ରାଜନୀତି ରାଜ୍ୟ କୃଷି ଓ କୃଷକ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ ସାମଲ May 2, 2024 Papirani ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କୃଷି ଓ କୃଷକ ସମସ୍ୟା ନେଇ ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ନେଇ…
ତାଜା ଖବର ଦେଶ ଗୋଲ୍ଡି ବ୍ରାର ଜୀବିତ; ସୋସିଆଲ ମିଡ଼ିଆରେ ହତ୍ୟାର ଭୁଲ ଖବର ଭାଇରାଲ May 2, 2024 Papirani ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ଘଟଣାରେ କୁଖ୍ୟାତ କାନାଡାର ଗ୍ୟାଙ୍ଗଷ୍ଟର ତଥା ପ୍ରାଥମିକ ସନ୍ଦିଗ୍ଧ ଗୋଲ୍ଡି ବ୍ରାର ଜୀବନ୍ତ ଥିବା ଜଣାଯାଇଛି। ଆମେରିକା ପୋଲିସ ଏକ ଗୁଜବ ଓ ମିଥ୍ୟା ବୋଲି କହିଛି। ଏହାପୂର୍ବରୁ ଆମେରିକାର ନ୍ୟୁଜ୍ ଚ୍ୟାନେଲଗୁଡିକର ଏକ…
ରାଜନୀତି ରାଜ୍ୟ ବିଜେପିରେ ମିଶିଲେ ଦୁଲାଲ ପ୍ରଧାନ ଓ ରାସେଶ୍ଵରୀ ପାଣିଗ୍ରାହୀଙ୍କ ହଜାର ହଜାର ସମର୍ଥକ May 2, 2024 Papirani ସମ୍ବଲପୁରରେ ଶକ୍ତି ଗୋଟାଉଛି ବିଜେପି । କଂଗ୍ରେସ ଛାଡ଼ିବା ପରେ ଗତକାଲି ପଦ୍ମ ଧରିଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ ୧୬ ଲୋକସଭା ଆସନ ଜିତିବ ବିଜେପି : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ May 2, 2024 Papirani ଏକ ଗଣମାଧ୍ୟମର ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଓଡ଼ିଶାରେ ବିଜେପି ସରକାରକୁ ଆସିବା ଏବଂ ବିଜେପି ଓଡ଼ିଶାରେ ୧୬ ଲୋକସଭା ଆସନ ଜିତିବ । ଏଥର ଓଡିଶାବାସୀଙ୍କ ଆଶୀର୍ବାଦ ବିଜେପି ଉପରେ ରହିଛି । ଗତଥର ଠାରୁ ଏଥର…
ଦେଶ ରାଜନୀତି ରାଜ୍ୟ ରାଜ୍ୟ ସରକାର ଗଠନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ: କଟକ ଲୋକସଭା ଦାୟିତ୍ୱରେ ସିପି ଯୋଶୀ, କଳାହାଣ୍ଡିରେ ଦିନେଶ ଯାଦବ May 1, 2024 Papirani ଭୁବନେଶ୍ୱର: ଓଡ଼ିଶାରୁ ଅଧିକରୁ ଅଧିକ ଲୋକସଭା ଆସନ ଜିତିବା ସହିତ ରାଜ୍ୟ ସରକାର ଗଠନ କରିବା ପାଇଁ ଭାଜପା ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇସାରିଛି। ଏହି ରଣନୀତି ଅନୁସାରେ କଟକ ଲୋକସଭା ଆସନରେ କିପରି ଦଳୀୟ ପ୍ରାର୍ଥୀ ବିଜୟ ଲାଭ କରିବେ…
ତାଜା ଖବର ରାଜ୍ୟ ସାମ୍ନା ପଟ ଗେଟ ବନ୍ଦ କରି ରାତି ୩ଟା ଯାଏଁ ଖୋଲାରହୁଛି ଡ୍ୟାନ୍ସ ବାର୍ ଓ ପବ୍ May 1, 2024 Papirani ଭୁବନେଶ୍ୱର: ରାଜଧାନୀରେ ବିଳମ୍ବିତ ରାତିଯାଏ ଖୁଲମଖୁଲା ଚାଲିଛି ବାର ଓ ପବ୍ । ଭୁବନେଶ୍ୱର ସହିଦ ନଗର ଅଂଚଳରେ ରାତି ୩ଟା ଯାଏଁ ଖୋଲାରହୁଛି ପବ୍ । ରାତି ଅଧରେ ଚାଲିଛି ମଦଲୀଳା । ନା ଅଛି ପୁଲିସର ଡର ନା…
ତାଜା ଖବର ରାଜନୀତି ରାଜ୍ୟ ଅମିତ ଶାହଙ୍କ ଫେକ୍ ଭିଡିଓ ଭାଇରାଲ୍ ପ୍ରସଙ୍ଗ: ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝିଙ୍କ ଗିରଫ ଦାବିକଲା ବିଜେପି May 1, 2024 Papirani ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାଁରେ ଫେକ୍ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଭାରତୀୟ ଜନତା ପାର୍ଟି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫେକ୍ ଭିଡିଓ ଧରି ମିଥ୍ୟା ପ୍ରଚାର କରୁଛନ୍ତି ନବରଙ୍ଗପୁର ବିଜେଡି…
ତାଜା ଖବର ଦେଶ ରାଜ୍ୟ କୁଆପଥର ମାଡ଼ ପରେ ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନର ଜରୁରୀ ଅବତରଣ May 1, 2024 Papirani ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । କୁଆପଥର ମାଡ କାରଣରୁ ବିମାନର ସମ୍ମୁଖ ପାଶ୍ୱର୍ରେ ଆଂଶିକ କ୍ଷତି ଦେଖାଯାଇଥିଲା । ଉଡାଣର ୧୦ ମିନିଟ ପରେ ପୁଣିଥରେ ରନୱେକୁ ଫେରିଥିଲା ବିମାନ । ତେବେ ବିମାନରେ ଥିବା…
ତାଜା ଖବର ରାଜନୀତି ରାଜ୍ୟ ଜମି ହଡପ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି; ରାଜ୍ୟପାଳ ଅନୁମତି ଦେବେ କି ? May 1, 2024 Papirani ଭୁବନେଶ୍ୱର; ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ବେଆଇନ ଜମି ହଡପ ମାମଲା ନେଇ ଅଭିଯୋଗ ଆଣିଛି ନବ ନିର୍ମାଣ କୃଷକ ସଂଗଠନ । ଯାହା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ । ଏହା ସହିତ ଏଫଆଇଆର ପଞ୍ଜିକରଣକୁ…
All News ତାଜା ଖବର ଦେଶ ବିଶ୍ୱ ବ୍ୟବସାୟ ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ May 1, 2024 Papirani ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି । ମେ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଶ୍ରମ ଜିବୀମାନଙ୍କର ଅଧିକାର ସମ୍ପର୍କରେ ଜନ ସଚେତନ ସୃଷ୍ଟି କରିବା ସହ ସମାଜ ପ୍ରତି ସେମାନଙ୍କ…