Author: Nirvay

ସୁଭଦ୍ରା ଯୋଜନା: ଦ୍ୱିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଆସିନି

ସୁଭଦ୍ରା ଯୋଜନାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଜି ହିତାଧିକାରୀଙ୍କ ଆକାଉଣ୍ଟକୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ପାଇଁ ଟ୍ରାଏଲ ବେସିସରେ ୧ ଟଙ୍କା ଆସିଛି ବୋଲି କୁହାଯାଉଥିଲା। ତେବେ ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ପଷ୍ଟ କରିଛି…

ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ୧ କୋଟି ଛୁଇଁଲା

ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ କରାଯାଇଥିବା ଯୁଗାନ୍ତକାରୀ “ସୁଭଦ୍ରା” ଯୋଜନାରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ…

ମା’ ସମଲେଇଙ୍କ ପୀଠରେ କାମ ନକରି ପୋଷ୍ଟର ଲଗାଇ ବାହାବା ନେବାକୁ ଚେଷ୍ଟା କରୁଛି ବିଜେପି: ବିଜେଡି

ରାଜ୍ୟରେ ଥିବା ବିଜେପି ସରକାର ଏକ କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା କାର୍ଯ୍ୟକୁ ବା ଯୋଜନାଗୁଡିକୁ ନାମ ଓ ରଙ୍ଗ ପରିବର୍ତ୍ତନ କରି ଚଳାଉଛନ୍ତି ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଉଛି। ବିଜୁ ଜନତା…

ଭିଜିଲାନ୍ସ ଜାଲରେ ତେଲ ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ

ସୋନପୁର ଜିଲ୍ଲା ତେଲ ଜଳସେଚନ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଣେ ଠିକାଦାରଙ୍କ ବିଲ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି। ଠିକାଦାର ଦେବରଞ୍ଜନ ତ୍ରିପାଠୀ ବିଲ କରାଇଦେବା ପାଇଁ ଶ୍ରୀ…

ମୁଖାଗ୍ନି ଦେବା ବେଳେ ଜୁଇରୁ ଉଠିଗଲେ ମୃତ ବ୍ୟକ୍ତି

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୁଣାକଟକର ରବି ବେହେରା ଆଜି ଘରେ ଅସୁସ୍ଥ ହୋଇପଡ଼ିଥିଲେ। ଘର ଲୋକ ତୁରନ୍ତ ତାଙ୍କୁ ପୁରୁଣାକଟକ ମେଡିକାଲ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା…

ପ୍ରଦୂଷଣରେ ଲୋକେ ଅତିଷ୍ଠ; ରୁଙ୍ଗଟା ଷ୍ଟିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ ଜୁଏଲ

କୋଇଡା ଖଣି ଉପନିର୍ଦ୍ଦେଶକଙ୍କ ଅଧୀନରେ କୋଇଡା ତହସିଲ ଅନ୍ତର୍ଗତ କମାଣ୍ଡ, କୁଲା, କୁସୁମୁଣ୍ଡୀହି, ରେଙ୍ଗମା ପ୍ରଭୃତି ରାଜସ୍ବ ଗ୍ରାମରୁ ଜମି ଅଧିଗ୍ରହଣ କରି ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଏକ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିଛି। କିନ୍ତୁ ବିଡମ୍ବନାର ରାତି ସମୟରେ ଅନ୍ଧକାରର…

ସୁଭଦ୍ରା ଯୋଜନା; ଆଜି ଆସିବାର ଅଛି ୧ ଟଙ୍କା

ସୁଭଦ୍ରା ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଆସନ୍ତା ୯ ତାରିଖରେ ମିଳିବାକୁ ଥିବା ବେଳେ ଆଜି ଟ୍ରାଏଲ ବେସିସରେ ୧ ଟଙ୍କା ଆସିବ। ଆଜି ୧ ଟଙ୍କା ଆସିବାର ଅଛି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତେବେ ଆସନ୍ତା ୯…

ୟାଜଦାନୀ ଷ୍ଟିଲକୁ ପ୍ରଦୂଷଣ ବୋର୍ଡର ନୋଟିସ; ପ୍ରଦୂଷଣ ବନ୍ଦ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

ୟାଜଦାନୀ ଷ୍ଟିଲ କାରଖାନାର ବିଷାକ୍ତ ଜ୍ବାଳାରେ କଳିଙ୍ଗନଗର ଟାଙ୍ଗରସାହିରେ ମଣିଷ ମଡ଼କ ପଡିଛି। ଗତ ୫ ବର୍ଷରେ ଯକ୍ଷ୍ମା ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ଆଦିବାସୀ ଗାଁର ୨୩ ଜଣ ପ୍ରାଣ ହରାଇଲେଣି। ଏ ନେଇ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି…

ହରିୟାଣା ବଢ଼ାଇପାରେ ଧର୍ମେନ୍ଦ୍ରଙ୍କ ଚିନ୍ତା

ଦିନକ ପରେ ହରିୟାଣା ବିଧାନସଭା ଫଳ ପ୍ରକାଶ ପାଇବ। ଶନିବାର ଭୋଟ ସରିବା ପରେ ବୁଥ ଫେରନ୍ତା ଭୋଟରଙ୍କ ନିଷ୍ପତ୍ତି ଆଧାରରେ ସର୍ଭେ ରିପୋର୍ଟ ବା ଏକଜିଟ ପୋଲ ଅନୁସାରେ ୧୦ ବର୍ଷର ଭାଜପା ସରକାର କ୍ଷମତା ହରାଇବାକୁ ଯାଉଛି। ଜାମ୍ମୁ-କାଶ୍ମୀର…

ଆଲୋଚନା ପରେ ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ମାଲିକ ସଂଘ ପକ୍ଷରୁ ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଥିଲା । ଧର୍ମଘଟ ଯୋଗୁଁ କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ବଲାଙ୍ଗୀର, ସୁବର୍ଣ୍ଣପୁର,…