ତାଜା ଖବର ଦେଶ ପୁଞ୍ଚ୍ରେ ପାକିସ୍ତାନ ସେନାଙ୍କ ଗୁଳିମାଡ଼; ୧୩ ଭାରତୀୟ ନାଗରିକ ମୃତ, ୫୯ ଆହତ May 8, 2025 Papirani ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କୁ କରୁଛି ଟାର୍ଗେଟ କରିଛି ପାକିସ୍ତାନ । ଜାମ୍ମୁ-କାଶ୍ମୀର ପୁଞ୍ଚ୍ରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ଏଥିରେ ୧୩ ଭାରତୀୟ ନାଗରିକଙ୍କ…
ତାଜା ଖବର ଦେଶ ଅପରେସନ ସିନ୍ଦୂରରେ ଅତିକମ୍ରେ ମରିଛନ୍ତି ୧୦୦ ଆତଙ୍କବାଦୀ: ରାଜନାଥ ସିଂ May 8, 2025 Papirani ଅପରେସନ ସିନ୍ଦୂର ପରେ ପ୍ରତିଶୋଧର ନିଆଁରେ ଜଳୁଛି ପାକିସ୍ତାନ । ଏହା ମଧ୍ୟରେ କେନ୍ଦ୍ର ଦ୍ୱାରା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମସ୍ତଙ୍କୁ ଅପରେସନ୍ ସିନ୍ଦୂର ବାବଦରେ ଅବଗତ କରାଯାଇଛି ।…
ତାଜା ଖବର ରାଜ୍ୟ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ May 8, 2025 Papirani କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ । ୧୦ ଓ ୧୧ରେ ଦୁଇ ଦିନିଆ ଗସ୍ତରେ ଆସିଥାନ୍ତେ ଅମିତ ଶାହ। ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଆଜି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ବିଭିନ୍ନ…
ତାଜା ଖବର ଦେଶ ସଂସଦ ଭବନରେ ସର୍ବଦଳୀୟ ବୈଠକ ଆରମ୍ଭ May 8, 2025 Papirani ଅପରେସନ ସିନ୍ଦୂର ପରେ ସଂସଦ ଭବନରେ ଚାଲିଛି ସର୍ବଦଳୀୟ ବୈଠକ । ଭାରତୀୟ ବାୟୁସେନା ଦ୍ବାରା ମଙ୍ଗଳବାର-ବୁଧବାର ରାତିରେ କରାଯାଇଥିବା ‘ଅପରେସନ ସିନ୍ଦୂର’ର ସଫଳତା ପରେ କେନ୍ଦ୍ର ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ…
ତାଜା ଖବର ରାଜ୍ୟ ୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ May 8, 2025 Papirani ରାଜ୍ୟ କ୍ୟାବିନେଟରେ ଆଠଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ୫ ବିଭାଗର ୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଠଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ରାଜ୍ୟର…
ତାଜା ଖବର ଦେଶ ଅପରେସନ ସିନ୍ଦୂର ପରେ ୨୭ ବିମାନବନ୍ଦର ବନ୍ଦ ସହ ୪୩୦ ଉଡ଼ାଣ ବାତିଲ May 8, 2025 Papirani ଦିନକୁ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି । ପାକିସ୍ତାନ ଉପରେ କରାଯାଉଥିବା ଆକ୍ରମଣ ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ ଜାରି ରହିଛି। ସୁରକ୍ଷା ଦଷ୍ଟିକୁ ନଜରରେ ରଖି ୨୭ ବିମାନବନ୍ଦର ବନ୍ଦ କରାଯାଇଥିବା…
ତାଜା ଖବର ଦେଶ LoCରେ ପାକିସ୍ତାନ ସେନାର ଗୁଳିବର୍ଷା: ଭାରତୀୟ ଯବାନ ସହିଦ May 8, 2025 Papirani ଅପରେସନ ସିନ୍ଦୂର ପରେ ରକ୍ତ ମୁହାଁ ହୋଇପଡିଛି ପାକିସ୍ତାନ ।ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା ଏଲଓସିରେ ପାକିସ୍ତାନ ସେନା ଦ୍ୱାରା ପ୍ରବଳ ଗୁଳିବର୍ଷାରେ ଜଣେ ବୀର ଯବାନ ସହିଦ । ପାକିସ୍ତାନୀ ସେନାର ଗୁଳିମାଡ଼ରେ ସହିଦ ହୋଇଥିବା ଯବାନ ହେଉଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିର ଅତିରିକ୍ତ ରାଜନୈତିକ ସଚିବ ହେଲେ ଅଜିତ ମିଶ୍ର May 7, 2025 Papirani ଅଜିତ ମିଶ୍ର ହେଲେ ବିଜେଡିର ଅତିରିକ୍ତ ରାଜନୈତିକ ସଚିବ ।ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଅଜିତ କୁମାର ମିଶ୍ରଙ୍କୁ ବିଜୁ ଜନତା ଦଳର ଅତିରିକ୍ତ ରାଜନୈତିକ ସଚିବ ଭାବରେ ନିଯୁକ୍ତ କଲେ ନବୀନ ପଟ୍ଟନାୟକ। ଏ ନେଇ ଆଜି ଆଦେଶନାମା ଜାରି ହୋଇଛି। ଅଜିତ…
ତାଜା ଖବର ଦେଶ ପହଲଗାମ୍ ଆତଙ୍କୀ ସମ୍ପର୍କରେ ଅଧିକ ଭିଡ଼ିଓ କି ତଥ୍ୟ ଦେବାକୁ ଅପିଲ କଲା ଏନଆଇଏ; ମୋବାଇଲ ନମ୍ବର ଜାରି May 7, 2025 Papirani ପହଲଗାମ୍ ଆତଙ୍କୀ ହମଲାରେ ଅଧିକ ତଥ୍ୟ ସଂଗ୍ରହ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA । ଏହି ଆତଙ୍କୀ କାର୍ଯ୍ୟ ସମ୍ପର୍କରେ ଜଣାଇବାକୁ ଦେଶବାସୀଙ୍କୁ ଅପିଲ୍ କରିଛି NIA । ଯାହାକୁ ନେଇ ମୋବାଇଇ୍ ନଂ ଜାରି କରାଯାଇଛି ।…
ତାଜା ଖବର ଦେଶ ରାଜ୍ୟ ଯୁଦ୍ଧ ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ମକ୍ ଡ୍ରିଲ୍: ବାଜିଲା ସାଇରନ୍ May 7, 2025 Papirani ଯୁଦ୍ଧ ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ମକ୍ ଡ୍ରିଲ। ଆଜି ଅପରାହ୍ନ ୪ଟାରେ ବାଜିଲା ସାଇରନ । ସତର୍କ ହେଲେ ଜନତା । ଯୁଦ୍ଧ ସମୟରେ କିପରି ରହିବେ ସଜାଗ ସଚେତନ କରିଛନ୍ତି ସୁରକ୍ଷାକର୍ମୀ। ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଆଜି…