Author: Papirani

Odisha Plus Two Exam: ଚଳିତ ବର୍ଷ ଅନଲାଇନରେ ହୋଇପାରେ ଯୁକ୍ତ ଦୁଇ ଖାତା ଦେଖା

ଯୁକ୍ତ ୨ ପରୀକ୍ଷାରେ ଚଳିତ ବର୍ଷ ହୋଇପାରେ ଅନଲାଇନ୍ ଖାତା ଦେଖା । କଳା ବିଭାଗ ପାଇଁ ପ୍ରସ୍ତୁତି କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସ୍ୱଚ୍ଛ, ନିରପେକ୍ଷ, ସମୟାନୁବର୍ତ୍ତିତା ପାଇଁ ଅନଲାଇନ୍ ଖାତା…

Stray Dogs Case: କୁକୁର କାମୁଡ଼ାରେ ମିଳିବ କ୍ଷତିପୂରଣ

ରାସ୍ତା କଡ଼ର ବୁଲା କୁକୁରଙ୍କୁ ନେଇ ଲାଗି ରହିଥିବା ବିବାଦରେ ସର୍ବୋଚ୍ଚ ଅଦାଲତ ଏକ ବଡ଼ ରାୟ ଶୁଣାଇଛନ୍ତି । ଏଣିକି ସାପ କାମୁଡ଼ା ଭଳି କୁକୁର କାମୁଡ଼ାରେ ମଧ୍ୟ କ୍ଷତିପୂରଣ ମିଳିବ । ଶୁଣାଣି ସମୟରେ ଜଷ୍ଟିସ୍ ବିକ୍ରମ ନାଥ…

Operation Sindoor Remains Ongoing: ଏବେବି ଜାରି ରହିଛି ଅପରେସନ ସିନ୍ଦୂର: ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ

ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି । ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଜବାବ ଦିଆଯିବ ।ଜାତୀୟସ୍ତରର ସମସ୍ତ ଷ୍ଟେକ୍…

Subhadra Yojana: ଆସନ୍ତା ୧୮ ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା

ଆସନ୍ତା ୧୮ ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କୁ ମିଳିବ ଟଙ୍କା । ତାଙ୍କ ଭିତରୁ…

Fire breaks out at Jharsuguda Railway Station: ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ । ରେଲୱେ ଷ୍ଟେସନର ୧ ନମ୍ବର ପ୍ଲାଟ ଫର୍ମରେ ନିଆଁ ଲାଗିଥିଲା। ଷ୍ଟେସନ ମାଷ୍ଟରଙ୍କ କ୍ୟାବିନ୍‌ରେ ନିଆଁ ଲାଗିଥିବା ସୂଚନା । ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଇଛି । ଘଟଣା ପରେ…

Another Hindu Man Killed In Bangladesh: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟିପିଟି ହତ୍ୟା

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ନିର୍ମମ ହତ୍ୟା। ୨୮ ବର୍ଷୀୟ ସମୀର ଦାସ ନାମକ ଯୁବକଙ୍କୁ ପିଟି ପିଟି ସଂଘବଦ୍ଧ ହତ୍ୟା କରାଯାଇଛି। ଛୁରୀ ଭୁଷିବା ସହ ପିଟିପିଟି ହତ୍ୟା ଅଭିଯୋଗ ହୋଇଛି। ହତ୍ୟା ପରେ ଅପରାଧୀମାନେ ଏକ ଅଟୋ-ରିକ୍ସା ମଧ୍ୟ…

Humane Sagar Death Case: କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲା; ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା

କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଦିଆଗଲା ଅନ୍ତରୀଣ ସୁରକ୍ଷା । ହାଇକୋର୍ଟ ଦେଲେ ଅନ୍ତରୀଣ ସୁରକ୍ଷା । ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ଅନ୍ତରୀଣ ସୁରକ୍ଷା ଦେଲେ…

Congress Holds Farmers’ Justice March And Protest Rally: ନୟାଗଡରୁ ସଂଗ୍ରାମର ଡାକରା ଆସିଛି: ଭକ୍ତ

ଧାନ କିଣାରେ ଅବ୍ୟବସ୍ଥା, ମଣ୍ଡି ଖୋଲା ନଯିବା, ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଣ ଆଦି ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଏକ ବିଶାଳ ଚାଷୀ ନ୍ୟାୟ ଶୋଭାଯାତ୍ରା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।…

Ex-VP Dhankhar Admitted To AIIMS: ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

AIIMSରେ ଭର୍ତ୍ତି ହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ଅସୁସ୍ଥତା କାରଣରୁ ୨ ଥର ଚେତା ହରାଇବା ପରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି । ସ୍ବାସ୍ଥ୍ୟାବସ୍ଥାକୁ ନେଇ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ। ଅଧିକାରୀ କହିଛନ୍ତି, ପୂର୍ବତନ ଉପରାଷ୍ଟ୍ରପତି…

46 Police Officers With Prestigious Medals: ୪୬ ଜଣ ପୋଲିସ ଅଧିକାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ

ଆଜି କଟକସ୍ଥିତ ଆର.କେ. ପାଢୀ ମେମୋରିଆଲ ହଲ୍‌ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ୪୬ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ସେମାନଙ୍କର ଅସାଧାରଣ ସେବା, ନିଷ୍ଠା ଏବଂ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଡିଜିପି…