ତାଜା ଖବର ରାଜ୍ୟ ନୂଆ ବର୍ଷରୁ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା December 19, 2024 Papirani ନୂଆ ବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ । ଏ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇ କହିଛନ୍ତି ସ୍ୱତନ୍ତ୍ର ବାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜୀଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏ ନେଇ…
ତାଜା ଖବର ଦେଶ ରାଜନୀତି ରାହୁଲଙ୍କ ବିରୋଧରେ ଥାନାରେ ଏତଲା ଦେଲା ବିଜେପି; ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ December 19, 2024 Papirani ସଂସଦ ଭବନ ପରିସରରେ ହୋଇଥିବା ଠେଲାପେଲାରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣା ଏବେ ସାରା ଦେଶରେ ରାଜନୈତିକ ମାହୋଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହାକୁ କେନ୍ଦ୍ର କରି ବିରୋଧୀ ଦଳ ନେତା ରାହୁଲ…
ତାଜା ଖବର ରାଜନୀତି ରାଜ୍ୟ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ December 19, 2024 Papirani ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ । ୨୮, ୨୯, ୩୦ ଭିତରୁ ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଦୁଇ ଦିନ…
ରାଜନୀତି ରାଜ୍ୟ ରାଜ୍ୟସଭା ସାଂସଦଙ୍କ ଶପଥ ଭରିପାରୁ ନାହିଁ ଉତ୍ସାହ; ରାଜନୀତିର ଚଉମୁହାଁଣିରେ ବିଜଦ December 19, 2024 Papirani ରାଜନୀତିର ଦୋଛକିରେ ନୁହେଁ ଚଲମୁହାଁଣିରେ ପଢ଼ିଛି ବିଜୁ ଜନତା ଦଳ। ପ୍ରଥମ ଆଶଙ୍କା ହେଲା, ନବୀନଙ୍କ ପରେ ଦଳ ସମ୍ଭାଳିବ କିଏ ? ଦ୍ଵିତୀୟ ଆଶଙ୍କାଟି ହେଲା, ବ୍ଲକସ୍ତର ସଂଗଠନକୁ ନେଇ । ଭାଜପା ଗୋଟିଏ ପରେ ଗୋଟିଏ ବ୍ଲକ୍ରେ ବିଜଦକୁ…
ତାଜା ଖବର ଦେଶ ଜମ୍ମୁକଶ୍ମୀରରେ ବଡ଼ଧରଣର ଏନକାଉଣ୍ଟର; ୫ ଆତଙ୍କବାଦୀ ମୃତ, ଦୁଇ ଯବାନ ଆହତ December 19, 2024 Papirani ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଗୁରୁବାର ସକାଳେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ; ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ସଂସଦରେ ହଙ୍ଗାମା: ଧକ୍କା ରେ ପ୍ରତାପ ଷଡ଼ଙ୍ଗୀ ଆହତ; ରାହୁଳ ଗାନ୍ଧୀଙ୍କ ଉପରେ ଆରୋପ December 19, 2024 Papirani ଆଜି ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ଦେଖା ଦେଇଛି ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ଠେଲା ପେଲା । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଥିବା ସୂଚନା ମିଳିଛି ।…
ରାଜ୍ୟ ମନୋଜଙ୍କ ସିଏମଓ ପ୍ରବେଶରେ ବାଧକ ସାଜୁଥିଲା କିଏ ? December 19, 2024 Papirani ମଙ୍ଗଳବାର ଦି’ଟା ଜବରଦସ୍ତ ନିଷ୍ପତି ନେଇଚନ୍ତି ମୋହନ ବାବୁ । ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ସିବିଆଇ ଜେରାରେ ପଡିବା ପରେ ସମସ୍ତେ ଆଙ୍ଗୁଳି ଦେଖାଉଥିଲେ ସିଏମଙ୍କ ଆଡକୁ । କାହିଁକି କଠୋର ନିଷ୍ପତି ନେଉନାହାଁନ୍ତି ମୋହନ ? ହେଲେ…
ଦେଶ ସ୍ବପ୍ନରେ ବି ଆମ୍ବେଦକରଙ୍କୁ ଅପମାନିତ କରିପାରିବିନି: ଅମିତ ଶାହା December 19, 2024 Papirani ରାଜ୍ୟସଭାରେ ଡ. ଆସେବକରଙ୍କ ବାବଦରେ ନିଜ ଟିପ୍ପଣୀକୁ ନେଇ ବିବାଦ ପରେ ଗୃହ ମନ୍ତ୍ରୀ ଅମିତ ଶାହା । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେବା ସହ କଂଗ୍ରେସକୁ ପୁଣିଥରେ ଜୋରଦାର ଘେରିଛନ୍ତି । “ସଂସଦରେ କଥା ତଥ୍ୟ…
ଦେଶ ରାଜ୍ୟ ଜେପିସିରେ ସମ୍ବିତ, ଭର୍ତ୍ତୃହରି December 19, 2024 Papirani ଏକ ଦେଶ-ଏକ ନିର୍ବାଚନ ବିଧେୟକ ଲୋକସଭାରେ ପାରିତ ପରେ ସରକାର ଏହାକୁ ଜେପିସି ( ଯୁଗ୍ମ ସଂସଦୀୟ କମିଟି)କୁ ପଠାଇଛନ୍ତି। ଏହି କମିଟି ବିଲ୍ – ଉପରେ ଆଲୋଚନା ସହ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଜେପିସିରେ ଥିବା ସଦସ୍ୟ ଏବଂ…
ତାଜା ଖବର ଦେଶ ମହାକୁମ୍ଭ ମେଳା ଅବସରରେ ମାଗଣା ଯାତ୍ରା ଘଟଣା; ଏପ୍ରକାର ଖବର ମିଥ୍ୟା ଓ ବିଭ୍ରାନ୍ତିକର: ରେଳବାଇ December 18, 2024 Papirani ଖୁବଶୀଘ୍ର ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ବ ମେଳା । ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଲାଗି ଯାତ୍ରୀମାନେ ରେଳପଥରେ ମାଗଣା ଯାତ୍ରା କରିପାରିବେ ବୋଲି କିଛି ଗଣମାଧ୍ଯମ ଦ୍ବାରା ପ୍ରକାଶିତ ଖବରକୁ ରେଳ ମନ୍ତ୍ରଣାଳୟ ଖଣ୍ଡନ କରିଛି । ଏପ୍ରକାର ଖବର…