Author: Papirani

ସପ୍ତାହେ ହେଲା ବନ୍ଦ ରହିଛି ୧୦୮ ଆମ୍ବୁଲାନ୍ସ ସେବା; ରୋଗୀ ହନ୍ତସନ୍ତ

ସ୍ବାଭାବିକ ହୋଇପାରୁନାହିଁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ । ସପ୍ତାହେ ହେଲା ରାଜ୍ୟରେ ବନ୍ଦ ରହିଛି ୧୦୮ ଜନନୀ ଆମ୍ବୁଲାନ୍ସ ସେବା । ଗତ ୧୦ ତାରିଖରୁ ରାଜ୍ୟବ୍ୟାପୀ ୪୦୦ରୁ ଅଧିକ ଜନନୀ ଆମ୍ବୁଲାନ୍ସ ସେବା ବନ୍ଦ ରଖିଛନ୍ତି ଆମ୍ବୁଲାନ୍ସ ମାଲିକ ।…

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଲୋକଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ସରକାର ଦାୟିତ୍ୱ ନେବା ପରେ ଏହା ହେଉଛି ପଞ୍ଚମ ଜନ ଶୁଣାଣି । ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । କିଛି ଦିନ…

ଆଳୁ ଦାନବ ବନାମ ଏଣ୍ଡୁଅ

ନିର୍ବାଚନରେ ବିକାଶ ପୁରୁଷ ଓ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହାରିଗଲେ । ଲୋକପ୍ରିୟତାକୁ ଫିତାରେ ମାପୁମାପୁ ଗଣ୍ଠି ପଡ଼ିଗଲା କି କ’ଣ ଶଙ୍ଖ ଚାରିଫାଳ ହୋଇଗଲା । ପପୁ ବାବୁ ଭାବିନଥିଲେ ହାରିଯିବେ ବୋଲି। ରେକର୍ଡ ନିଶାରେ ତଳେ କ’ଣ ସବୁ ଘଟିଲାଣି…

ବିଷ୍ଣୁପଦ ସେଠୀଙ୍କ ବାସଭବନ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ

ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ । ବିଷ୍ଣୁପଦ ସେଠୀଙ୍କ ଘର ଘେରାଉ ବେଳେ ଆକ୍ରମଣ କଲେ ଶହ ଶହ ମହୁମାଛି । ବିକ୍ଷୋଭ ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲେ…

ସିବିଆଇର ଜେରା ବେଳେ ଅସୁସ୍ଥ ହୋଇପଡିଲେ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା

୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଆଜି ସିବିଆଇର ଅଫିସରେ ଜେରା ବେଳେ ଅସୁସ୍ଥ ହୋଇପଡିଲେ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା । ଅସୁସ୍ଥ ହେବାରୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ଝାଡା,ବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ…

ଭୁବନେଶ୍ବରରେ ଅଙ୍ଗନବାଡ଼ି ଓ ସହାୟିକାଙ୍କ ଗଣବିକ୍ଷୋଭ

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି ଓ ସହାୟିକା ର୍କମୀ। ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ହଜାର ହଜାର ଅଙ୍ଗନବାଡ଼ି କର୍ମୀଙ୍କ ଗଣବିକ୍ଷୋଭ । ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି, ବହିଷ୍କାର…

ଡିସେମ୍ବର ୨୫ରେ ହିତାଧିକାରୀଙ୍କୁ ମିଳିବନି ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ରାଜ୍ୟ ସରକାର । ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ ଆଜି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି…

ପାଶ୍ଚାତ୍ୟ ରଙ୍ଗ: ଚିନ୍ତା ବଢାଉଛି ପରକୀୟା ପ୍ରୀତି

ଭାରତୀୟ ସମାଜରେ ବିବାହ ହେଉଛି ଏପରି ଏକ ପବିତ୍ର ବନ୍ଧନ, ଯେଉଁଥିରେ ସାମୀ-ସ୍ତ୍ରୀ ଏହାକୁ ଅତ୍ୟନ୍ତ ନିଷ୍ଠା ଏବଂ ସମର୍ପଣ ଭାବ ସହ ପାଳନ କରିଥାଆନ୍ତି । ଏହା ସାତଜନ୍ମ ପର୍ଯ୍ୟନ୍ତ ଲମ୍ବି ଥାଏ । ଏହି ପବିତ୍ର ବନ୍ଧନରେ ଜଣେ…

ୟୁପିଆଇ ପେମେଣ୍ଟ ଭାଙ୍ଗିଲା ସବୁ ରେକର୍ଡ; ୧୧ ମାସରେ ୨୨୩ ଲକ୍ଷ କୋଟି କାରବାର

ମୋଦୀ ସରକାର କ୍ଷମତାକୁ ଆସିବା ପରେ ୨୦୧୬ରେ ନ୍ୟାସନାଲ୍ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିଲା ୟୁପିଆଇ (ୟୁନିଫାଏଡ଼୍ ପେମେଣ୍ଟ୍‌ସ ଇଣ୍ଟରଫେସ୍)। ଡିଜିଟାଲ ନେଣଦେଣକୁ ଗୁରୁତ୍ବ ଦେବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲାବେଳେ ସେବେଠାରୁ ଦେଶରେ ଡିଜିଟାଲ…

ଚିଟ୍‌ଫଣ୍ଡ ‘ଅଫିସର’ଙ୍କୁ ସିବିଆଇ କେବେ କରିବ ଜେରା ?

ଚିଟ୍‌ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ କେଉଁଠି ଅଛି, କେଉଁ ପର୍ଯ୍ୟାୟରେ ଅଛି, ଏକଥା ବ୍ରହ୍ମା ବିଷ୍ଣୁ ମହେଶ୍ଵର ବି କହିପାରିବେ ନାହିଁ । କିନ୍ତୁ କ‌ହିପାରିବେ ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହା । ପୁରା ୧୦ ବର୍ଷ ଚାଲିଗଲା ଚିଟ୍‌ଫଣ୍ଡ…