Author: Papirani

ଦୁର୍ବଳ ହେଲା ଲଘୁଚାପ; ରାଜ୍ୟରେ କମିଲା ବର୍ଷା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇଛି । ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ ଏବଂ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପାଗ କୋହଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।…

ଭିଜିଲାନ୍ସ ଜାଲରେ ଆରଆଇ

ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ରାଜସ୍ବ ନିରୀକ୍ଷକ (ଆରଆଇ) ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକା ସହିତଘର ସମେତ କୋରାପୁଟ ଏବଂ…

ସକ୍ରିୟ ରାଜନୀତିକୁ ଫେରିବେ କି ରଘୁବର !

ରାଜ୍ୟପାଳ ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ରଘୁବର ଦାସ। ମଙ୍ଗଳବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏହି ଖବର ପ୍ରଥମେ ଜଣାପଡିଥିଲା। ରଘୁବରଙ୍କ ସ୍ଥାନରେ ଡକ୍ଟର ହରିବାବୁ କମ୍ଭାମପତି ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ତେବେ ଅଚାନକ…

କୁଟ୍ଟେଙ୍କ ପାଖରେ କାହିଁକି ଆତ୍ମସମର୍ପଣ କଲା ଭାଜପା ?

ଉପରସ୍ତରରେ ଜଘନ୍ୟ ଖେଳ ଆଗରେ ରାଜ୍ୟ ଭାଜପା ସରକାର କେଡ଼େ ଅସହାୟ ତାହାର ଏକ ବଡ଼ ପ୍ରମାଣ ରଖିଦେଇଗଲା ବିବାଦୀୟ ଆଇପିଏସ ଅଫିସର ଧିରେନ୍ଦ୍ର ସମ୍ବଜୀ କୁଟେ । କେନ୍ଦ୍ରକୁ ଡେପୁଟେସନରେ ଗଲେ, କିନ୍ତୁ ରାଜ୍ୟ ସରକାରଙ୍କ ଅଭିଯୋଗ ଉପରେ କୌଣସି…

ବଡ଼ଦିନ ଉତ୍ସବରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଡ଼ଦିନ ଉତ୍ସବରେ ସାମିଲ ହେଲେ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର ସତ୍ୟନଗର ଓ ସଚିବାଳୟ ମାର୍ଗରେ ଥିବା ଚର୍ଚ୍ଚର ବଡ଼ଦିନ ଉତ୍ସବରେ ସାମିଲ ହୋଇ କେକ୍ କାଟି ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ…

ରାଜ୍ୟରେ ଜାରି ରହିଛି ଅଦିନିଆ ବର୍ଷା; ୩ ଘଣ୍ଟା ପାଇଁ ଟ୍ବିନ୍‌ସିଟି ସହ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ସକାଳୁ ସକାଳୁ ସାରା ରାଜ୍ୟରେ କୋହଲା ପାଗ ସହ ହାଲୁକା ବର୍ଷା ଲାଗି ରହିଛି । ଅଦିନିଆ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଥିମଧ୍ୟରେ ୩ ଘଣ୍ଟା ବର୍ଷା ନେଇ ସତର୍କ ରହିବାକୁ ପରାମର୍ଶ । ଟ୍ବିନ୍‌ସିଟି…

ରାଜ୍ୟପାଳ ଅପସାରିତ, ଏଏସଓ ଏବେ ବି ନ୍ୟାୟ ପାଇବାରୁ ବଞ୍ଚିତ: ବିଜେଡି

ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଅପ୍ରତ୍ୟାଶିତ ଭାବେ ତାଙ୍କ ପଦବୀରୁ ଅପସରି ଯାଇଛନ୍ତି କିନ୍ତୁ ରହି ଯାଇଛି ତାଙ୍କ ପୁଅ ଦ୍ୱାରା ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ଉପରେ ଅକଥନୀୟ ଓ ଅମାନବୀୟ ଅତ୍ୟାଚାରର ବିବାଦ। ରାଜ୍ୟପାଳଙ୍କ ଏହି ଅପ୍ରତ୍ୟାଶିତ…

ଆସନ୍ତା ମାର୍ଚ୍ଚରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା

ଜାନୁଆରୀ ସୁଦ୍ଧା ୧ କୋଟି ମହିଳାଙ୍କୁ ଦିଆଯିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏହାପରେ ମାର୍ଚ୍ଚରେ ଏକାସଙ୍ଗେ କୋଟିଏ ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ଏକାକାଳୀନ କୋଟିଏ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା ।…

ଆଜିଠୁ ଜାନୁଆରୀ ୨ ତାରିଖ ଯାଏଁ ରତ୍ନଭଣ୍ଡାର ମରାମତି ସ୍ଥଗିତ

ଆଜି ଠାରୁ ଜାନୁଆରୀ ୨ ତାରିଖ ଯାଏଁ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ବଡଦିନରୁ ଇଂରାଜୀ ନୂଆବର୍ଷ ୨୦୨୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ, ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ । ଆଜି ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡ଼ିକାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ହେବ କର୍କଟରେ ଆକ୍ରାନ୍ତ…