Author: Papi Jena

ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ: ବିରଂଚି ତ୍ରିପାଠୀ

ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୧୯ ଓ ୨୦ତାରିଖରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୁରୀଠାରେ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ୧୯ ତାରିଖ ସକାଳେ…

ଟ୍ରେନିଂରୁ ବାତିଲ ହେଲେ ଆଇଏଏସ୍ ଅଧିକାରୀ ପୂଜା ଖେଡକର

ମହାରାଷ୍ଟ୍ର କ୍ୟାଡର ଟ୍ରେନିଂ ଆଇଏଏସ୍ ପୂଜା ଖେଡକରଙ୍କ ଉପରେ ବଡ଼ ଆକ୍ସନ। ବିବାଦରେ ଛନ୍ଦି ହେବା ପରେ ପୂଜା ଖେଡକରଙ୍କ ଟ୍ରେନିଂ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି ଉତ୍ତରାଖଣ୍ଡ ମସୁରି ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଆଡମିନିଷ୍ଟ୍ରେସନ ଏକାଡେମୀ। ପ୍ରଶାସନିକ ସେବା…

ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା

ଭାଙ୍ଗିବନି ଯାଜପୁର ଜିଲ୍ଲା ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା । ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବଲ୍ଲେ ବଲ୍ଲେ ଢାବା । ଏ ସମ୍ପର୍କରେ ସୂଚନା ଦେଲେ ଧର୍ମଶାଳା ବିଡିଓ । କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିନଥିଲେ…

ଆଦିବାସୀ ଛାତ୍ରଙ୍କ ଶିକ୍ଷା, ସୁରକ୍ଷା, ଖାଦ୍ୟ, ସ୍ୱଚ୍ଛତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି…

ଆସନ୍ତା ୨୧ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା

ଜୁଲାଇ ୨୧ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଆରମ୍ଭ । ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା । ଏ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୮୩ଟି କେନ୍ଦ୍ରରେ…

ଏସ୍‌ସିବି ମେଡିକାଲରେ ହାଉସ୍‌ ସର୍ଜନ ଓ ନର୍ସଙ୍କ ଧାରଣା

ଏସ୍‌ସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ । ଅଧୀକ୍ଷକଙ୍କ ଅଫିସ୍ ଆଗରେ ହାଉସ୍ ସର୍ଜନ, ନର୍ସିଂ ଷ୍ଟାଫ୍‌ଙ୍କ ଧାରଣା । ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଦେଖାଦେଇଛି ବିବାଦ । ହାଉସ ସର୍ଜନ ଆସିବାରେ ବିଳମ୍ବ…

ରଥଯାତ୍ରାରେ ନୀତି ବିଭ୍ରାଟ ଅଭିଯୋଗ ଆଣିଲା କଂଗ୍ରେସ

ଚଳିତ ରଥଯାତ୍ରାରେ ନୀତିରେ ହୋଇଛି ନୀତି ବିଭ୍ରାଟ । ଏନେଇ ଅଭିଯୋଗ ଆଣିଲା କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ନେତ୍ର ଉତ୍ସବର ନୀତିକାନ୍ତି ଠିକ ଭାବରେ କରାଯାଇନାହିଁ । ଠାକୁରଙ୍କୁ ଅଖିଆଅପିଆ ପହଣ୍ଡି ପାଇଁ ଅଣାଯାଇଛି । ସେନା ପଟା…

ଅର୍ଡରର ୪୮ ଘଣ୍ଟାରେ ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ଗ୍ୟାସ୍‌

ଖାଉଟିଙ୍କ ପାଇଁ ଖୁସି ଖବର। ଏଣିକି ଗ୍ୟାସ୍ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ରନ୍ଧନ ଗ୍ୟାସ ସିଲିଣ୍ଡର। ଆଜି ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଡିଲର୍‌ ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ଯୋଗାଣ ମନ୍ତ୍ରୀ…

ଆନ୍ତଃରାଜ୍ୟ ଜଳବିବାଦ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି

ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ସହିତ ଓଡ଼ିଶାର ବିବାଦ ଦୀର୍ଘ ବର୍ଷ ହେଲା ଜାରି ରହିଛି । ଆନ୍ତଃରାଜ୍ୟ ଜଳବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଓଡିଶା ସ୍ୱାର୍ଥରେ କୌଣସି ସମଝୋତା କରାଯିବ ନାହିଁ…

ଏଏସଓଙ୍କୁ ମାଡ ଘଟଣାରେ ରାଜଭବନ ଘେରିଲା କଂଗ୍ରେସ

ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା ତେଜିବାରେ ଲାଗିଲାଣି। ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ମାଡ଼ ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବି କରି କଂଗ୍ରେସର ବିରୋଧ ପ୍ରଦର୍ଶନ କରାଯାଇଛି । ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଗିରଫ ଦାବି କରି…