Author: Papirani

ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ ବିଜେଡି ବିଧାୟକ

ଆଜି ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ନେଇ ସରଗରମ ହୋଇଛି ବିଧାନସଭା ଗୃହ । ଆଜି ପବିତ୍ର ଗୃହରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ନେଇ ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି। ଗୃହର ପ୍ରଶ୍ନୋତ୍ତରକାଳରେ ବିରୋଧୀ ଏବଂ…

ବିଧାନସଭାରେ ଅଭାବନୀୟ ପରିସ୍ଥିତି: ତାରା ବାହିନୀପତି, ଜୟନାରାୟଣ ହାତାହାତି

ଆଜି ବିଧାନସଭା ଗୃହରେ ଦେଖା ଯାଇଛି ହାତାହାତି ପରିସ୍ଥିତି । ଉଭୟ ପକ୍ଷର ସଦସ୍ୟମାନଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖା ଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟମାନେ ଗତକାଲିର ସମାନ ପ୍ରସଙ୍ଗକୁ…

ମାହାଙ୍ଗା ପରେ ସାଲେପୁର, ଜମୁଛି ପଦ୍ମ କନ୍ଦଳ

ମାହାଙ୍ଗା ଥିଲା ଚର୍ଚ୍ଚାରେ । ବିଜୁଙ୍କ ମୁଣ୍ଡକାଟ ପରେ ପ୍ରତାପ- ସାରଦା କଳି ଏବେ ବି ଲାଗି ରହିଚି । ଆଗକୁ ବି ବଢିପାରେ । କିଏ କାହାକୁ କଉଁ ଢଙ୍ଗରେ ଚିତ୍ କରୁଚି, ତାହା ଦେଖିବାକୁ ବାକି ଅଛି ।…

ଭାଷା ଓ ବିଭାଜନ

ଭାଷାର ଆବଶ୍ୟକ‌ତା ବାର୍ତ୍ତାଳାପ ପାଇଁ। ଜଣେ ଅନ୍ୟକୁ ବୁଝି ପାରିବ କେମିତି ? ବୁଝେଇ ପାରିବ କେମିତି ? ପ୍ରଥମେ ତ ଭାଷା ନ ଥିଲା । କେବଳ ଥିଲା ସଙ୍କେତ। ଏବେ ବି ନିରବତାର ଭାଷା ହେଲା ସଙ୍କେତ, ପ୍ରେମର…

ଗୋ ଚାଲାଣକାରୀଙ୍କୁ ଏନକାଉଣ୍ଟର କଲା ପୁଲିସ

ସମ୍ବଲପୁରରେ ଏନକାଉଣ୍ଟର। ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଗୋ ଚାଲାଣକାରୀ ଙ୍କୁ ସମ୍ବଲପୁର ପୋଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଛି। ଏହି ଏନକାଉଣ୍ଟରରେ ଗୋଚାଳାଣ କରୁଥିବା ୨ ଜଣ ଅଭିଯୁକ୍ତ ଆହତ । ଆହତଙ୍କୁ ବୁର୍ଲା ଭିମସାର ମେଡିକାଲ ଠାରେ ଚିକିତ୍ସା ପାଇଁ…

ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି ବିଜେପିର ନୂଆ ରାଜ୍ୟ ସଭାପତି ନାଁ; ସୂଚନା ଦେଲେ ତରୁଣ ଚୁଗ

ଖୁବଶୀଘ୍ର ଘୋଷଣା ହେବ ଭାଜପା ନୂଆ ରାଜ୍ୟ ସଭାପତି ନାଁ। ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାାଦକ ତରୁଣ ଚୁଗ । ସେ କହିଛନ୍ତି ସୋମବାର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୂଆ ରାଜ୍ୟ ସଭାପତି ନାଁ…

ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା

ଆଜି ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା ବାହିନୀପତି । ଏସସି/ଏସଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ ତାରା । ନାରୀ ନିର୍ଯାତନା ଅଭିଯୋଗରେ ବିଧାନସଭା ଗୃହରେ କଂଗ୍ରେସର ହୋହଲ୍ଲା ଏବଂ ହଟ୍ଟଗୋଳ ଚାଲିଥିବାବେଳେ…

ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ଔଷଧ

ଓଡିଶା ବଜାରରେ ବୁଲୁଛି ନକଲି ଔଷଧ। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ଔଷଧ। ରାଜ୍ୟରେ ବିକ୍ରି ହେଉଥିବା ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଜଣାପଡ଼ିଛି। ୟୁପି, ଏମପି, କୋଲକାତା, ହାଇଦ୍ରାବାଦରୁ ଆସୁଛି…

ଚଳିତ ୨୦୨୫ ଜାନୁଆରୀ ଥିଲା ରାଜ୍ୟରେ ଅପରାଧର ମାସ

ଚଳିତ ୨୦୨୫ ଜାନୁଆରୀ ମାସ ଥିଲା ଅପରାଧର ମାସ । ଚଳିତ ବର୍ଷ ଜାନୁଆରୀ ମାସରେ ୧୧୧ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ଆଜି ବିଧାନସଭା ଅଧିବେଶନ ପ୍ରଶ୍ନୋତ୍ତର କାଳରେ ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି…

ସାଂସଦଙ୍କ ନାଁରେ ରହିଛି ୨୨ ମାମଲା

ଆଜି ବିଧାନସଭା ଗୃହରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନ ଓଡିଶାର କେତେଜଣ ସାଂସଦ ଓ ପୂର୍ବତନ ସାଂସଦ ତଥା ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ବିରୁଦ୍ଧରେ କେତେ ସଂଖ୍ୟାରେ ଫୌଜଦାରୀ ମାମଲା ରହିଛି ଏବଂ ଏହା କେଉଁ କେଉଁ ପର୍ଯ୍ୟାୟରେ ଅଛି ଏହି…