବିଭିନ୍ନ ଐତିହାସିକ ସାହି-ମହଲାରେ ଥିବା ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀଗୁଡ଼ିକର…

NC College Election Row: ଏନ୍.ସି କଲେଜ୍ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ; ଟାଉନ୍ ଥାନାରେ ଏତଲା ଦେଲେ ବାପା

ଯାଜପୁର ଏନ୍.ସି କଲେଜ ଛାତ୍ର ସଂସଦ ନିର୍ବାଚନ ପ୍ରାର୍ଥୀତ୍ୱକୁ ନେଇ ସୃଷ୍ଟି ହୋଇଛି ବଡ଼ ଅପ୍ରୀତିକର ପରିସ୍ଥିତି। କଲେଜ ନିର୍ବାଚନ ପରିବେଶ ଭିତରେ ଜଣେ ପ୍ରାର୍ଥୀ ନିଖୋଜ ହେବା ଏବଂ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ତାଙ୍କ ପରିବାର…

Odisha CM Launches 46 Mega Projects in Jajpur: କଳିଙ୍ଗନଗରରେ ଶିଳ୍ପାୟନର ‘ସ୍ୱର୍ଣ୍ଣିମ ଅଧ୍ୟାୟ’ ଆରମ୍ଭ; ୪୬ଟି ନୂଆ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଆହୁରି ଗତିଶୀଳ କରି ଆଜି ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ଏକ ବୃହତ ଶିଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର…

Journalist Accreditation Panel Directed Set Up in Odisha: ରାଜ୍ୟରେ ୨ ମାସ ଭିତରେ ଗଠନ ହେବ ସାମ୍ବାଦିକ ଅଧିସ୍ୱୀକୃତି କମିଟି, ପିସିଆଇର କଡ଼ା ନିର୍ଦ୍ଦେଶ

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାର୍ଥ ସୁରକ୍ଷା ଓ ଅଧିସ୍ବୀକୃତି ପ୍ରକ୍ରିୟାକୁ ନେଇ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (PCI) ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରିଛନ୍ତି। ଆସନ୍ତା ଦୁଇ ମାସ ମଧ୍ୟରେ ଓଡ଼ିଶାରେ ‘ସାମ୍ବାଦିକ ଅଧିସ୍ବୀକୃତି କମିଟି’ ଗଠନ କରିବା…

BJP Welcomes Historic Odisha Cabinet Reforms: ରାଜ୍ୟ କ୍ୟାବିନେଟ୍‌ରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ; ଐତିହାସିକ ନିଷ୍ପତିକୁ ବିଜେପିର ସ୍ୱାଗତ

ରାଜ୍ୟ କ୍ୟାବିନେଟ୍‌ର ଗତକାଲିର ଐତିହାସିକ ନିଷ୍ପତ୍ତିଗୁଡ଼ିକୁ ବିଜେପି ରାଜ୍ୟ ଶାଖା ପକ୍ଷରୁ ଗଭୀର ସ୍ଵାଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ବିଭାଗର ୧୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି, ଯାହାକି ରାଜ୍ୟର ଶିକ୍ଷା…

Illegal Resort on Forest Land in Nayagada: ଜଙ୍ଗଲ ଜମିରେ ବେଆଇନ ପାର୍କ ଓ ରିସୋର୍ଟ କାରବାର: ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ୯ ଜଣଙ୍କୁ ଏନ୍‌ଜିଟିଙ୍କ ନୋଟିସ୍

ରାଜ୍ୟରେ ଜଙ୍ଗଲ ଓ ପରିବେଶ ସୁରକ୍ଷାକୁ ନେଇ ପୁଣି ଥରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି)। ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅନ୍ତର୍ଗତ କୋଟଗଡ଼ ମୌଜାରେ ଜଙ୍ଗଲ ଜମି ହଡ଼ପ କରି ବେଆଇନ ଭାବେ ଆଲିସାନ…

Naveen Patnaik Slams Odisha Govt: ବର୍ତ୍ତମାନ ଅନ୍ଧାରରେ ଯୁବପିଢ଼ିଙ୍କ ଭବିଷ୍ୟତ: ନବୀନ ପଟ୍ଟନାୟକ

ରାଜ୍ୟରେ ବିଭିନ୍ନ ସାମଗ୍ରୀର ଅସମ୍ଭବ ଦରବୃଦ୍ଧି ଏବଂ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଏକ ବିଶାଳ ଜନସମାବେଶକୁ…

Orangutan Smuggling Probe: ଓରାଙ୍ଗଉଟାନ ଚାଲାଣ ମାମଲା: ଇଣ୍ଡୋନେସିଆ ଯିବ କ୍ରାଇମବ୍ରାଞ୍ଚ STF ଟିମ୍

ଚର୍ଚ୍ଚିତ ଓରାଙ୍ଗୁଟାନ ଚାଲାଣ ମାମଲାରେ ତଦନ୍ତକୁ ଜୋରଦାର କରିଛି ରାଜ୍ୟ କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କଫୋର୍ସ ଟିମ୍। ଓରାଙ୍ଗୁଟାନ ଚାଲାଣ ଘଟଣା ପଛରେ ଏକ ବଡ଼ ଧରଣର ଆନ୍ତର୍ଜାତୀୟ ଗ୍ୟାଙ୍ଗ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା କେତେକ ଗୁରୁତ୍ୱପୂର୍ଣ୍ଣ…

Tension at Vani Vihar Campus: ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନୀ ଉତ୍ତେଜନା: ‘‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍‌’ ବୈଠକରେ ମୁହାଁମୁହିଁ ହେଲେ ABVP ଓ BCJD

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟ ପରିସରରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍‌’ ବୈଠକରେ ଚାଲିଥିବା ସମୟରେ ହଠାତ୍ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଛାତ୍ର ଗୋଷ୍ଠୀ ଏବିଭିପି ଏବଂ ବିସିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି…

Rain Alert in Odisha: ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ଆଲର୍ଟ ଜାରି

ରାଜ୍ୟରେ ଆଗାମୀ ୪ ଦିନ ପାଇଁ ବର୍ଷାର ପ୍ରଭାବ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି…