Author: Papirani

ସହଦେବ ନାୟକ ହତ୍ୟା: ଏକ କୋଟି ଟଙ୍କା କ୍ଷତିପୁରଣ ଦେବାକୁ ବିଜେଡିର ଦାବି

ଭୁବନେଶ୍ବର ରସୁଲଗଡ଼ରେ ସହଦେବ ନାୟକ ହତ୍ୟା ମାମଲାକୁ ନେଇ ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ବିଜେଡି । ପ୍ରେସମିଟରେ ବିଜେଡ଼ି କହିଛି ରାଜଧାନୀରେ ଯେତେବେଳେ ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଥିବା ବେଳେ ଏହିପରି ଜଘନ୍ୟ ହତ୍ୟା ଘଟଣା ଘଟିଛି। ହତ୍ୟାର…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ଷ୍କମ ଉଦ୍ୟମ ପରେ ଛୁରାମାଡ଼

ନନ୍ଦପୁର ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଛି । ଶୌଚ ପାଇଁ ଯାଇଥିଲା ବେଳେ ଦୁଷ୍କର୍ମ ଉଦ୍ୟମ କରି ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ନନ୍ଦପୁର ଥାନାରେ ଏତଲା ପରେ ମାମଲା ହୋଇଥିବା ବେଳେ ଅଭିଯୁକ୍ତ ଫେରାର…

ପବିତ୍ର ଶାମ୍ବ ଦଶମୀର ମାହାତ୍ମ୍ୟ

ଶାମ୍ବ ଦଶମୀ ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଏକ ପବିତ୍ର ପର୍ବ ଅଟେ। ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳିତ ହୋଇଥାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ । ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ…

ଭାରତକୁ ବିକଶିତ ରାଷ୍ଟ୍ର ଭାବେ ନିର୍ମାଣ କରିବାକୁ ପ୍ରବାସୀ ଭାରତୀୟଙ୍କ ସହଯୋଗ କାମନା କଲେ ମୋଦୀ

ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ । ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ। ପ୍ରଧାନମନ୍ତ୍ରୀ ମୋଦି ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ପ୍ରବାସୀଙ୍କୁ ସ୍ବାଗତ କରିବା…

ରାଜ୍ୟରେ ଜାରି ରହିଛି ଶୀତ ଲହରୀ

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଉତ୍ତର-ପୂର୍ବ ଭାରତରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଫଳରେ ଶୀତ ଲହରୀ ଜାରି ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି। ୬ ଡିଗ୍ରୀ ତଳେ ରାତି…

ପ୍ରବାସୀ ଭାରତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ

ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟପାଳ ହରି ବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହା…

ବନ୍ଧା ହେଲେ ଠକ ହଂସିତାଙ୍କ ପ୍ରକୃତ ସ୍ୱାମୀ

ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା-ଅନୀଲଙ୍କ ମାମଲା ନେଇ ସମ୍ନାକୁ ଆସିଲା ସାଂଘାତିତ ତଥ୍ୟ। ଆୟକର ହାତରେ ଧରାପଡ଼ିଲେ ଠକ ହଂସିତାଙ୍କ ପ୍ରକୃତ ସ୍ବାମୀ । ଖଣ୍ଡଗିରିରେ ଏକ କାରରୁ ହଂସିତାଙ୍କ ସ୍ବାମୀ ସରୋଜ ସାହୁଙ୍କୁ ଧରିଛନ୍ତି ଆୟକର ବିଭାଗ । ନିଜର…

କୋଟପାଡ଼ ପୂର୍ବତନ ବିଧାୟକ ସଦନ ନାୟକଙ୍କ ପରଲୋକ

ପରଲୋକରେ କୋଟପାଡ଼ ପୂର୍ବତନ ବିଧାୟକ ସଦନ ନାୟକ । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମାଝୀ ମହାପ୍ରଭୁଙ୍କ ନିକଟରେ ଦିବଂଗତ…

ନୂଆବର୍ଷରେ ଖୋଲିବି ନବୀନଙ୍କ ପାଞ୍ଜି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର ବିଜେପି ସାଂସଦଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା ଆଜି ସମସ୍ତ ମାମଲାରୁ ଦୋଷମୁକ୍ତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଗତକାଲି ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଆଜି ଆଉ…

ଇଡି ଜାଲରେ ପ୍ରତିଷ୍ଠିତ ଖଣି ବ୍ୟବସାୟୀ ରତ୍ନାକର ରାଉତ

ରାଜ୍ୟର ପ୍ରତିଷ୍ଠିତ ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି । ବେଆଇନ ଆର୍ଥିକ କାରବାର ନେଇ ରତ୍ନାକର ରାଉତ ଓରଫ ଜୁଲୁଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ୬ଟି ଠିକଣାରେ ଚଢ଼ାଉ ଆରମ୍ଭ ହୋଇଛି…