ତାଜା ଖବର ରାଜନୀତି ରାଜ୍ୟ ବିଜୁବାବୁ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଉପରେ ବର୍ଷିଲେ ନବୀନ March 5, 2025 Papirani ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ଆଜି ଶଙ୍ଖ ଭବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଦେଶ…
ତାଜା ଖବର ବ୍ୟବସାୟ ରାଜ୍ୟ ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା March 5, 2025 Papirani ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ଅଫିସର ଜଗମୋହନ ମୀନା । ଡିସିପି ପିନାକ ମିଶ୍ରଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ୨୦୧୩ ବ୍ୟାଚ୍ର ଆଇପିଏସ୍ ଜଗମୋହନ ମୀନା । ଆଇପିଏସ୍ ସ୍ତରରେ ବଡଧରରଣର ଅଦଳବଦଳ…
ତାଜା ଖବର ରାଜ୍ୟ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ March 5, 2025 Papirani ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ। ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ତେଣୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ରାଜ୍ୟସ୍ତରରୁ ଆରମ୍ଭ କରି, ନିର୍ବାଚନମଣ୍ଡଳୀ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ…
ତାଜା ଖବର ରାଜ୍ୟ ଦ୍ବିତୀୟ ଦିନରେ ରାଜା ଚକ୍ରଙ୍କୁ ଘାଣ୍ଟୁଛି ଇଓଡବ୍ଲ୍ୟୁ; ଜବତ ହେଲାଣି ୨୦ ଗାଡି ସହ ୨୦୦ ବେନାମୀ ଆକାଉଣ୍ଟ March 5, 2025 Papirani କେନ୍ଦୁଝର ଗନ୍ଧମାର୍ଦ୍ଧନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟି ୧୦୦ କୋଟି ଟଙ୍କା ଆର୍ଥିକ ଅନିୟମିତତା ଘଟଣାରେ ଦ୍ବିତୀୟ ଦିନରେ ବିଜେଡି ନେତା ରାଜା ଚକ୍ରଙ୍କ ୬ଟି ସ୍ଥାନରେ ଇଓଡବ୍ଲ୍ୟୁ ଜାରି ରଖିଛି ରେଡ୍ । ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା…
ତାଜା ଖବର ରାଜ୍ୟ ଆଜିଠୁ ପ୍ରତି ପଞ୍ଚାୟତରେ ଆରମ୍ଭ ସୁଭଦ୍ରା ରାଲି March 5, 2025 Papirani ଆଜିଠୁ ରାଜ୍ୟର ସବୁ ପଞ୍ଚାୟତରେ ଆରମ୍ଭ ହୋଇଛି ସୁଭଦ୍ରା ରାଲି । ଏହା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ଅନ୍ତର୍ଜାତୀୟ ମହିଳା ଦିବସରେ ଶେଷ ହେବ । ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସହିତ ଛାତ୍ରଛାତ୍ରୀ…
ତାଜା ଖବର ରାଜ୍ୟ ରାଜ୍ୟରେ କଲବଲ କରୁଛି ତାତି ; ପ୍ରଥମ ଥର ପାଇଁ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା March 5, 2025 Papirani ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ହେଲାଣି ତାତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା। ଏବର୍ଷ ଖରା ଓ ଗୁଳୁଗୁଳି ଅଧିକ ଦିନ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେଥିପାଇଁ ମାର୍ଚ୍ଚରୁ ମେ…
ଖେଳ ତାଜା ଖବର ଦେଶ ବ୍ୟବସାୟ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଟିମ୍ ଇଣ୍ଡିଆ March 4, 2025 Papirani ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କଲା ଟିମ୍ ଭାରତ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଭାରତ- ଅଷ୍ଟ୍ରେଲିଆମଧ୍ୟରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କଲା ଟିମ୍…
ଦେଶ ବନତାରା ବନ୍ୟଜୀବ ଉଦ୍ଧାର କେନ୍ଦ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି; ଭାଇରାଲ ହେଲା ସିଂହ ଶାବକଙ୍କୁ କ୍ଷୀର ପିଆଉଥିବା ଦୃଶ୍ୟ March 4, 2025 Papirani ଗୁଜୁରାଟରେ ଥିବା ବିଶ୍ବର ସବୁଠୁ ବଡ଼ ବଣ୍ୟପ୍ରାଣୀ ଉଦ୍ଧାର ତଥା ସଂରକ୍ଷଣ କେନ୍ଦ୍ର ବନତାରାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ବନତାରାରେ ବିଭିନ୍ନ ସୁବିଧା ଯାଞ୍ଚ କରିବା ସହ ବନ୍ୟଜୀବ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଛନ୍ତି । ଏହି…
ଖେଳ ତାଜା ଖବର ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ: ଭାରତ ଆଗରେ ରହିଲା ୨୬୫ ରନ୍ ର ଟାର୍ଗେଟ March 4, 2025 Papirani ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ପ୍ରଥମ ଟସ୍ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନ୍ କରି ଅଲଆଉଟ ହୋଇଛି । ଏବେ ଭାରତକୁ…
ତାଜା ଖବର ରାଜ୍ୟ ମାର୍ଚ୍ଚ ୫ରେ ଖୋଲା ରହିବ ରାଜ୍ୟର ସମସ୍ତ ସ୍କୁଲ March 4, 2025 Papirani ମାର୍ଚ୍ଚ ୫ରେ ଛୁଟି ନ ହୋଇ ଖୋଲା ରହିବ ସମସ୍ତ ସ୍କୁଲ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଖୋଲା ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ…