Author: Papirani

ବନ୍ୟା ଜଳ ପହଞ୍ଚିବା ପରେ ବଢ଼ୁଛି ମୁଣ୍ଡଳି ଜଳସ୍ତର

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ । ଧୀରେ ଧୀରେ ବଢ଼ୁଛି ମୁଣ୍ଡଳି ଜଳସ୍ତର । ହୀରାକୁଦ ବନ୍ୟା ଜଳ ପହଞ୍ଚିବା ପରେ ବଢ଼ୁଛି ମୁଣ୍ଡଳି ଜଳସ୍ତର । ସକାଳ ୮ଟା ସୁଦ୍ଧା ମୁଣ୍ଡଳି ଜଳସ୍ତର ୮୭,୭୦୦ କ୍ୟୁସେକ ଜଳ ପ୍ରବାହିତ…

ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପନ୍ନ

ସରିଲା ଶ୍ରୀଜିଉଙ୍କ ଅଧରପଣା ନୀତି । ଶ୍ରୀଜିଉଙ୍କୁ ଲାଗି ହେଲା ୯ଟି ହାଣ୍ଡିରେ ପଣା । ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦିରେ ପଣା ପ୍ରସ୍ତୁତ କରାଯାଇଥିଲା ପଣା । ଶ୍ରୀଜିଉଙ୍କୁ ଲାଗି ପରେ ଅଶରୀରୀଙ୍କ ତୃପ୍ତି…

ଲେଖାଶ୍ରୀଙ୍କ ଉପରେ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ: ରାଜ୍ୟ ମହିଳା କମିସନଙ୍କ ଦ୍ବାରସ୍ଥ ହେଲା ବିଜେଡି

ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ମାମଲାରେ ରାଜ୍ୟ ମହିଳା କମିସନଙ୍କ ଦ୍ୱାରସ୍ଥ ହେଲା ବିଜେଡି। ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି…

ସମ୍ପୂର୍ଣ୍ଣ ହେଲା ରତ୍ନ ଭଣ୍ଡାର ମରାମତି କାମ

ଆଜି ସମ୍ପୂର୍ଣ୍ଣ ହେଲା ରତ୍ନ ଭଣ୍ଡାର ମରାମତି କାମ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ରତ୍ନ ଭଣ୍ଡାରର ଉଭୟ ଭିତର ଓ ବାହାର ମରାମତି କାମ ଶେଷ ହୋଇଛି…

ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ନିପାତ; ଧରିବା ପାଇଁ ଘୋଷଣା ଥିଲା ୮ ଲକ୍ଷ ପୁରସ୍କାର

ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ଓରଫ ପଦନାମ ନିହତ । ଛତିଶଗଡ଼ସ୍ଥିତ ବିଜାପୁର ନ୍ୟାଶନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ସୋଡ଼ି କନ୍ନା।ପିଏଲ୍‌ଜିଏ ବାଟାଲିଅନ ନଂ-୧ର ଡେପୁଟି କମାଣ୍ଡର ଥିଲେ। ସୋଡ଼ି କନ୍ନାଙ୍କୁ ଧରାଇଦେବାକୁ ୮ ଲକ୍ଷ ପୁରସ୍କାର…

ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ ଅଫ୍ ମାର୍କ

ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା । ଏ ନେଇ ଆଜି ପ୍ରକାଶ ପାଇଛି କଟ୍‌ ଅଫ୍ ମାର୍କ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…

ନନ୍ଦନକାନନରେ ଜନ୍ମନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା

ନନ୍ଦନକାନନରେ ନୂଆ ଅତିଥି। ନନ୍ଦନକାନନରେ ଜନ୍ମନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା । ଗତ ୨୯ରେ ଜନ୍ମ ନେଇଥିଲେ ୭ ହଳଦିଆ ଆନାକୋଣ୍ଡା ଶାବକ ଆଜି ଆଉ ୧୧ ହଳଦିଆ ଆନାକୋଣ୍ଡା ଜନ୍ମ ନେଇଛି । ଏହି ଶାବକ ଜନ୍ମ ହେବା…

ତୁଳସୀ କ୍ଷେତ୍ରରେ ୩ୟ ଦିନରେ ବି ପହଞ୍ଚିନି ବ୍ରହ୍ମତାଳଧ୍ବଜ ରଥ

ରଥଯାତ୍ରା ଭଳି ବାହୁଡ଼ାରେ ବି ଦେଖିବାକୁ ମିଳିଛି ବଡ଼ ବିଭ୍ରାଟ । ତୁଳସୀ କ୍ଷେତ୍ରରେ ଅଟକି ରହିଛି ବ୍ରହ୍ମତାଳଧ୍ବଜ । ୩ୟ ଦିନରେ ବି ପହଞ୍ଚିନି ‘ବ୍ରହ୍ମତାଳଧ୍ବଜ’ ରଥ । ରଥ ବାରମ୍ବାର ମୋଡ଼ ନେଉଥିବାରୁ ସିଧା କରିବାକୁ ଉଦ୍ୟମ କରାଯାଉଛି…

ଆଜି ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି

ଆଜି ରଥାରୂଢ଼ ଶ୍ରୀଜୀଉଙ୍କର ଅଧରପଣା ନୀତି । ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା । ପଣା ହାଣ୍ଡି ଭୋଗ ହେବା ପରେ ରଥ ଉପରେ ଭଙ୍ଗାଯିବାର ପରମ୍ପରା ରହିଛି । ଏହା ଅପରାହ୍ନ ୪ଟା…

ଦୁର୍ଲଭ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ଆଜି ରଥାରୂଢ ଜଗତର ନାଥ ଜଗନ୍ନାଥଙ୍କର ରାଜରାଜେଶ୍ୱର ବା ସୁନାବେଶ । ଜନ୍ମବେଦୀରେ ଲୀଳା ସାରି ଚତୁର୍ଦ୍ଧାମୂର୍ତ୍ତି ଫେରିବା ପରେ ଆଜି ସୁନା ବେଶରେ ଦର୍ଶନ ଦେଇଛନ୍ତି ତିନି ଠାକୁର । ମହଣ ମହଣ ସୁନାରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ…