Author: Nirvay

ରାଉରକେଲାରେ ବିଜେପିର ମାନସ ମନ୍ଥନ

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ଦେଖାଯାଇଛି। ନେତାମାନେ ଲୋକ ସମର୍ଥନ ସଂଗ୍ରହ କରିବାରେ ବ୍ୟସ୍ତ ରହୁଛନ୍ତି। ଆଗାମୀ ଦିନରେ କେନ୍ଦ୍ରୀୟ ନେତାମାନେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ୨୧…

ଆଠଗଡ଼ରେ ବିକଶିତ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା

ଆଠଗଡ଼: ଆଜି ଅପରାହ୍ନରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପାଇଁ ପରିଭ୍ରମଣ କରୁଥିବା ବିକଶିତ ଭାରତ ସଂକଳ୍ପ ରଥକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି। ସୂଚନା ଅନୁଯାୟୀ ଷଠିଲୋ ପଞ୍ଚାୟତରେ ଗାଡ଼ି LED ଭାଙ୍ଗିବା ସହ ଫ୍ଲେକ୍ସ ଚିରିଛନ୍ତି ଦୁର୍ବୃତ୍ତ। ଏଥିସହ…

କଟକରେ ନୂଆ-ଓ କାର୍ଯ୍ୟକ୍ରମ : ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ଗୁରୁମନ୍ତ୍ର

କଟକ : କଟକ ବାଲିଯାତ୍ରା ତଳ ପଡିଆରେ ନୂଆ-ଓ କାର୍ଯ୍ୟକ୍ରମ। ଏଥିରେ ଯୋଗ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ। ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ…

ବିଜେଡିରୁ ବହିଷ୍କୃତ ହେଲେ ସମ୍ବଲପୁର ଜିଲ୍ଲା ଉପଦେଷ୍ଟା ପ୍ରମୋଦ ରଥ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରମୋଦ ରଥଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।…

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ମାମଲା; ସାମ୍ନାକୁ ଆସିଲା ବଡ଼ ଟ୍ୱିଷ୍ଟ୍

ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ ନେଇ ବଡ଼ ଟ୍ୱିଷ୍ଟ । ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଉପୁଜିଛି ବିବାଦ । ମୃତ ଘୋଷିତ ହୋଇଥିବା ଦିଲ୍ଲୀପ ସାମନ୍ତରାୟ ଜୀବିତ କି ମୃତ ତାକୁ ନେଇ ନ୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗତ…

ସରିଲା ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ବର: ଚଳିତ ବର୍ଷ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଚଳିତ ବର୍ଷ ଆଜିର ଗଣନା ରିପୋର୍ଟ ଅନୁସାରେ,…

ଚାରା ଦୁର୍ନୀତିର ସିବିଆଇ ତଦନ୍ତ ହେଉ: ବାବୁ ସିଂ

ଭୁବନେଶ୍ୱର: ନବୀନ ସରକାରରେ ପଂଚାୟତ ଠାରୁ ବ୍ଲକ ସବୁଆଡେ ଅଫିସରମାନେ ଦୁର୍ନୀତିରେ ଉବୁଟୁବୁ । ଗତ ୨୪ବର୍ଷର ନବୀନ ସରକାର ଓଡ଼ିଶାବାସୀଙ୍କୁ କେବଳ ପ୍ରତାରଣା ନୁହେଁ ବରଂ ଦୁର୍ନୀତିର ପାହାଡ ଭେଟିରେ ଦେଇଛନ୍ତି । ଓଡ଼ିଶାର ଦୁର୍ନୀତିର କର୍ଣ୍ଣଧାରା ତଥା ମୁଖମଣ୍ଡଳ…

ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ଐତିହାସିକ ଟେଷ୍ଟ ବିଜୟ

କେପଟାଉନ: ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କ ଜବରଦସ୍ତ ବୋଲିଂ। କେପଟାଉନରେ ଐତିହାସିକ ବିଜୟ ହାସଲ କଲା ଭାରତ। ଏଥିସହ ବିଜୟରୁ ଭାରତ ନୂଆ ବର୍ଷ ଆରମ୍ଭ କରିଛି। କୌଣସି ଏସୀୟ ଦେଶ ଦ୍ଵାରା କେପଟାଉନରେ ଏହା ପ୍ରଥମ…

ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର: ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼ । ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଚିଠି । ୧୬ଟି ରାଜ୍ୟ ଓ…

ମିଶନ ମୋଡ଼ରେ ଓଡ଼ିଶା କଂଗ୍ରେସ; ଆସନ୍ତା ୬ରେ ଓଡ଼ିଶା ଆସିବେ ନୂଆ ପ୍ରଭାରୀ ଅଜୟ କୁମାର

ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୬ରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର। ନୂଆବର୍ଷରେ ନୂଆ ପ୍ରଭାରୀଙ୍କ ସହ କଂଗ୍ରେସ କିଛି ନୂଆ କରିବ ବୋଲି ଆଶା ରଖିଛନ୍ତି ବରିଷ୍ଠ ନେତା। ଅଜୟ କୁମାରଙ୍କ ଓଡ଼ିଶା ଗସ୍ତ…