Author: Papirani

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ । ୨୮, ୨୯, ୩୦ ଭିତରୁ ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଦୁଇ ଦିନ…

ରାଜ୍ୟସଭା ସାଂସଦଙ୍କ ଶପଥ ଭରିପାରୁ ନାହିଁ ଉତ୍ସାହ; ରାଜନୀତିର ଚଉମୁହାଁଣିରେ ବିଜଦ

ରାଜନୀତିର ଦୋଛକିରେ ନୁହେଁ ଚଲମୁହାଁଣିରେ ପଢ଼ିଛି ବିଜୁ ଜନତା ଦଳ। ପ୍ରଥମ ଆଶଙ୍କା ହେଲା, ନବୀନଙ୍କ ପରେ ଦଳ ସମ୍ଭାଳିବ କିଏ ? ଦ୍ଵିତୀୟ ଆଶଙ୍କାଟି ହେଲା, ବ୍ଲକସ୍ତର ସଂଗଠନକୁ ନେଇ । ଭାଜପା ଗୋଟିଏ ପରେ ଗୋଟିଏ ବ୍ଲକ୍‌ରେ ବିଜଦକୁ…

ଜମ୍ମୁକଶ୍ମୀରରେ ବଡ଼ଧରଣର ଏନକାଉଣ୍ଟର; ୫ ଆତଙ୍କବାଦୀ ମୃତ, ଦୁଇ ଯବାନ ଆହତ

ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଗୁରୁବାର ସକାଳେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ; ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା…

ସଂସଦରେ ହଙ୍ଗାମା: ଧକ୍କା ରେ ପ୍ରତାପ ଷଡ଼ଙ୍ଗୀ ଆହତ; ରାହୁଳ ଗାନ୍ଧୀଙ୍କ ଉପରେ ଆରୋପ

ଆଜି ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ଦେଖା ଦେଇଛି ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ଠେଲା ପେଲା । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଥିବା ସୂଚନା ମିଳିଛି ।…

ମନୋଜଙ୍କ ସିଏମଓ ପ୍ରବେଶରେ ବାଧକ ସାଜୁଥିଲା କିଏ ?

ମଙ୍ଗଳବାର ଦି’ଟା ଜବରଦସ୍ତ ନିଷ୍ପତି ନେଇଚନ୍ତି ମୋହନ ବାବୁ । ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ସିବିଆଇ ଜେରାରେ ପଡିବା ପରେ ସମସ୍ତେ ଆଙ୍ଗୁଳି ଦେଖାଉଥିଲେ ସିଏମଙ୍କ ଆଡକୁ । କାହିଁକି କଠୋର ନିଷ୍ପତି ନେଉନାହାଁନ୍ତି ମୋହନ ? ହେଲେ…

ସ୍ବପ୍ନରେ ବି ଆମ୍ବେଦକରଙ୍କୁ ଅପମାନିତ କରିପାରିବିନି: ଅମିତ ଶାହା 

ରାଜ୍ୟସଭାରେ ଡ. ଆସେବକରଙ୍କ ବାବଦରେ ନିଜ ଟିପ୍ପଣୀକୁ ନେଇ ବିବାଦ ପରେ ଗୃହ ମନ୍ତ୍ରୀ ଅମିତ ଶାହା । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେବା ସହ କଂଗ୍ରେସକୁ ପୁଣିଥରେ ଜୋରଦାର ଘେରିଛନ୍ତି । “ସଂସଦରେ କଥା ତଥ୍ୟ…

ଜେପିସିରେ ସମ୍ବିତ, ଭର୍ତ୍ତୃହରି

ଏକ ଦେଶ-ଏକ ନିର୍ବାଚନ ବିଧେୟକ ଲୋକସଭାରେ ପାରିତ ପରେ ସରକାର ଏହାକୁ ଜେପିସି ( ଯୁଗ୍ମ ସଂସଦୀୟ କମିଟି)କୁ ପଠାଇଛନ୍ତି। ଏହି କମିଟି ବିଲ୍‌ – ଉପରେ ଆଲୋଚନା ସହ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଜେପିସିରେ ଥିବା ସଦସ୍ୟ ଏବଂ…

ମହାକୁମ୍ଭ ମେଳା ଅବସରରେ ମାଗଣା ଯାତ୍ରା ଘଟଣା; ଏପ୍ରକାର ଖବର ମିଥ୍ୟା ଓ ବିଭ୍ରାନ୍ତିକର: ରେଳବାଇ

ଖୁବଶୀଘ୍ର ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ବ ମେଳା । ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଲାଗି ଯାତ୍ରୀମାନେ ରେଳପ‌ଥରେ ମାଗଣା ଯାତ୍ରା କରିପାରିବେ ବୋଲି କିଛି ଗଣମାଧ୍ଯମ ଦ୍ବାରା ପ୍ରକାଶିତ ଖବରକୁ ରେଳ ମନ୍ତ୍ରଣାଳୟ ଖଣ୍ଡନ କରିଛି । ଏପ୍ରକାର ଖବର…

ଆସନ୍ତା ୪ ଦିନ ବର୍ଷାରେ ଭିଜିବ ଓଡ଼ିଶା !

ରାଜ୍ୟରେ ଶୀତର ଲହରୀ ଜରିରହିଥିବ ବେଳେ ଏବେ ଆସୁଛି ଲଘୁଚାପ ବର୍ଷା। ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୧ ତାରିଖ…

ସର୍ଗିଫୁଲ ଉତ୍ସବ ୨୦୨୪ ଶୁଭାରମ୍ଭ କଲେ ମନ୍ତ୍ରୀ ରବି ନାରାୟଣ ନାଏକ

‏ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ସର୍ଗିଫୁଲ ଉତ୍ସବ ୨୦୨୪ । ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଶ୍ରୀଯୁକ୍ତ ରବି ନାରାୟଣ ନାଏକ । ଅନୁସୂଚିତ ଜନଜାତି,…