ତାଜା ଖବର ରାଜ୍ୟ Odisha Bandh: ଶେଷ ହେଲା ନବ ନିର୍ମାଣ କୃଷକ ସଂଗଠନ ଦ୍ୱାରା ଦିଆଯାଇଥିବା ଆଠ ଘଣ୍ଟିଆ ବନ୍ଦ ଡାକରା January 28, 2026 Papirani ନବ ନିର୍ମାଣ କୃଷକ ସଂଗଠନ ଦ୍ୱାରା ଦିଆଯାଇଥିବା ଆଠ ଘଣ୍ଟିଆ ବନ୍ଦ ଡାକରା ଶେଷ ହୋଇଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଅପରାହ୍ନ ୨ଟା ଯାଏ ଚାଲିଥିଲା । ରାଜ୍ୟରେ କେତେ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଥିବାବେଳେ…
ତାଜା ଖବର ରାଜନୀତି ରାଜ୍ୟ Rajya Sabha Election: ରାଜ୍ୟସଭା ନିର୍ବାଚନ ନେଇ ନବୀନଙ୍କୁ ଭେଟିବେ ଭକ୍ତ ଦାସ January 28, 2026 Papirani ଆଗାମୀ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ବୁଝାମଣାକୁ ନେଇ ଓଡ଼ିଶାର ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜୋର ଧରିଛି।ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସମୟ ମାଗିଲେ…
ତାଜା ଖବର ରାଜ୍ୟ Bhubaneswar Blast: ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣା: ତଦନ୍ତ କରିବ ଏନ୍ଆଇଏ January 28, 2026 Papirani ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣାରେ ଏନ୍ଆଇଏର ତଦନ୍ତ । ଘର ମାଲିକଙ୍କ ଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଏନ୍ଆଇଏର ଜେରା । ପଛରେ ବଡ଼ ଚକ୍ରାନ୍ତ ଆଶଙ୍କାରେ ଏନ୍ଆଇଏର ଜେରା କରିବ ବୋଲି ସୂଚନା ମିଳିଛି । ସୁନ୍ଦରପଦା ନିକଟ…
ତାଜା ଖବର ଦେଶ ରାଜନୀତି Maharashtra Declares Three-Day Mourning: ଅଜିତ ପାୱାରଙ୍କ ବିୟୋଗ; ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା January 28, 2026 Papirani ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଶୋକ ଘୋଷଣା କରିଛନ୍ତି । ଆଜିର ଦିନ ମହାରାଷ୍ଟ୍ର ପାଇଁ ଏକ କଳାଦିନ ବୋଲି ଫଡନାବିସ୍ କହିଛନ୍ତି । ମୁମ୍ବାଇରେ ଏକ…
ତାଜା ଖବର ରାଜ୍ୟ OJEE 2026: ଆଜିଠୁ ଆରମ୍ଭ ଓଜେଇଇ ଆବେଦନ January 28, 2026 Papirani ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) କମିଟି ଜାନୁଆରୀ ୨୮ ତାରିଖରୁ OJEE ୨୦୨୬ ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରିବା ଆରମ୍ଭ କରିଛି। ମେ ୪ରୁ ୯ ଯାଏ ପରୀକ୍ଷା ହେବ । ଏସବୁ ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ…
ତାଜା ଖବର ଦେଶ ରାଜନୀତି Ajit Pawar Dies In Plane Crash: ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ January 28, 2026 Papirani ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି,…
ତାଜା ଖବର ଦେଶ Budget Session Begins: ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ January 28, 2026 Papirani ସଂସଦର ବଜେଟ ଅଧିବେଶନ ଆଜି ଆରମ୍ଭ ହେଉଛି।ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ଯୋଜନା। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିବେ। ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ-ପ୍ରଥମ ପର୍ଯ୍ୟାୟ…
ତାଜା ଖବର ଦେଶ ରାଜନୀତି Deputy CM Ajit Pawar Dies In Plane Crash: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ January 28, 2026 Papirani ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ। ବାରାମତିରେ ଅବତରଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନରେ ଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ଏହି ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି। ଦେହାନ୍ତ ନେଇ ଖବର ସରବରାହ ସଂସ୍ଥା…
ତାଜା ଖବର ମନୋରଞ୍ଜନ Arijit Singh Announces Retirement: ଆଉ ଗୀତ ଗାଇବେ ନାହିଁ ବଲିଉଡ୍ ସିଙ୍ଗର ଅରିଜିତ୍ ସିଂ January 27, 2026 Papirani ପ୍ଲେବ୍ୟାକ୍ ସିଙ୍ଗରରୁ ଅବସର ଘୋଷଣା କରିଛନ୍ତି ବଲିଉଡ୍ର ଲୋକପ୍ରିୟ ଗାୟକ ଅରିଜିତ ସିଂହ। ମଙ୍ଗଳବାର ସୋସିଆଲ ମିଡିଆରେ ସେ ଏହା ସୂଚନା ଦେଇଛନ୍ତି। ଏବେ ଆଉ କେହି ପ୍ଲେବ୍ୟାକ୍ ଗୀତରେ ଅରିଜିତଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିବ ନାହିଁ। ସେ ଇନଷ୍ଟାଗ୍ରାମରେ ପୋଷ୍ଟ…
ତାଜା ଖବର ରାଜ୍ୟ Bomb Blast In Bhubaneswar: ଭୁବନେଶ୍ବରରେ ବୋମା ବିସ୍ଫୋରଣ; ୫ ଗୁରୁତର January 27, 2026 Papirani ରାଜଧାନୀ ବୋମା ବିସ୍ପୋରଣରେ ୫ ଜଣ ଗୁରୁତର। ଭୁବନେଶ୍ୱର ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡ଼ି ପହଞ୍ଚିବା ସହ ଭୁବନେଶ୍ୱର ଡିସିପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛାତ ଉପରେ ବିସ୍ଫୋରଣ ଘଟିଛି।…