Author: Papirani

ଗୋପାଳ ବନ୍ଧୁକର ଫରେନସିକ୍ ରିପୋର୍ଟରେ ବି ହେରାଫେରି !

ନବ ବାସ ହତ୍ୟାକାଣ୍ଡ ଚକ୍ରାନ୍ତକୁ ନବୀନ ସରକାର, କ୍ରାଇମବ୍ରାଞ୍ଚ ଏବଂ କିଛି ବରିଷ୍ଠ ପୁଲିସ ଅଧିକାରୀ କବର ଦେଇସାରିଛନ୍ତି । ସିବିଆଇ ତଦନ୍ତ ଦ୍ବାରା କିଛି ଲାଭ ମିଳିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ଇତିଶ୍ରୀ ହତ୍ୟା ମାମଲାରେ ଯାହା ହୋଇଥିଲା ନବ…

ନୟାଗଡ଼ ମାଟିତଳେ ଲିଥିୟମ୍ ଭଣ୍ଡାର

ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ପାଇଁ ଖୁସିର ଖବର । କିଛି ମାସ ତଳେ କେନ୍ଦୁଝର ଜିଲ୍ଲାର ମାଟି ତଳେ ସୁନା ଥିବାର କଥା କହିଥିଲା ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ। ଏବେ ନୟାଗଡ଼ ଜିଲ୍ଲାର ମାଟି ତଳେ ଲିୟମ ଭଣ୍ଡାର…

ସ୍ବାମୀତ୍ବ ଯୋଜନାରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସାରା ଦେଶରେ ଲାଗୁ ହୋଇଛି ସ୍ବାମୀତ୍ବ ଯୋଜନା। ସ୍ବାମୀତ୍ବ ଯୋଜନାରେ ସଂପତ୍ତି କାର୍ଡର ଇ-ବିତରଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଭିଡିଓ କନଫ୍ରେନସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାମୀତ୍ବ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ମୋଟ…

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା

ଆଇସିସି ଚାମ୍ପିୟନ୍ସ ଟ୍ରଫି-୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା। ଶ୍ରେଷ୍ଠ ୧୫ ଖେଳାଳୀଙ୍କ ନାମ ଘୋଷଣା କରିଛି ଭାରତୀୟ ଦଳ । ରୋହିତ ଶର୍ମା ଅଧିନାୟକ ହୋଇଥିବା ବେଳେ ଉପ-ଅଧିନାୟକ ପଦ ସମ୍ଭାଳିବେ ଶୁଭମନ ଗିଲ୍ । ବୁମରାଙ୍କ ପାଇଁ ସବଜେକ୍ଟଟୁ…

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ୭କୋଟି ଟଙ୍କାର ମାରିଜୁଆନା

ଭୁବନେଶ୍ୱର ବିମାନବନ୍ଦରରୁ ୭କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। ୭ କୋଟିର ମାରିଜୁଆନା ଜବତ କଲା କଷ୍ଟମ ଡିପାର୍ଟମେଣ୍ଟ । ବ୍ୟାକଂକରୁ ଭୁବନେଶ୍ୱର ଆସିଥିବା ଜଣେ ଯାତ୍ରୀଙ୍କଠାରୁ ୭କେଜି ମାରିଜୁଆନା ଜବତ ହୋଇଛି, ଯାହାର ମୂଲ୍ୟ ୭କୋଟି ଟଙ୍କା ହେବ ବୋଲି…

ଡାଲମିଆ ସିମେଣ୍ଟର କେପି ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ଦୁର୍ଘଟଣା ଘଟଣାରେ ଡାଲମିଆ ସିମେଣ୍ଟର କେପି ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ । ବନ୍ଦ ପାଇଁ ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ ଡେପୁଟି ଡାଇରେକ୍ଟରଙ୍କ ନିର୍ଦ୍ଦେଶ । ଏନେଇ ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ…

କୋଲକତା ମହିଳା ଡାକ୍ତରଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ

ବହୁଚର୍ଚ୍ଚିତ କୋଲକତା ଆର.ଜି.କର ମେଡିକାଲ୍ ମାମଲାରେ ମାମଲାରେ ଆସିଲା ରାୟ । ଆର.ଜି.କର ମେଡିକାଲର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ସଞ୍ଜୟ ରାୟ । ଶନିବାର କୋଲକତାର ସିଆଲଦା କୋର୍ଟ ସଞ୍ଜୟଙ୍କୁ ଦୋଷୀ…

ପ୍ରାୟ ୪ ଲକ୍ଷ ଆୟକରଦାତା ନେଉଥିଲେ ରାସନ୍: ଯୋଗାଣ ମନ୍ତ୍ରୀ

ରାସନ କାର୍ଡକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ । ସେ କହିଛନ୍ତି ପ୍ରାୟ ୪ ଲକ୍ଷ ଆୟକରଦାତା ରାସନ ନେଉଥିବା ଜଣାପଡିଛି । ଆୟକରଦାତା ରାସନ କାର୍ଡ ହାତେଇଥିବା ନେଇ ବିଭାଗ ପାଖେ ଖବର…

ସରକାରୀ କ୍ୱାଟର୍ସରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତ ଦେହ

କଟକ ଜିଲ୍ଲା ନରସିଂହପୁର ବ୍ଲକ ପରିସର ସରକାରୀ କ୍ୱାଟର୍ସରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯନ୍ତ୍ରୀ ହେଲେ କନିଷ୍ଠ ଯନ୍ତ୍ରୀ ଅଜୟ ସାମଲ । ତାଙ୍କ ଘର ବଡମ୍ବା ସାନବରସିଂହ ଅଞ୍ଚଳରେ ବୋଲି ଜଣାପଡିଛି।…

କୋଣାର୍କ ମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍‌ମୁଗରତ୍ନମ

ପୁରୀ ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ୍ ଶନମୁଗାରତ୍ନମ୍ । ଆଜି ପୁରୀ ଗସ୍ତରେ ଆସି ଐତିହ୍ୟ ଗ୍ରାମ ରଘୁରାଜପୁର ଗ୍ରସ୍ତ ପରେ ଏବେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି। ନିଜ ପତ୍ନୀଙ୍କ ସହ କୋଣାର୍କ ମନ୍ଦିର ବୁଲି ଦେଖିଛନ୍ତି…