Author: Papirani

ଗୋଟିଏ ଦିନରେ OSSC ଓ OCS ମେନ୍‌ ୨୦୨୩ ପରୀକ୍ଷାରେ ତ୍ରୁଟି

ଆଜି ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ସାମ୍ନାକୁ ଆସିଲା ତ୍ରୁଟି । ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି ସହ OPSC ପରିଚାଳିତ ପରୀକ୍ଷାରେ ବି ତ୍ରୁଟି ଦେଖିବାକୁ ମିଳିଛି । ଆଜି ଏକ୍ସାଇଜ୍‌ ଓ…

ପହଲଗାମ୍‌ ପୀଡିତଙ୍କୁ ମିଳିବ ନିଶ୍ଚୟ ନ୍ୟାୟ; ଦେଶବାସୀକୁ ଭରସା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକ୍ରମରେ ପହଲଗାମ ଆକ୍ରମଣ ବିଷୟରେ ଆଲୋଚନା କରି ଆତଙ୍କୀ ହମ୍‌ଲାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହି…

୨ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୃତ୍ତ

ଗଂଜାମ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରୁ ଠାବ ହୋଇଛି ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ମୃତକ ୨ ଭାଇ ହେଉଛନ୍ତି ସୁମୁଣ୍ଡଳ ଗାଁର ସଞ୍ଜୟ…

ଭାରତ ଝେଲମ ନଦୀ ପାଣି ଛାଡ଼ିବା ପରେ ପାକିସ୍ତାନରେ ବନ୍ୟା ସ୍ଥିତି; ଭାରତକୁ ଦାୟୀ କଲା ପାକିସ୍ତାନ

ପହଲଗାମ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାକୁ ଲାଗିଛି। ଝେଲମ ନଦୀ ପାଣି ଭାରତ ଛାଡିଦେବାକୁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ଛକୋଟି ବୋର୍ଡରରୁ ମୁଜାଫରବାଦ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।…

ନିର୍ମାଣାଧୀନ ଘରୁ ୪ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର; ଅଶ୍ଳୀଳ ଭିଡିଓ ଦେଖି ଦୁଷ୍କର୍ମ ପରେ ହତ୍ୟା

ନିର୍ମାଣାଧୀନ ଘରୁ ଉଦ୍ଧାର ହେଲା ୪ ବର୍ଷ ଶିଶୁକନ୍ୟାର ମୃତଦେହ । ସାନଖେମୁଣ୍ଡି ବ୍ଲକ ଖଲିଙ୍ଗିରେ ଘଟିଛି ଅଭାବନୀୟ ଘଟଣା । କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା । ଅଭିଯୁକ୍ତକୁ କାଳିଆ ଷଣ୍ଢକୁ ଗିରଫ କଲା ପାଟପୁର ଥାନା ପୋଲିସ…

କୋଲକାତା ଗଲା କାଳ ବୈଶାଖୀ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଅଟକିଥିବା ୨ଟି ଫ୍ଲାଇଟ

ଭୁବନେଶ୍ୱର ବିମାନ ବନ୍ଦର ଉତ୍ତେଜନା ପରେ କୋଲକାତା ଗଲା ଭୁବନେଶ୍ୱର ବିମାନ ବନ୍ଦରରେ ଅଟକିଥିବା ୨ଟି ଫ୍ଲାଇଟ । କାଳ ବୈଶାଖୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗତକାଲିଠୁ ଅବତରଣ କରିଥିଲା କୋଲକାତା ଯାଉଥିବା ବିମାନ। ୧୨ ଘଣ୍ଟା ପରେ…

ଇଣ୍ଡିଆ ଷ୍ଟିଲ୍‌ ସମ୍ମିଳନୀ ୨୦୨୫ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଓଡ଼ିଶାରେ ପ୍ରତିଷ୍ଠା ହେବ ଷ୍ଟିଲପ୍ଲାଣ୍ଟ

ମୁମ୍ବାଇ ଗସ୍ତରେ ଶିଳ୍ପପତିଙ୍କୁ ଭେଟିବା ସହ ଓଡ଼ିଶା ଆସି ପୁଞ୍ଜିନିବେଶ କରିବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଆଜି ମୁମ୍ବାଇର ବମ୍ବେ ପ୍ରଦର୍ଶନୀ କେନ୍ଦ୍ରରେ ଆରମ୍ଭ ଇଣ୍ଡିଆ ଷ୍ଟିଲ୍ ୨୦୨୫ ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ…

ପହଲଗାମରେ ଆତଙ୍କୀ ଆକ୍ରମଣରେ ଆହତଙ୍କୁ ଭେଟିଲେ ରାହୁଲ ଗାନ୍ଧି

ଦକ୍ଷିଣ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଶ୍ରୀନଗର ଗସ୍ତ କରିଛନ୍ତି। ସେଠାରେ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭେଟିବା ପାଇଁ ୯୨ ବେସ ଆର୍ମି ହସ୍ପିଟାଲ…

ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ 

ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ପାକିସ୍ତାନୀ ।ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।…

ମିଳିଲାନି ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ; ତାତିଲେ ଲୋକେ

ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବିରେ ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣିରେ ଚାଲିଛି ଆନ୍ଦୋଳନ । ୧୫ ବର୍ଷ ହେବ ପ୍ରତିଶ୍ରୁତି ଦେଇ ବି ପୂରଣ କରୁନି ଏମସିଏଲ୍। ସେଥିପାଇଁ ତାତିଛନ୍ତି ଲୋକେ ଓ ଆରମ୍ଭ କରିଛନ୍ତି…