Author: Papirani

ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପରଲୋକ। ୯୦ ବର୍ଷ ବୟସରେ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ପଦ୍ମଭୂଷଣ ରମାକାନ୍ତ ରଥ ଓଡ଼ିଆ ସାହିତ୍ୟ ଜଗତର ଜଣେ ଆଧୁନିକ କବି ଭାବେ ବେଶ ଲୋକପ୍ରିୟ ଥିଲେ…

ସମାଜରୁ ବାସନ୍ଦ ହେଲେ ପ୍ରଦୀପ ମାଝୀ

ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପ୍ରଦୀପ ମାଝୀ । ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ କରାଯାଇଛି । ୧୨ ବର୍ଷ ପାଇଁ ବାସନ୍ଦ କଲା ଭତରା ସମାଜର କେନ୍ଦ୍ରୀୟ କମିଟି । ପ୍ରଦୀପ ମାଝୀ…

ପୁଣି ମାତିଲେ ଭଣ୍ଡ ସାରଥିଙ୍କ ଅନୁଗାମୀ; ଜଗନ୍ନାଥଙ୍କ ପ୍ରତିମା ପାଖରେ ସାରଥିଙ୍କ ଫଟୋ ରଖି କଲେ ପୂଜାର୍ଚ୍ଚନା

ପୁଣି ମାତିଛନ୍ତି ଭଣ୍ଡ ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ । ଭୁବନେଶ୍ବର ଓ ଜୟପୁରରେ ଭଣ୍ଡ ସାରଥି ଅନୁଗାମୀଙ୍କ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି । ସେ ବି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ପାଖରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ…

ନାଗପୁର ଢାଞ୍ଚାରେ ଭୁବନେଶ୍ୱରରେ ହେବ ଏଲିଭେଟେଡ କରିଡର୍‌

ଭୁବନେଶ୍ୱରରେ ହେବ ଏଲିଭେଟେଡ କରିଡର୍‌। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ନାଗପୁର ଢାଞ୍ଚାରେ ଭୁବନେଶ୍ୱରରେ ହେବ ଏଲିଭେଟେଡ କରିଡର୍‌ । ଜୟଦେବ ବିହାର ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ଏହି ଏଲିଭେଟେଡ୍‌ ରୋଡ୍‌…

ହୋଲି ପାଇଁ ଜାରି ହେଲା କଟକଣା

ଆସନ୍ତାକାଲି ଓଡ଼ିଶାରେ ପାଳନ ହେବ ରଙ୍ଗର ପର୍ବ ହୋଲି । ଏଥିପାଇଁ ଜାରି ହୋଇଛି କଟକଣା । କଟକ ସହର ପାଇଁ ହୋଲି କଟକଣା ଲାଗୁ କରିଛନ୍ତି ଡେପୁଟି ପୋଲିସ କମିଶନର୍ ଋଷିକେଶ ଖିଲାରୀ । କଟକ ସହରରେ ୨୨ ପ୍ଲାଟୁନ୍…

ଜେଲ ଗଲେ ବିଜେଡି ନେତା ରାଜା ଚକ୍ର

ଜେଲ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ବାଲେଶ୍ବର ଜେଲ୍ ଗଲେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର । ତେବେ କୌଣସି ରିମାଣ୍ଡ ଆବେଦନ କଲା…

ଆଜି କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର

ଆଜି ବାଲେଶ୍ୱରେ କୋର୍ଟରେ ହାଜର ହେବେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର। ହାଜର ପରେ ରିମାଣ୍ଡ ପାଇଁ ଆବେଦନ କରିବ ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ଗତକାଲି ରାଜାଙ୍କୁ କ୍ରାଇମବ୍ରାଞ୍ଚ…

ସାଲିଆସାହିରେ ଅବକାରୀ ବିଭାଗର ଚଢ଼ାଉ; ୯ ଗିରଫ

ରାଜଧାନୀର ସାଲିଆସାହିରେ ଅବକାରୀ ବିଭାଗର ଚଢ଼ାଉ । ବେଆଇନ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ ହୋଇଛି। ଏହି ଚଢାଉ ବେଳେ ୫ ହାଜର ଲିଟର ପୋଚ ସହ ୧ ହାଜର ଲିଟର ଦେଶୀ ମଦ ନଷ୍ଟ କରିଛି…

ମାର୍ଚ୍ଚ ୧୮ ରୁ ଖୋଲିବ ପାରଦର୍ଶୀ ପୋର୍ଟାଲ

ଆସନ୍ତା ୧୮ ତାରିଖରୁ ଖୋଲିବ ପାରଦର୍ଶୀ ପୋର୍ଟାଲ । ଘରୋଇ ସ୍କୁଲ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାମାନେ ୨୫% ସିଟରେ ମାଗଣା ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲରେ ଆବେଦନ କରିପାରିବେ । ଏପ୍ରିଲ ୩ ପରିବର୍ତ୍ତେ ୧୮ ମାର୍ଚ୍ଚରୁ ଆରମ୍ଭ ହେବ…

ଆସନ୍ତା ୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ

ରାଜ୍ୟର ସମସ୍ତଙ୍କର ଯେପରି ପକ୍କା ଘର ଅର୍ଥାତ୍ ଛାତ ଘର ହେବ ସେଥିପାଇଁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତା ୩୦ ତାରିଖରେ ଅନ୍ତ୍ୟୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ । କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ…