Author: Papirani

ପାକିସ୍ତାନରେ ଟ୍ରେନ ଅପହରଣ; ଶତାଧିକ ଯାତ୍ରୀ ବନ୍ଧକ

ପାକିସ୍ତାନରେ ଟ୍ରେନ ଅପହରଣ । ରେଳ ଧାରଣାରେ ବିସ୍ଫୋରଣ କରି ଟ୍ରେନ ଅପହରଣ କରାଯାଇଥିବା ସୂଚନା । ବଲୋଚ ଆତଙ୍କବାଦୀ ସଂଗଠନ ୪୦୦ ଯାତ୍ରୀ ଥିବା ଟ୍ରେନ୍‌କୁ କବ୍ଜା କରି ନେଇ ୧୦୦ରୁ ଅଧିକ ସେନଙ୍କୁ ବନ୍ଧକ ରଖିଥିବା ଜଣାପଡିଛି। ଏହା…

ଆରୁହା ପାହାଡ଼ ଖଣି ଖାଦାନରେ ଖଣି ବିଭାଗର ରେଡ୍‌

ଯାଜପୁର ଜିଲ୍ଲା ଧର୍ମଶାଳାର ଆରୁହା ପାହାଡ଼ ଖଣି ଖାଦାନରେ ଖଣି ବିଭାଗର ରେଡ୍‌ । ବେଆଇନ ଖଣି ଖନନ ଅଭିଯୋଗରେ ରେଡ୍‌ କରାଯାଇଥିବା ସୂଚନା । ଏହି ଚଢାଉରେ ୭ ଜେସିବି, ୬ କମ୍ପ୍ରେସର, ୨ଟି ହାଇୱା ଜବତ ହୋଇଛି। ଏହା…

ଷ୍ଟାଲିନଙ୍କ ଡିଲିମିଟେସନ ବୈଠକକୁ ଯିବେ ନବୀନ ପଟ୍ଟନାୟକ

ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ଵତନ୍ତ୍ର ବୈଠକକୁ ବିଜେଡିର ସମର୍ଥନ । ଷ୍ଟାଲିନଙ୍କ ଡିଲିମିଟେସନ ବୈଠକକୁ ଯିବେ ନବୀନ ପଟ୍ଟନାୟକ । ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ଡିଲିମିଟେସନ ସ୍ଵତନ୍ତ୍ର ବୈଠକ ବସିବାକୁ ଯାଉଛି । ଯାହାକୁ ନେଇ ଆଜି…

ବିଧାନସଭାରେ ହାତାହାତି ପରିସ୍ଥିତି ପରେ ବିଜେପି ଡାକିଲା ବିଧାୟକ ଦଳ ବୈଠକ

ଆଜି ବିଧାନସଭା ପରିସରରେ ଦେଖାଯାଇଲା ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି । ଗୃହର ପ୍ରଶ୍ନୋତ୍ତରକାଳରେ ବିରୋଧୀ ଏବଂ ଶାସକ ମଧ୍ୟରେ ହାତାହାତି ହେବା ପରେ ଏହାକୁ ନେଇ ବିଜେପି ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଧାୟକ ଦଳ ବୈଠକ ବସିଛି । ଗୃହରେ…

ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ ବିଜେଡି ବିଧାୟକ

ଆଜି ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ନେଇ ସରଗରମ ହୋଇଛି ବିଧାନସଭା ଗୃହ । ଆଜି ପବିତ୍ର ଗୃହରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ନେଇ ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି। ଗୃହର ପ୍ରଶ୍ନୋତ୍ତରକାଳରେ ବିରୋଧୀ ଏବଂ…

ବିଧାନସଭାରେ ଅଭାବନୀୟ ପରିସ୍ଥିତି: ତାରା ବାହିନୀପତି, ଜୟନାରାୟଣ ହାତାହାତି

ଆଜି ବିଧାନସଭା ଗୃହରେ ଦେଖା ଯାଇଛି ହାତାହାତି ପରିସ୍ଥିତି । ଉଭୟ ପକ୍ଷର ସଦସ୍ୟମାନଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖା ଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟମାନେ ଗତକାଲିର ସମାନ ପ୍ରସଙ୍ଗକୁ…

ମାହାଙ୍ଗା ପରେ ସାଲେପୁର, ଜମୁଛି ପଦ୍ମ କନ୍ଦଳ

ମାହାଙ୍ଗା ଥିଲା ଚର୍ଚ୍ଚାରେ । ବିଜୁଙ୍କ ମୁଣ୍ଡକାଟ ପରେ ପ୍ରତାପ- ସାରଦା କଳି ଏବେ ବି ଲାଗି ରହିଚି । ଆଗକୁ ବି ବଢିପାରେ । କିଏ କାହାକୁ କଉଁ ଢଙ୍ଗରେ ଚିତ୍ କରୁଚି, ତାହା ଦେଖିବାକୁ ବାକି ଅଛି ।…

ଭାଷା ଓ ବିଭାଜନ

ଭାଷାର ଆବଶ୍ୟକ‌ତା ବାର୍ତ୍ତାଳାପ ପାଇଁ। ଜଣେ ଅନ୍ୟକୁ ବୁଝି ପାରିବ କେମିତି ? ବୁଝେଇ ପାରିବ କେମିତି ? ପ୍ରଥମେ ତ ଭାଷା ନ ଥିଲା । କେବଳ ଥିଲା ସଙ୍କେତ। ଏବେ ବି ନିରବତାର ଭାଷା ହେଲା ସଙ୍କେତ, ପ୍ରେମର…

ଗୋ ଚାଲାଣକାରୀଙ୍କୁ ଏନକାଉଣ୍ଟର କଲା ପୁଲିସ

ସମ୍ବଲପୁରରେ ଏନକାଉଣ୍ଟର। ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଗୋ ଚାଲାଣକାରୀ ଙ୍କୁ ସମ୍ବଲପୁର ପୋଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଛି। ଏହି ଏନକାଉଣ୍ଟରରେ ଗୋଚାଳାଣ କରୁଥିବା ୨ ଜଣ ଅଭିଯୁକ୍ତ ଆହତ । ଆହତଙ୍କୁ ବୁର୍ଲା ଭିମସାର ମେଡିକାଲ ଠାରେ ଚିକିତ୍ସା ପାଇଁ…

ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି ବିଜେପିର ନୂଆ ରାଜ୍ୟ ସଭାପତି ନାଁ; ସୂଚନା ଦେଲେ ତରୁଣ ଚୁଗ

ଖୁବଶୀଘ୍ର ଘୋଷଣା ହେବ ଭାଜପା ନୂଆ ରାଜ୍ୟ ସଭାପତି ନାଁ। ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାାଦକ ତରୁଣ ଚୁଗ । ସେ କହିଛନ୍ତି ସୋମବାର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୂଆ ରାଜ୍ୟ ସଭାପତି ନାଁ…