Author: Papi Jena

ନିର୍ବାଚନ ଲଢ଼ିବେନି ସୌମ୍ୟରଞ୍ଜନ ପଟ୍ଟନାୟକ!

ଆଜି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଘସିପୁରରାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ତେବେ ସେମିତି କିଛି ହୋଇନାହିଁ। ଗତକାଲି ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଥିଲେ…

୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଘଷିପୁରା, ଭୋଗରାଇ, ଭଣ୍ଡାରୀପୋଖରୀ, ବରୀ, ବାରବାଟୀ-କଟକ ଓ ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଘଷିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ,…

ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି। ଏହି ସମୟରେ ତାଙ୍କ ସହ ଦଳୀୟ ବିଧାୟକ ପ୍ରାର୍ଥୀ ଏବଂ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତି ଥିଲେ । ହଜାର ହଜାର ସମର୍ଥକଙ୍କ ସହ ସେ ଉପ…

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ବିଜେଡିରୁ ଇସ୍ତଫା ଦେଲେ ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅନୁଭବ ପଟ୍ଟନାୟକ । ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି । ଖଣ୍ଡପଡା ଆସନ…

ଭୁବନେଶ୍ୱର ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ମଥ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଜଣ ନାମାଙ୍କନ ଭରିଛନ୍ତି । ବିଜେପିର…

କୃଷି ଓ କୃଷକ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ ସାମଲ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କୃଷି ଓ କୃଷକ ସମସ୍ୟା ନେଇ ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ନେଇ…

ଗୋଲ୍ଡି ବ୍ରାର ଜୀବିତ; ସୋସିଆଲ ମିଡ଼ିଆରେ ହତ୍ୟାର ଭୁଲ ଖବର ଭାଇରାଲ

ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ଘଟଣାରେ କୁଖ୍ୟାତ କାନାଡାର ଗ୍ୟାଙ୍ଗଷ୍ଟର ତଥା ପ୍ରାଥମିକ ସନ୍ଦିଗ୍ଧ ଗୋଲ୍ଡି ବ୍ରାର ଜୀବନ୍ତ ଥିବା ଜଣାଯାଇଛି। ଆମେରିକା ପୋଲିସ ଏକ ଗୁଜବ ଓ ମିଥ୍ୟା ବୋଲି କହିଛି। ଏହାପୂର୍ବରୁ ଆମେରିକାର ନ୍ୟୁଜ୍ ଚ୍ୟାନେଲଗୁଡିକର ଏକ…

ବିଜେପିରେ ମିଶିଲେ ଦୁଲାଲ ପ୍ରଧାନ ଓ ରାସେଶ୍ଵରୀ ପାଣିଗ୍ରାହୀଙ୍କ ହଜାର ହଜାର ସମର୍ଥକ

ସମ୍ବଲପୁରରେ ଶକ୍ତି ଗୋଟାଉଛି ବିଜେପି । କଂଗ୍ରେସ ଛାଡ଼ିବା ପରେ ଗତକାଲି ପଦ୍ମ ଧରିଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି…

ଓଡ଼ିଶାରେ ୧୬ ଲୋକସଭା ଆସନ ଜିତିବ ବିଜେପି : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏକ ଗଣମାଧ୍ୟମର ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଓଡ଼ିଶାରେ ବିଜେପି ସରକାରକୁ ଆସିବା ଏବଂ ବିଜେପି ଓଡ଼ିଶାରେ ୧୬ ଲୋକସଭା ଆସନ ଜିତିବ । ଏଥର ଓଡିଶାବାସୀଙ୍କ ଆଶୀର୍ବାଦ ବିଜେପି ଉପରେ ରହିଛି । ଗତଥର ଠାରୁ ଏଥର…

ରାଜ୍ୟ ସରକାର ଗଠନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ: କଟକ ଲୋକସଭା ଦାୟିତ୍ୱରେ ସିପି ଯୋଶୀ, କଳାହାଣ୍ଡିରେ ଦିନେଶ ଯାଦବ

ଭୁବନେଶ୍ୱର: ଓଡ଼ିଶାରୁ ଅଧିକରୁ ଅଧିକ ଲୋକସଭା ଆସନ ଜିତିବା ସହିତ ରାଜ୍ୟ ସରକାର ଗଠନ କରିବା ପାଇଁ ଭାଜପା ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇସାରିଛି। ଏହି ରଣନୀତି ଅନୁସାରେ କଟକ ଲୋକସଭା ଆସନରେ କିପରି ଦଳୀୟ ପ୍ରାର୍ଥୀ ବିଜୟ ଲାଭ କରିବେ…