Author: Papirani

ଜାନୁଆରୀରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ ବିଜେଡି

ଡିସେମ୍ୱର ୨୬ରେ ବିଜେଡି ପାଳିବ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ। ସବୁ ନିର୍ବାଚନ ମଣ୍ଡଳିରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଏଥିରେ ବିଜେଡିର ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ମନେ ପକାଇବ । ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ୍‌

ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ୍‌ । ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନ୍‌ ଆଜି ଅବସର ଘୋଷଣା କରିଛନ୍ତି। ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା…

ବର୍ଷା ସାଜିଲା ବାଧକ; ଭାରତ-ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟ ମ୍ୟାଚ୍ ଡ୍ର’ 

ବ୍ରିସବେନର ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ ଡ୍ର’ ହୋଇଛି। ଲଗାଣ ବର୍ଷା ସାଜିଲା ବାଧକ। ପଞ୍ଚମ ଦିନରେ ଖରାପ ଲାଇଟ୍ ଏବଂ ବର୍ଷା ଯୋଗୁ ମ୍ୟାଚକୁ ଅମ୍ପାୟାର ଡ୍ର’ ଘୋଷଣା…

ଏମ୍ସରେ ପୁଣି ଜଣେ ରୋଗୀଙ୍କ ଆତ୍ମହତ୍ୟା; ୩ ଦିନରେ ଜୀବନ ହାରିଲେଣି ୨

ଭୁବନେଶ୍ଵରରେ ଏମ୍ସରେ ଦିନକୁ ଦିନ ଅଘଟଣ ଘଟିବାରେ ଲାଗିଛି । କର୍ତ୍ତୃପକ୍ଷ ଓ ସୁରକ୍ଷା କର୍ମୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ରୋଗୀମାନେ ଆତ୍ମହତ୍ୟା କରୁଥିବାର ଅଭିଯୋଗ ଉଠିଲାଣି । ୩ ଦିନରେ ଭୁବନେଶ୍ଵରରେ ଏମ୍ସରେ ୨ ଜଣ ଜୀବନହାରିବା ଘଟଣା ହସ୍ପିଟାଲର…

ଶାହାଙ୍କ ଅଫିସକୁ ଯାଇଥିଲେ କି ବିଷ୍ଣୁ-ବିଜୟକେତନ ?

ବିଆର୍‌ସି (ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ) ଲାଞ୍ଚ ମାମଲାରେ ନାଁ ଉଠିଛି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କର। ସିବିଆଇ ନୋଟିସ ପଠାଇ ସାରିଛି। ଗତ ୧୧ ତାରିଖରେ ଜେରା ହେବାର ଥିଲା। କିନ୍ତୁ ସେତେବେଳେ ସେ ସରକାରୀ କାର୍ଯ୍ୟକ୍ରମରେ ଯୋଗ…

ପ୍ରମିଳା ମଲ୍ଲିକଙ୍କ ଭାଇ ଘରେ ଇଡି

ଠକେଇ ଅଭିଯୋଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡିର ବଡଧରଣର ଚଢାଉ। ୨୩୧ କୋଟି ଠକେଇ ଅଭିଯୋଗରେ ପ୍ରମିଳାଙ୍କ ଭାଇ ମୃତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ଚଢାଉ କରିଛି। ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ…

ଅଯୋଗ୍ୟ ବୋଲି ମାନିନିଅନ୍ତୁ ନହେଲେ ଦଣ୍ଡିତ ହେବେ: ପ୍ରଭାତୀ ପରିଡା

ରାଜ୍ୟରେ ସୁଭଦ୍ରା ଯୋଜନାର ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଓଡିଶା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚେତାବନୀ ଦେଇ କହିଛନ୍ତି ଯେଉଁମାନେ ସୁଭଦ୍ରା ଟଙ୍କା ପାଇଛନ୍ତି କିନ୍ତୁ ସେମାନେ ଟଙ୍କା ପାଇବାର…

ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି କାମ

ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ କଲା ପ୍ରତ୍ନତତ୍ତ୍ବ ବିଭାଗ । ଏଏସ୍‌ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏଏସଆଇର ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଭୋଗମଣ୍ଡପ…

ଶିମିଳିପାଳରେ ନାହାଁନ୍ତି ମହାରାଷ୍ଟ୍ରରୁ ଆସିଥିବା ଦୁଇ ବାଘୁଣୀ

ଶିମିଳିପାଳରେ ନାହାଁନ୍ତି ଦୁଇ ବାଘୁଣୀ ଜିନତ୍ ଓ ଯମୁନା । ଶିମିଳିପାଳ ଛାଡି ଏବେ କୁଲଡିହା ଅଭୟାରଣ୍ୟରେ ଯମୁନା ରହିଥିବା ବେଳେ ଜିନତ୍ ଏବେ ବି ଝାଡଖଣ୍ଡରେ ରହିଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ…

ରାଷ୍ଟ୍ରପତିଙ୍କ ପ୍ରତି ବିଜେଡି ସାଂସଦଙ୍କ ଆକ୍ଷେପ ଘଟଣା; ବିଜେପିର ସମାଲୋଚନା

ରାଜ୍ୟସଭାରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସାଂସଦ ସୁଲତା ଦେଓ ରାଷ୍ଟ୍ରପତିଙ୍କ ପ୍ରତି କରିଥିବା ଆକ୍ଷେପ ଘଟଣାରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳଙ୍କ ସମାଲୋଚନା । ସେ କହିଛନ୍ତି ମହାମହିମ ରାଷ୍ଟ୍ରପତି…