Author: Papirani

ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ । ଆଜି ଭୋର ୪ଟା ୧୦ ମିନିଟ ସମୟରେ ଏହି ଡ୍ରୋନ୍ ମନ୍ଦିର ଚାରିପାଖ ବୁଲିବା ଦେଖିବାକୁ ମିଳିଛି। ଏହି ଡ୍ରୋନଟି ଶ୍ରୀ ମନ୍ଦିର ଚାରି ପାଖରେ ପ୍ରାୟ ଅଧଘଣ୍ଟା ଧରି ବୁଲିଥିଲା ।…

ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ହାଇଦ୍ରାବାଦରେ ପୁଷ୍ପା-୨ ପ୍ରିମିୟର ଶୋ ବେଳେ ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ମିଳିଛି ନିୟମିତ ଜାମିନ୍ । ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ହାଇଦ୍ରାବାଦ କୋର୍ଟ ।…

ଆପ କୁ ଆପଦା କହିଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଦିଲ୍ଲୀର ଅଶୋକ ବିହାରର ରାମଲୀଳା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ସେଠାରେ ଆମ୍ ଆଦମୀ ପାର୍ଟିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ…

ଜାନୁଆରୀ ୫ ପରେ ରାଜ୍ୟରେ କମିବ ଶୀତ

ରାଜ୍ୟରେ ଲାଗିରହିଛି ଶୀତର ପ୍ରକୋପ । ଆଜି ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ରହିଛି । ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ…

ଚୀନରେ ବ୍ୟାପୁଛି ଆଉ ଏକ ଭାଇରସ ସଂକ୍ରମଣ

କୋଭିଡ ମହାମାରୀର ପରେ ଏବେ ଚୀନରେ ଦେଖାଯାଇଛି ଆଉ ଏକ ନୂଆ ଭାଇରସ ଆତଙ୍କ । ଚୀନରେ ବ୍ୟାପୁଛି ହ୍ୟୁମନ ମେଟାନ୍ୟୁମୋ ଭାଇରସ ବା ଏଚଏମପିଭି । ଚୀନର କିଛି ସ୍ଥାନରେ ଜରୁରୀକାଳିନ ପରିସ୍ଥିତି ଦେଖିବାକୁ ମିଳିଛି । ପିଲାଠୁ ବୁଢା…

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ୩୩ ପ୍ରତିଶତ ରୁ ଅଧିକ…

ପୂର୍ବ ନବୀନ ସରକାରଙ୍କ ଉପରେ ବର୍ଷିଲେ ମୋହନ ମାଝୀ

ଆଜି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଚାଷ ଓ ଚାଷୀଙ୍କୁ ଠକିଛନ୍ତି ପୂର୍ବ ସରକାର । ପୂର୍ବ ସରକାର କେବଳ ମିଶନ ପରେ ମିଶନ କରିଚାଲିଲେ, କିନ୍ତୁ ଫଳ…

ପରସ୍ପର ମଧ୍ୟରେ ମାରପିଟ; ନୟାଗଡ଼ର ୪ ପୋଲିସ କର୍ମଚାରୀ ନିଲମ୍ବିତ

ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହେଲେ ୪ ପୋଲିସ । କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବନ କଲେ ନୟାଗଡ଼ ଏସ୍‌ପି । ରାସ୍ତାରେ ଉଭୟଙ୍କ ମଧ୍ୟରେ ମାଡ଼ପିଟ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ହାବିଲଦାର ସଙ୍ଘର ୨ ଗୋଷ୍ଠୀ ମଧ୍ୟରେ ମାଡ଼ପିଟର…

ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି

ପ୍ରବଳ ଜାଡରେ ଥରୁଛି ପୂରା ଓଡିଶା । ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବାରେ ଲାଗିଛି। ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଥଣ୍ଡା ବଢୁଛି। ଆଜି ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ରହିଛି…

ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ ଅଫିସରେ ଲୁଟ୍

ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ ଅଫିସରେ ଲୁଟ୍ । ସମ୍ବଲପୁର ଜିଲ୍ଲା ଅଇଁଣ୍ଠାପାଲି ଥାନା ଅନ୍ତର୍ଗତ ବୁଢ଼ାରାଜା ବଜାରରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟରୁ ଡକାୟତି ହୋଇଥିବା ସୂଚନା ମିଳିଛି । ୧୦ ଜଣ ସଶସ୍ତ୍ର ଲୁଟେରା ଆତଙ୍କ ମଚାଇ…