ତାଜା ଖବର ରାଜ୍ୟ ପୁଣି ରାଜ୍ୟକୁ ଫେରିଲା ତାତି; ୩୫ ଡିଗ୍ରୀ ଟପିଲା ଝାରସୁଗୁଡ଼ା May 11, 2025 Papirani ପ୍ରଚଣ୍ତ ତାତି ଓ ଅସମ୍ଭାଳ ଗୁଳୁଗୁଳିରେ କଲବଲ ହୋଇଗଲାଣି ପୂରା ରାଜ୍ୟ। ସାଢ଼େ ୮ଟା ସୁଦ୍ଧା ୩୫.୨ ଡିଗ୍ରୀ ଟପିଛି ଝାରସୁଗୁଡା । ସେହିପରି ସମ୍ବଲପୁର ୩୪.୪ ଡିଗ୍ରୀ ହୋଇଥିବା ବେଳେ ହୀରାକୁଦ ୩୪, ବାଲେଶ୍ୱର ୩୩ ଡିଗ୍ରୀ, ପୁରୀ ୩୩.୪,…
ତାଜା ଖବର ରାଜ୍ୟ ମେ ୨୭ରେ କେରଳ ଛୁଇଁବ ମୌସୁମୀ ! May 10, 2025 Papirani ଦିନକୁ ଦିନ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ବଢିବାରେ ଲାଗିଛି । ପ୍ରବଳ ଗୁଳୁଗୁଳିରୁ ଆଶ୍ୱସ୍ତି ଦେବାକୁ ଯାଉଛି ମୌସୁମୀବର୍ଷା ।ଆସନ୍ତା ମେ’୨୭ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି । ପୂର୍ବରୁ ମେ ୧୩ରେ ମୌସୁମୀ…
ତାଜା ଖବର ଦେଶ ଭାରତର ବଡ଼ କ୍ଷତି ହୋଇଥିବା ନେଇ ପାକିସ୍ତାନ ବହୁ ମିଛ ଓ ଗୁଜବ ପ୍ରସାରିତ କରିଛି: କର୍ଣ୍ଣେଲ ସୋଫିଆ କୁରେଶୀ May 10, 2025 Papirani ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଭିତରେ ଉଭୟ ପକ୍ଷରେ ଘନ ଘନ ଆକ୍ରମଣ ମଧ୍ୟରେ ସାମ୍ପ୍ରତିକ ସ୍ଥିତି ନେଇ ସେନା ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସ୍ମିଟ୍ କରି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ କର୍ଣ୍ଣେଲ…
ତାଜା ଖବର ଦେଶ ପାକିସ୍ତାନ ଗୁଳିରେ କାଶ୍ମୀରର ଜଣେ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ May 10, 2025 Papirani ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ହେତୁ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ପାକିସ୍ତାନ ଗୁଳିରେ କାଶ୍ମୀରର ଜଣେ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ । ରଜୌରୀ ବାସଭବନରେ ଥିବା ବେଳେ ପାକିସ୍ତାନ ଆଡ଼ୁ ଗୁଳି ମାଡ଼…
ତାଜା ଖବର ରାଜ୍ୟ ଭାରତ ଓ ପାକିସ୍ତାନ ଉତ୍ତେଜନା; ସବୁ ଜିଲ୍ଲାପାଳ, ଆରଡିସି ଓ ଆଇପିଏସ ଅଫିସରଙ୍କ ଛୁଟି ବାତିଲ କଲେ ଓଡ଼ିଶା ସରକାର May 10, 2025 Papirani ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି । ଉଭୟ ପକ୍ଷରୁ ଆକ୍ରମଣ ଲାଗି ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କରିଛନ୍ତି ଓଡ଼ିଶା ସରକାର। ଏନେଇ…
ତାଜା ଖବର ଦେଶ ସ୍କୁଲ ଓ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରୁଛି ପାକିସ୍ତାନ; ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦିଆଗଲା ସୂଚନା May 9, 2025 Papirani ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗତକାଲିର ଆକ୍ରମଣ ନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି । ବୈଦେଶିକ ସଚିବ ବିକ୍ରମ ମିସ୍ରି, ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦେଶବାସୀଙ୍କୁ ଆକ୍ରମଣର ସୂଚନା…
ତାଜା ଖବର ରାଜ୍ୟ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପୁଣି ଦିଆଗଲା ନୋଟିସ May 9, 2025 Papirani ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପୁଣି ଦିଆଗଲା ନୋଟିସ । ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଆଉ ଏକ କୈଫିୟତ୍ ତଲବ ନୋଟିସ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୨ ଦିନ ମଧ୍ୟରେ କୈଫିୟତ୍ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି।…
ତାଜା ଖବର ଦେଶ ରାଜ୍ୟ ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା; ହେଲ୍ପଲାଇନ ନମ୍ବର ଜାରି May 9, 2025 Papirani ଅପେରସନ ସିନ୍ଦୁର ପରେ ଦୁଇ ଦେଶ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ଦେଶ ଭିତରେ ହାଇ ଆଲର୍ଟ ଜାରି କରାଯାଉଛି। ।ଲଗାତାର ୩-୪ ଦିନ ହେବ ଜମ୍ମୁ ଅଶାନ୍ତ ରହିଥିବା ବେଳେ ଏବେ ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ…
ତାଜା ଖବର ଦେଶ ଭାରତ-ପାକିସ୍ତାନ ଉତ୍ତେଜନା: ବ୍ଲାକ ଆଉଟ୍ ରହିବ ରାଜସ୍ଥାନର ଜୈସେଲମେର ସହର May 9, 2025 Papirani ଭାରତ-ପାକିସ୍ତାନ ଉତ୍ତେଜନା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ବ୍ଲାକ ଆଉଟ୍ ରହିବ ରାଜସ୍ଥାନର ଜୈସେଲମେର ସହର । ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ବ୍ଲାକ୍ ଆଉଟ୍ ଘୋଷଣା । ଏହା ସହ ସଂଧ୍ୟା ୫ଟା ପରେ ସମସ୍ତ ଦୋକାନ ବଜାର…
ତାଜା ଖବର ଦେଶ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା: ସାମିଲ ହେବ ଟେରିଟୋରିଆଲ୍ ଆର୍ମି May 9, 2025 Papirani ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବ ପାକିସ୍ତାନକୁ ଅପେରସନ ସିନ୍ଦୁର ଜରିଆରେ ଦେଉଛି ଭାରତ। ଟେରିଟୋରିଆଲ୍ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ସ୍ଥିତି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା…