Author: Nirvay

ବିଜେଡିରୁ ସସ୍‌ପେଣ୍ଡ ହେଲେ ଶ୍ରୀମୟୀ ମିଶ୍ର; ସୋସିଆଲ ମିଡିଆରେ ଦେଲେ ପ୍ରତିକ୍ରିୟା

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବନ କରାଯାଇଛି । କେବଳ ଶ୍ରୀମୟୀ ନୁହଁନ୍ତି ମୟୂରଭଞ୍ଜ ଜିଲ୍ଲାର ଆଉ ୨ ସଦସ୍ୟ ସୁବାସ ଚନ୍ଦ୍ର ସାଇ ଏବଂ ପ୍ରବୀର…

ନୂଆପଡ଼ାର ସାମଗ୍ରିକ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ: ମନମୋହନ ସାମଲ

ନୂଆପଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ସରକାରଙ୍କ ବିକାଶମୂକଳ କାର୍ଯ୍ୟ ଉପରେ ନୂଆପଡ଼ାବାସୀଙ୍କ ଆଶା ଓ ବିଶ୍ୱାସ ବଢ଼ିବାରେ ଲାଗିଛି ବୋଲି ନୂଆପଡ଼ା ଗସ୍ତରେ ଯାଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଆଗମୀ…

ମୋକିମ-ସୋଫିଆଙ୍କ ‘ଶାରଦୀୟ ବନ୍ଧୁମିଳନ’ ରାଜନୀତି

ଦହିବରା ଓ ଭାଇଚାରା ଭଳି ଦଶହରା ମଧ୍ୟ କଟକବାସୀଙ୍କ ଭାବନା ସହିତ ଜଡିତ । ତେବେ ଏଥର ରାଜନୀତିରେ ଦୁର୍ଗାପୂଜାକୁ ମୋହରା କରିଛନ୍ତି ବାରବାଟୀ-କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଓ ବର୍ତ୍ତମାନର ବିଧାୟିକା ତଥା ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋଷ…

ବିଜେଡିର ନିମାପଡ଼ା ଦ୍ୱନ୍ଦ୍ୱ; କାହିଁକି ଚୁପ ନବୀନ?

ଦୁର୍ନୀତିର ସବୁ ସୀମା ଲଙ୍ଘିଥିବା ନେତାଙ୍କଠାରୁ ମୋହ ତୁଟାଇ ପାରୁନାହାନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ୨୦୨୪ ସାଧାରଣ ନିର୍ବାଚନର ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ । ସେ ଏବେ ଜମି…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ

ଡିସେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ଅଲଚିକି ଲିପି ଏବଂ ସାନ୍ତାଳୀ ଭାଷା ବିଜୟ ଦିବସର ଶତବାର୍ଷିକୀ ପାଳନ ସମାରୋହରେ ଯୋଗ ଦେବାପାଇଁ ନିମନ୍ତ୍ରଣ ଦେବା ସକାଶେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ…

ପୂର୍ବତନ IIC ମଧୁସ୍ମିତା ବେହେରାଙ୍କ ଜରିଆରେ ଲାଞ୍ଚ ଘଟଣାରେ ଜଣେ ସାମ୍ବାଦିକଙ୍କ ସମେତ ୩ ଗିରଫ

ବଡ଼ଚଣା ଥାନାର ପୂର୍ବତନ ଥାନା ଅଧିକାରୀ (IIC) ମଧୁସ୍ମିତା ବେହେରାଙ୍କ ଜରିଆରେ ଲାଞ୍ଚ ଘଟଣାରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ସାମ୍ବାଦିକଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଠକେଇର ଶିକାର ଔଷଧ ଦୋକାନୀଙ୍କ ଏତଲା ଆଧାରରେ ଗିରଫ ହୋଇଥିବା…

ରାଜ୍ୟରେ ୧୪,୦୦୦ ଡାକ୍ତରୀ ପଦବୀ ଖାଲି: ସ୍ୱାସ୍ଥ୍ୟ ମନ୍ତ୍ରୀ

ରାଜ୍ୟରେ ୧୪,୦୦୦ ଡାକ୍ତରୀ ପଦବୀ ଖାଲି ପଡ଼ିଛି । ସୋମବାର ଦିନ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ (ରାଜା) ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ମହାଲିଙ୍ଗ ଏହି ସୂଚନା…

ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର-ପୂର୍ବ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ପ୍ରଦୀପ ଜେନା ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚିତ

ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପ୍ରଦୀପ ଜେନା ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିନ ହୋଇଛନ୍ତି । ପ୍ରଦୀପ ଜେନା ତାଙ୍କ ପ୍ରତିଦ୍ୱନ୍ଦୀ ଅସିତ ତ୍ରିପାଠୀଙ୍କୁ ୧୮…

ଆସନ୍ତାକାଲିଠୁ ଆରମ୍ଭ ହେବ ଜିଏସଟି ବଚତ୍ ଉତ୍ସବ: ପ୍ରଧାନମନ୍ତ୍ରୀ ମୋଦି

ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଶକ୍ତି ଉପାସନାର ପର୍ବ ନବରାତ୍ରି ଆରମ୍ଭରେ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ମୋଦି କହିଛନ୍ତି ଯେ ନବରାତ୍ରିର ପ୍ରଥମ ଦିନରୁ ଦେଶ ଆତ୍ମନିର୍ଭର ଭାରତ…