Author: Papi Jena

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି । ତେବେ ତୃତୀୟ ଥର ପାଇଁ ଏନ୍‌ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ…

ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧୫ରେ ପହଞ୍ଚିଛି। ଅନ୍ୟପଟେ ୧୨ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଏସଆରସିଙ୍କ…

ନବୀନ ନିବାସରୁ ନବନିର୍ବାଚିତ ବିଧାୟକଙ୍କୁ ଆସିଲା ଡାକରା

ବିଜେଡି ବିଧାୟକଙ୍କୁ ଡାକରା ପଠାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ୟାା ୫ଟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ। ନବ ନିର୍ବାଚିତ ବିଧାୟକଙ୍କୁ ସଂଧ୍ୟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ କୁହାଯାଇଛି । କିନ୍ତୁ କେଉଁ କରଣ ପାଇଁ…

ଯେଉଁଠି ନେତା ଠିକ୍ ନାହାନ୍ତି, ସେ ଦଳ ତିଷ୍ଠିବନି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର ଲୋକ ସଭା ଆସନରୁ ଜିତିବା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ମିଶନ ଓଭର, ଚାପ୍ଟର କ୍ଲୋଜ । ସୁନାମୀ ଆସିଛି, ପରିବର୍ତ୍ତନ ହୋଇଛି। ଏଠାରେ ଜନତାଙ୍କ ସରକାର, ଲୋକଙ୍କ ସରକାର ହେବ। ବିଜେଡିରେ ନେତା, ନିୟତ…

୨୪ ବର୍ଷ ପରେ ବଦଳିଲା ସରକାର, ଦେଖନ୍ତୁ କିଏ କେଉଁଠୁ ବିଜୟ ହାସଲ କରିଛି

ଚଳିତବର୍ଷ ନିର୍ବାଚନରେ ରାଜ୍ୟ ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇଛି । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ପଟ୍ଟ ପରିବର୍ତନ ହୋଇଛି । ଉପକୂଳରୁ ଆରମ୍ଭ କରି ଦକ୍ଷିଣ, ପଶ୍ଚିମ ଓ ଉତ୍ତରରେ ଉଡିଛି ବିଜେପିର ବିଜୟ…

ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ଦେଲେ ଇସ୍ତଫା

ରାଜ୍ୟ ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇଛି । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ପଟ୍ଟ ପରିବର୍ତନ ହୋଇଛି । ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି…

ଓଡ଼ିଶାରେ ବିଜେଡିର ଶୋଚନୀୟ ସ୍ଥିତି, ଗୋଟାଏ ବି ଲୋକସଭା ଆସନ ଜିତିପରିଲାନି ବିଜେଡି

ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଭାଜପା ଓଡ଼ିଶାରେ ରେକର୍ଡ ବିଜୟ ଦିଗରେ ଅଗ୍ରସର ହେଉଛି। ଫଳରେ ପ୍ରଥମ ଥର ପାଇଁ ଦଳ ସରକାର ଗଢ଼ିବ ବୋଲି ସ୍ପଷ୍ଟ ହୋଇଛି। କେବଳ ବିଧାନସଭା ନୁହେଁ ବରଂ ଲୋକ ସଭାରେ ମଧ୍ୟ ଦଳ…

ଓଡ଼ିଶାରେ ସର୍ବକନିଷ୍ଠ ବିଧାୟିକା ହେଲେ ଉପାସନା ମହାପାତ୍ର

ଚଳିତବର୍ଷ ବିଧାନସଭା ନିର୍ବାଚନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜୟ ହୋଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଓ ୧୮୧୭ ମସିହାରେ ପାଇକ ବିଦ୍ରୋହର ନେତୃତ୍ବ ନେଇଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ଅଣ ନାତୁଣୀ ଉପାସନା ମହାପାତ୍ର । ବିଧାନସଭା ଆସନରେ…

ଓଡ଼ିଶାରେ ବହୁମତରେ ବିଜେପି ବିଜୟ, ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ଚଳିତବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ପରେ ଓଡ଼ିଶା ବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଧନ୍ୟବାଦ୍ ଓଡ଼ିଶା! ଉତ୍ତମ ଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତିକୁ…

ମନ୍ମଥଙ୍କୁ ହରାଇ ଭୁବେନଶ୍ୱରରେ ଗଡ଼ ବଞ୍ଚାଇଲେ ଅପରାଜିତା

ବିଜେପି ଲୋକ ସଭା ପ୍ରାର୍ଥୀ ଆପାରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ବିଜୟୀ। ଭୁବନେଶ୍ୱରରେ ଗଡ଼ ବଞ୍ଚାଇ ରଖିଲେ ଅପରାଜିତା ଷଡ଼ଙ୍ଗୀ । ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ହରାଇ ଭୁବନେଶ୍ୱରରେ ବାଜି ମାରିନେଇଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ।ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ମଥ…