Author: Nirvay

କୋଲକାତାର ଏକ ମଲ୍‌ରେ ବ୍ୟାପକ ଅଗ୍ନିକାଣ୍ଡ

ଶୁକ୍ରବାର କୋଲକାତାର ଏକ ମଲ୍‌ରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନେକ ଲୋକ ସେଠାରେ ଫଶିକି ରହିଥିବା ସନ୍ଦେହ କରାଯାଉଛି। କୋଲକାତାର ଆକ୍ରୋପଲିସ୍ ମଲରେ ଅଗ୍ନିକାଣ୍ଡ ସମ୍ପର୍କରେ ସତର୍କ ସୂଚନା ପାଇବା ପରେ ଅତି କମରେ ଦଶଟି…

ଓଡ଼ିଶାର ଗଣ ପର୍ବ ରଜ ଉତ୍ସବର ମହତ୍ତ୍ୱ

ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀଗୁଡ଼ିକ ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡ଼ିକର ସୃଷ୍ଟି। ଓଡ଼ିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ରଜ ପର୍ବ ଅନ୍ୟତମ। ଏହା ଓଡ଼ିଶାର ଝିଅ ବୋହୂମାନଙ୍କର…

ଛାତ୍ର ରାଜନୀତିକୁ ସମାପ୍ତ କରିଥିଲା ବିଜେଡି; ନୂଆ ସରକାରଠୁ ରହିଛି ଆଶା

ଛାତ୍ର ଜୀବନରୁ ହିଁ ଭବିଷ୍ୟତ ଗଢ଼ିବାର ମୂଳଦୁଆ ପଡ଼ିଥାଏ। ସେହିପରି ଛାତ୍ର ଜୀବନରୁ ହିଁ ନେତୃତ୍ୱ ନେବାର କ୍ଷମତା ଓ ସେବା ମନୋବୃତ୍ତି ଭବିଷ୍ୟତରେ ଜଣେ ଭଲ ରାଜନେତା ଓ ସେବକ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ସେଥିପାଇଁ ଆରମ୍ଭରୁ ହିଁ…

ସୁସ୍ଥ ନବୀନଙ୍କୁ ଅସୁସ୍ଥ କରି ରଖିଥିଲେ କି ଭିକେ ପାଣ୍ଡିଆନ ?

ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ପଛର କାରଣ ଆଉ ପାଣ୍ଡିଆନ ନୁହଁନ୍ତି ତ ? ସେ ନବୀନ ବାବୁଙ୍କ ଉପରେ ମାନସିକ ଚାପ ପକାଉନଥିଲେ ତ ? ପାଣ୍ଡିଆନ ତାଙ୍କୁ ଆଉ କୌଣସି ପ୍ରକାର ଔଷଧ ଦେଉନଥିଲେ ତ ? ଏଭଳି ଅନେକ…

ଜୟ ଜଗନ୍ନାଥ! ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା

ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ, ଯାହାକୁ ଏ ଆଖି ଦେଖିବାକୁ ଚାହୁଁଥିଲା, ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆସି ପହଞ୍ଚିଛି। ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର। ଆଗରୁ ବନ୍ଧା ପଡ଼ିଥିଲା ଧାର୍ମିକ ବିଶ୍ବାସ। ଶ୍ରୀମନ୍ଦିର ୪…

ଲୋକସେବା ଭବନରେ ସାମ୍ବାଦିକ; ଗଣମାଧ୍ୟମ ଫେରିପାଇଲା ସ୍ୱାଧୀନତା

ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଫେରିପାଇଲା ସ୍ୱାଧୀନତା। ୪ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ। ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ନେଇଛି ଏକ ବଡ଼ ନିଷ୍ପତ୍ତି । ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ…

ଲକ୍ଷ୍ମଣଙ୍କୁ କାଟି ସମ୍ପଦଙ୍କୁ ସାମିଲ୍ କଲା କିଏ?

ମଙ୍ଗଳବାର ଦିନ ଭାଜପା ବିଧାୟକ ଦଳ ବୈଠକର ନିଷ୍ପତ୍ତି ଅନୁସାରେ କଣ୍ଟାବାଞ୍ଜି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ବୁଧବାର ଦିନ ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀରରୁ…

ଜୟନାରାୟଣ ନାରାଜ, ଶପଥ ଗ୍ରହଣ ଉତ୍ସବକୁ ଗଲେନି

ନିର୍ଭୟ ମିଡିଆ, ଭୁବନେଶ୍ୱର: ରାଜ୍ୟରେ ବୁଧବାର ଦିନ ଶପଥ ନେଇଥିବା ମନ୍ତ୍ରୀମଣ୍ଡଳରେ ଗତ ବିଧାନସଭାରେ ବିରୋଧିଦଳ ନେତା ଜୟନାରାୟଣଙ୍କୁ ମିଶ୍ରଙ୍କୁ ସାମିଲ କରାଯାଇନଥିବାରୁ ସେ ନାରାଜ ହୋଇଛନ୍ତି । ଜନତା ମଇଦାନରେ ବୁଧବାର ଭାଜପା ପ୍ରଥମ ସରକାରର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ…

ମୋହନଙ୍କ ଚାରିପାଖେ ଖଣି ମାଫିଆ

ମଙ୍ଗଳବାର ଦିନ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଭାଜପା ଘୋଷଣା କରିବା ପରେ ଜଣାଶୁଣା ଖଣିମାଫିଆ ତାଙ୍କୁ ଘେରି ରହିଥିବା ଦେଖିବାକୁ ମିଳିଛି । ଯୋଡ଼ା ଅଞ୍ଚଳର ଜଣାଶୁଣା ଖଣିମାଫିଆ ତଥା ଚମ୍ପୁଆ ବିଜଦ ବିଧାୟକ…

୬ ପଦବୀ ଖାଲି; ୬ ମାସରେ ସମ୍ପ୍ରସାରଣ

ରାଜ୍ୟରେ ନବଗଠିତ ଭାଜପା ସରକାରରେ ୧୬ଜଣ ମନ୍ତ୍ରୀ ପରିଷଦରେ ସାମିଲ ହୋଇଥିବାରୁ ଆହୁରି ୬ଟି ପଦବୀ ଖାଲି ରହିଛି । କାରଣ ଦଳରେ ଅନେକ ବରିଷ୍ଠ ସଦସ୍ୟଙ୍କୁ ସାମିଲ କରାଯାଇନଥିବାରୁ ସେମାନେ ଅସନ୍ତୁଷ୍ଟ ଅଛନ୍ତି । ଏପରିକି ମୟୁରଭଞ୍ଜର ସମସ୍ତ ୯ଟି…