ତାଜା ଖବର ରାଜନୀତି ରାଜ୍ୟ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 12, 2024 Papirani ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଛି ନିଯୁକ୍ତି ମେଳା । ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ଆଯୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪୭୬ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନିଯୁକ୍ତି ପାଇଥିବା…
ତାଜା ଖବର ଦେଶ ଇନ୍ଦୋରରେ ୨ ସେନା ଅଧିକାରୀଙ୍କୁ ଆକ୍ରମଣ ସହ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ September 12, 2024 Papirani ମଧ୍ୟପ୍ରଦେଶ ଇନ୍ଦୋରରେ ଦୁଇ ତାଲିମପ୍ରାପ୍ତ ସେନା ଅଧିକାରୀଙ୍କ ସହ ଲୁଟ୍ପାଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଦୁର୍ବୃତ୍ତମାନେ ଦୁଇ ତାଲିମପ୍ରାପ୍ତ ସେନା ଅଧିକାରୀଙ୍କୁ ଗୁରୁତର ଆକ୍ରମଣ କରିବା ପରେ ତାଙ୍କ ସାଙ୍ଗରେ ଥିବା ବାନ୍ଧବୀଙ୍କ ସହ ଏହିପରି ନାରକୀୟ…
ତାଜା ଖବର ରାଜ୍ୟ ଗିରଫ ହେଲେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ September 12, 2024 Papirani ଗିରଫ ହେଲେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ…
ତାଜା ଖବର ରାଜ୍ୟ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନର ମାଲିକ ହେବ ଆଦାନୀ ଗ୍ରୁପ September 12, 2024 Papirani ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ଆଦାନୀ ପୋର୍ଟକୁ ହସ୍ତାନ୍ତର ଯିବ । ଓଡ଼ିଶା ଷ୍ଟିଭେଡର୍ସ ହାତରେ ରହିବ ମାତ୍ର ୫ ପ୍ରତିଶତ ଅଂଶଧନ ରହିଛି। ଆଜି ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର…
ତାଜା ଖବର ରାଜ୍ୟ ସହକାରୀ ଯନ୍ତ୍ରୀଙ୍କ ମାଳ ମାଳ କୋଠା ଦେଖି ଆଶ୍ଚର୍ଯ୍ୟ ହେଲେ ଭିଜିଲାନ୍ସ September 11, 2024 Papirani ଭିଜିଲାନ୍ସ ଜାଲରେ ଫସିଲେ ପୁଣି ଏକ ସରକାରୀ ବାବୁ ।ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ତରଫରୁ ଚଢ଼ାଉ କରିଛି। ଏକ କାଳୀନ ଆଠ ଗୋଟି ଟିମ ଭଞ୍ଜନଗର…
ତାଜା ଖବର ରାଜନୀତି ରାଜ୍ୟ ଆଈ ମା ଗପ ଛାଡି କାମ କରି ଦେଖାନ୍ତୁ ସରକାର: ନବୀନ ପଟ୍ଟନାୟକ September 11, 2024 Papirani ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ବିଜୁ ଯୁବ ଜନତା ଦଳ ର ଏକ ସମାବେଶ ରେ ଯୋଗ ଦେଇ ବିଜେଡିର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଜୁ ଯୁବ ଜନତା ଦଳର ସମସ୍ତ ସଦସ୍ୟଙ୍କ ପରିଶ୍ରମ…
ତାଜା ଖବର ରାଜନୀତି ରାଜ୍ୟ ନିର୍ମାଣ ଶ୍ରମିକଙ୍କ ପାଇଁ ପୂର୍ବରୁ ମିଳୁଥିବା ସହାୟତା ରାଶିକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ September 11, 2024 Papirani ଦେଶ ନିର୍ମାଣର ମେରୁଦଣ୍ଡ ହେଉଛନ୍ତି ନିର୍ମାଣ ଶ୍ରମିକ, ସେମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ର ନିର୍ମାଣ । ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ…
ତାଜା ଖବର ରାଜ୍ୟ କଂଷ୍ଟ୍ରକ୍ସନ କାମ ଚାଲୁଥିବା ଖସିପଡିଲା କ୍ରେନ; ୫ ଆହତ September 11, 2024 Papirani କଂଷ୍ଟ୍ରକ୍ସନ କାମ ଚାଲୁଥିବା ଖସିପଡିଲା କ୍ରେନ। ଭୁବନେଶ୍ୱର ୟୁନିଟ୍-୮ ଓଏମସି କଲୋନୀରେ ବିଲ୍ଡିଂ ନିର୍ମାଣ ବେଳେ ଭୁଶୁଡ଼ିଲା କ୍ରେନ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ । କିନ୍ତୁ କାମ କରୁଥିବା ୫ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ September 11, 2024 Papirani ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପାଇଁ ସେପ୍ଟେମ୍ବର ୧୭ ତାରିଖ ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ସୁଭଦ୍ରା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ…
ତାଜା ଖବର ରାଜ୍ୟ ବିଧାନସଭା ଆଗରେ ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘର ଆନ୍ଦୋଳନ September 11, 2024 Papirani ୬ ମାସ ଦରମା ପାଇନଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘ । ଆଜି ବିଧାନସଭା ଆଗରେ ଆନ୍ଦୋଳନ ପାଇଁ ଏକାଠି ହୋଇଛନ୍ତି ବିଭିନ୍ନ ଜିଲ୍ଲାର ହଜାର ହଜାର ମହିଳା । ବକେୟା ଦରମା ସହ ଗୋଷ୍ଠୀ ସହାୟିକା…