ତାଜା ଖବର ଦେଶ ରାଜନୀତି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ବିବେକ ଦେବରୟଙ୍କ ପରଲୋକ November 1, 2024 Papirani ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ତଥା ଅର୍ଥନୀତିଜ୍ଞ ବିବେକ ଦେବରୟଙ୍କ ଆଜି ପରଲୋକ ହୋଇଯାଇଛି। ବିବେକ ଦେବରୟ ଭାରତ ସରକାରଙ୍କ ଅନେକ ପ୍ରମୁଖ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି। ବିବେକ ଦେବରୟଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି…
ତାଜା ଖବର ରାଜ୍ୟ ଜିଏସଟି ରେଡ଼ ସମୟରେ ଅସୁସ୍ଥ ହୋଇ ମୃତ୍ୟୁବରଣ କଲେ ଜୟପୁର ସୁନା ବ୍ୟବସାୟୀ November 1, 2024 Papirani ଜୟପୁରର ମୁଖ୍ୟ ରାସ୍ତାରେ ଥିବା ନ୍ୟୁ ବାସବି ଜୁଏଲାରୀ ଦୋକାନ ମାଲିକଙ୍କ ମୃତ୍ୟୁ । ଜୁଏଲାରୀ ବ୍ୟବସାୟୀ ‘ନାନୀ ବାବୁ’ନାମରେ ପରିଚିତ ହରି ପ୍ରସାଦଙ୍କ ମୃତ୍ୟୁ ଏବେ ସମଗ୍ର ବ୍ୟବସାୟୀଙ୍କୁ ଚକିତ କରିଛି। କିଛି ଦିନ ତଳେ ଅକ୍ଟୋବର ୨୯ ଧନତେରାସରେ…
ତାଜା ଖବର ରାଜନୀତି ରାଜ୍ୟ ସୁଭଦ୍ରା ଯୋଜନାରେ ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କ ପାଇଁ ଆସିବ ଗାଇଡ଼ ଲାଇନ; ଉପମୁଖ୍ୟମନ୍ତ୍ରୀ November 1, 2024 Papirani ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା। ସେ କହିଛନ୍ତି, ଖୁବ୍ ଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତି ତୃତୀୟ ପର୍ଯ୍ୟାୟର ଟଙ୍କା ମିଳିବ। କିନ୍ତୁ ଏହା ପୂର୍ବରୁ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆସିବ। ବାଦ୍ ପଡ଼ିଥିବା…
ତାଜା ଖବର ରାଜ୍ୟ ଆମ୍ବ ଟାକୁଆ ଖାଇ ୨ ମୃତ ଓ ୬ ଗୁରୁତର ; ଯାଞ୍ଚ ପାଇଁ ଗାଁକୁ ସ୍ବାସ୍ଥ୍ୟ ଟିମ୍ November 1, 2024 Papirani କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଏକ ଅଘଟଣ ଘଟିଯାଇଛି । ଆମ୍ବ ଟାକୁଆ ଯାଉ ଖାଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି…
ତାଜା ଖବର ରାଜ୍ୟ ଆଜିଠୁ ୭ ମାସ ପର୍ଯ୍ୟନ୍ତ ମାଛଧରା ଉପରେ ଲାଗିଲା କଟକଣା November 1, 2024 Papirani ଆଜିଠୁ ମେ ୩୧ ପର୍ଯ୍ୟନ୍ତ ୭ ମାସ ମାଛଧରା ଉପରେ କଟକଣା ଜାରି କଲେ ସରକାର। ଏହି ସମୟରେ ଦୂର ସମୁଦ୍ରରୁ କୂଳକୁ ଆସୁଛନ୍ତି ଅଣ୍ଡା ଦାନ କରିବାକୁ ଲକ୍ଷ୍ୟ ଲକ୍ଷ୍ୟ ଅଲିଭ ରିଡଲେ କଇଁଛ ସେଥିପାଇଁ ସେମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ…
ତାଜା ଖବର ରାଜ୍ୟ ସକାଳୁ ସକାଳୁ କଟକ ଓ ଭୁବନେଶ୍ୱରରେ ଅଦିନିଆ ବର୍ଷା November 1, 2024 Papirani ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା । ଆଜି ସକାଳୁ ସକାଳୁ ଟ୍ୱିନ ସିଟିରେ ଅଦିନିଆ ବର୍ଷା ସମେତ ବିଜୁଳି , ଘଡଘଡି ହୋଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି…
ତାଜା ଖବର ଦେଶ ବ୍ୟବସାୟ ନଭେମ୍ବର ପହିଲାରୁ ମହଙ୍ଗା ମାଡ଼; ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର November 1, 2024 Papirani ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ନଭେମ୍ବର ମାସ ଆରମ୍ଭ ହେବା ମାତ୍ରେ ସାଧାରଣ ଜନତାଙ୍କୁ ବଡ଼ ଝଟକା। ନଭେମ୍ବର ୧ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଇଣ୍ଡିଆନ୍ ଅଏଲ୍ ନଭେମ୍ବର ପହିଲାରୁ ବାଣିଜ୍ୟିକ…
ତାଜା ଖବର ରାଜ୍ୟ ମାର୍କେଟ ବିଲ୍ଡିଂର ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ November 1, 2024 Papirani ଦୀପାବଳିରେ ରାଜଧାନୀରେ ବଡ଼ ଅଘଟଣ । ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ ।ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ଅଗ୍ନିକାଣ୍ଡ ଘଟି…
ତାଜା ଖବର ରାଜନୀତି ରାଜ୍ୟ ଜନ୍ମମାଟିରେ କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 1, 2024 Papirani କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଥମ ଦିନରେ ନିଜ ଗାଁ ରାଇକଳାରେ କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀ…
ତାଜା ଖବର ଦେଶ ରାଜନୀତି ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦୀ October 31, 2024 Papirani ସାରା ଦେଶରେ ଆଲୋକର ପର୍ବ ଦୀପାବଳିର ଉତ୍ସାହ ଓ ଉତ୍ସବର ମାହୋଲ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଚ୍ଛରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ…