Author: Papirani

କଲମ୍ବିଆ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳିମାଡ

ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କ ମୁଣ୍ଡରେ ଗୁଳିମାଡ଼ରାଜନୈତିକ ରାଲିରେ ପ୍ରଚାର ବେଳେ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ କାବୁ କଲା ପୋଲିସ । ଅନ୍ୟପଟେ। ଗୁଳିମାଡ଼ ଘଟଣାକୁ ନିନ୍ଦା କଲେ କଲମ୍ବିଆ ସରକାର…

ଡ୍ରୋନ୍ ସହାୟତାରେ ଚାଲିଛି ମାଓ ସର୍ଚ୍ଚ ଅପରେସନ

ପଶ୍ଚିମ ଓଡିଶା ମୁହାଁ ହେଉଛନ୍ତି ମାଓବାଦୀ । ସମ୍ବଲପୁର ଓ ସୋନପୁର ସୀମାରେ ମାଓବାଦୀ ଘୂରି ବୁଲୁଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବାପରେ ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଘନ ଘନ ସର୍ଚ୍ଚ ଅପରେସନ ଜାରି ରହିଛି। ମାଓବାଦୀମାନେ ସମ୍ବଲପୁରର…

ବିଜେପିରେ ମିଶିଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ

ଗଞ୍ଜାମ ବିଜେଡିକୁ ଶକ୍ତ ଝଟ୍‌କା । ଶଙ୍ଖ ଛାଡି ବିଜେପିରେ ମିଶିଲେ ବ୍ଲକ ଅଧ୍ୟକ୍ଷା । ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁରଥ ପ୍ରଧାନ…

୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଏହି ଚାକିରୀ ପାଇଛନ୍ତି। ତାଙ୍କ ସେବା ସବୁବେଳେ କରୁଥିବେ। ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେ ନାହିଁ। ଆମ ସମାଜରେ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ…

୨ଦଫା ଦାବିରେ ରାଜରାସ୍ତାରେ କନିଷ୍ଠ ଶିକ୍ଷକ

ଭୁବନେଶ୍ଵରରେ କନିଷ୍ଠ ଶିକ୍ଷକଙ୍କ ଆନ୍ଦୋଳନ । ୨ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜୁଛନ୍ତି କନିଷ୍ଠ ଶିକ୍ଷକ। ଚାକିରି ନିୟମିତ ଓ ସ୍ଥାୟୀ ନିଯୁକ୍ତି ଦାବି ନେଇ ଶତାଧିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ରେଗୁଲାର ଦାବି କରି…

ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା ସମ୍ମାନ ନିମାପଡ଼ା-ଗୋପବାସୀଙ୍କର : ପ୍ରଭାତୀ ପରିଡ଼ା

‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ର ଦ୍ୱିତୀୟ ଅଧିବେଶନରେ ବର୍ଷକର କାମ ବାବଦରେ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା। ସେ ଏହି ଅବସରରେ କହିଛନ୍ତି, “ଦେଶ ବିଦେଶରେ ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା…

ରାଜ୍ୟରେ ଜଣ୍ଡିସ୍ ଆତଙ୍କ; ୧୫ ଆକ୍ରାନ୍ତ

ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ରାଜ୍ୟରେ କରୋନା ସମେତ ଜଣ୍ଡିସ୍ ଆତଙ୍କ ବଢ଼ିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା ଉଦଳାର ପରିଛିପୁରରେ ଜଣ୍ଡିସ୍ ଆତଙ୍କ ବଢ଼ିବାରେ ଲାଗିଛି। ଜଣ୍ଡିସରେ ୧୫ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।…

ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ସେତୁ ଚେନାବ

ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ ଚେନାବ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲୋକାର୍ପିତ କରିଛନ୍ତି । ଏବେ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ । ୧୫ ଶହ କୋଟି ଖର୍ଚ୍ଚରେ ନିର୍ମିତ…

ରାଜ୍ୟରେ ଆଉ ୭ ନୂଆ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଚିହ୍ନଟ ହୋଇଛନ୍ତି ୭ ନୂଆ କରୋନା ପଜିଟିଭ୍ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ହୋଇଛି । ଏହା ସହ ବର୍ତ୍ତମାନ ସୁଦ୍ଧା…

ଅଗଷ୍ଟ ୩ ତାରିଖରେ ନିଟ୍ ପିଜି ପରୀକ୍ଷା

ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ୨୦୨୫ ପରୀକ୍ଷା । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପରୀକ୍ଷା ଅଗଷ୍ଟ ୩ ତାରିଖରେ ଗୋଟିଏ ସିପ୍ଟରେ କରାଯିବ। ନୂଆ ତାରିଖରେ ସୁପ୍ରିମକୋର୍ଟ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ-NBE ର ଆବେଦନକୁ…