Author: Papirani

ଆସନ୍ତା ୨୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୪ ତାରିଖରେ ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ଶ୍ରୀକ୍ଷେତ୍ରର ଆଦିପୀଠ ମହାପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବେ । ନୀଳମାଧବଙ୍କ ସେବାୟତ ଓ ସ୍ଥାନୀୟ ବାସିନ୍ଦା ନୀଳମାଧବଙ୍କୁ…

ଅସହ୍ୟ ହେଉଛି ତାତି; ଆସନ୍ତା ଦୁଇ ଦିନ ହେବ ରାଜ୍ୟରେ ନିଆଁ ବର୍ଷା

ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ। ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ତାପମାତ୍ରା। ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ତାତି ଅନୁଭୂତ ହେଉଛି। ଆସନ୍ତା ଦୁଇ ଦିନ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ…

ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ବିଧାନସଭା ଗୃହରୁ ନିଲମ୍ବିତ କଲେ ବାଚସ୍ପତି

ବିଧାନସଭା ଗୃହରୁ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ନିଲମ୍ବିତ କରାଯାଇଛି । ଗୃହରେ ଘଟିଥିବା ବିଶୃଙ୍କଳିତ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ବାଚସ୍ପତି ସୁରମା ପାଢୀ ତାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି । ଅନ୍ୟପଟେ…

ଓଡ଼ିଶା ନିର୍ବାଚନ ଗଡ଼ବଡ଼ ପ୍ରସଙ୍ଗ; ଫର୍ମ ୧୭-ସିର ତଥ୍ୟକୁ ସାର୍ବଜନିନ କରିବାକୁ ବିଜେଡିର ଦାବି

ସାଧାରଣ ନିର୍ବାଚନରେ ଗଡ଼ବଡ଼ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ବିଜେଡି ସଂସଦୀୟ ଟିମର ପ୍ରେସମିଟ୍ । ନିର୍ବାଚନ ଗଡ଼଼ବଡ଼ ନେଇ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ପ୍ରେସମିଟ୍ ରଖିଲା ବିଜେଡ଼ି । ପ୍ରେସମିଟ୍ ମାଧ୍ୟମରେ ବିଜେଡ଼ି ସୂଚନା ଦେଇ କହିଛି ନିର୍ବାଚନ କମିଶନଙ୍କ…

ପାକିସ୍ତାନରେ ଟ୍ରେନ ଅପହରଣ; ଶତାଧିକ ଯାତ୍ରୀ ବନ୍ଧକ

ପାକିସ୍ତାନରେ ଟ୍ରେନ ଅପହରଣ । ରେଳ ଧାରଣାରେ ବିସ୍ଫୋରଣ କରି ଟ୍ରେନ ଅପହରଣ କରାଯାଇଥିବା ସୂଚନା । ବଲୋଚ ଆତଙ୍କବାଦୀ ସଂଗଠନ ୪୦୦ ଯାତ୍ରୀ ଥିବା ଟ୍ରେନ୍‌କୁ କବ୍ଜା କରି ନେଇ ୧୦୦ରୁ ଅଧିକ ସେନଙ୍କୁ ବନ୍ଧକ ରଖିଥିବା ଜଣାପଡିଛି। ଏହା…

ଆରୁହା ପାହାଡ଼ ଖଣି ଖାଦାନରେ ଖଣି ବିଭାଗର ରେଡ୍‌

ଯାଜପୁର ଜିଲ୍ଲା ଧର୍ମଶାଳାର ଆରୁହା ପାହାଡ଼ ଖଣି ଖାଦାନରେ ଖଣି ବିଭାଗର ରେଡ୍‌ । ବେଆଇନ ଖଣି ଖନନ ଅଭିଯୋଗରେ ରେଡ୍‌ କରାଯାଇଥିବା ସୂଚନା । ଏହି ଚଢାଉରେ ୭ ଜେସିବି, ୬ କମ୍ପ୍ରେସର, ୨ଟି ହାଇୱା ଜବତ ହୋଇଛି। ଏହା…

ଷ୍ଟାଲିନଙ୍କ ଡିଲିମିଟେସନ ବୈଠକକୁ ଯିବେ ନବୀନ ପଟ୍ଟନାୟକ

ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ଵତନ୍ତ୍ର ବୈଠକକୁ ବିଜେଡିର ସମର୍ଥନ । ଷ୍ଟାଲିନଙ୍କ ଡିଲିମିଟେସନ ବୈଠକକୁ ଯିବେ ନବୀନ ପଟ୍ଟନାୟକ । ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ଡିଲିମିଟେସନ ସ୍ଵତନ୍ତ୍ର ବୈଠକ ବସିବାକୁ ଯାଉଛି । ଯାହାକୁ ନେଇ ଆଜି…

ବିଧାନସଭାରେ ହାତାହାତି ପରିସ୍ଥିତି ପରେ ବିଜେପି ଡାକିଲା ବିଧାୟକ ଦଳ ବୈଠକ

ଆଜି ବିଧାନସଭା ପରିସରରେ ଦେଖାଯାଇଲା ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି । ଗୃହର ପ୍ରଶ୍ନୋତ୍ତରକାଳରେ ବିରୋଧୀ ଏବଂ ଶାସକ ମଧ୍ୟରେ ହାତାହାତି ହେବା ପରେ ଏହାକୁ ନେଇ ବିଜେପି ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଧାୟକ ଦଳ ବୈଠକ ବସିଛି । ଗୃହରେ…

ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ ବିଜେଡି ବିଧାୟକ

ଆଜି ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ନେଇ ସରଗରମ ହୋଇଛି ବିଧାନସଭା ଗୃହ । ଆଜି ପବିତ୍ର ଗୃହରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ନେଇ ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି। ଗୃହର ପ୍ରଶ୍ନୋତ୍ତରକାଳରେ ବିରୋଧୀ ଏବଂ…

ବିଧାନସଭାରେ ଅଭାବନୀୟ ପରିସ୍ଥିତି: ତାରା ବାହିନୀପତି, ଜୟନାରାୟଣ ହାତାହାତି

ଆଜି ବିଧାନସଭା ଗୃହରେ ଦେଖା ଯାଇଛି ହାତାହାତି ପରିସ୍ଥିତି । ଉଭୟ ପକ୍ଷର ସଦସ୍ୟମାନଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖା ଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟମାନେ ଗତକାଲିର ସମାନ ପ୍ରସଙ୍ଗକୁ…