Author: Nirvay

ଓଡ଼ିଶାବାସୀ ବିଜେପିକୁ ବିକଳ୍ପ ଭାବେ ବାଛିସାରିଛନ୍ତି : ସମୀର ମହାନ୍ତି

ପରିବର୍ତ୍ତନର ସ୍ୱର ଗାଁ ଗଣ୍ଡା ଉପକୂଳ ଠାରୁ ଉପାନ୍ତ ପର୍ଯ୍ୟନ୍ତ ସବୁ ଜାଗାରେ ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପରିବର୍ତ୍ତନ ହେବ ବିଜେପି ଏଠି ସରକାର କରିବ । ଓଡ଼ିଶାବାସୀ ବିଜେପିକୁ ବିକଳ୍ପ ଭାବେ ମନ ଭିତରେ ସ୍ଥିର କରିଛନ୍ତି ବୋଲି…

ଇଭିଏମ ଭାଙ୍ଗିବା ଘଟଣା : ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭାଙ୍ଗିବା ମାମଲାରେ ଭିଡିଓ ସାମ୍ନାକୁ ଆସିଛି । ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସିସିଟିଭି ଫୁଟେଜ ଟିକୁ ଅପରାଜିତା ଜାରି କରିଛନ୍ତି।…

ପୋଲିସ ଗାଡି ଦୁର୍ଘଟଣା: ୨୦ ମହିଳା ପୁଲିସ କର୍ମଚାରୀ ଆହତ

ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ପୁଲିସ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨୦ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗାଡ଼ିଟି ମହିଳା ପୁଲିସ୍‌ କର୍ମଚାରୀଙ୍କୁ ଧରି କେନ୍ଦ୍ରାପଡ଼ାକୁ ନିର୍ବାଚନୀ ଡ୍ୟୁଟି ଅଭିମୁଖେ ଯାଉଥିଲା। କେନ୍ଦ୍ରାପଡ଼ାରେ ଆସନ୍ତା ୧…

ଓଡ଼ିଶାର ଭବିଷ୍ୟତ ବ୍ୟକ୍ତିଗତ ସମ୍ପର୍କଠୁ ଉର୍ଦ୍ଧ୍ଵରେ: ନରେନ୍ଦ୍ର ମୋଦି

ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଆସନ୍ତ ଜୁନ୍‌ ୧ ଭୋଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏକ ଗଣମାଧ୍ୟମକୁ ମୋଦି ସାକ୍ଷାତକାର ଦେଇ ଓଡ଼ିଶା ରାଜନୀତି ବିଷୟରେ ଅନେକ କିଛି ଖୁଲାସା କରିଛନ୍ତି।…

ପ୍ରଶାନ୍ତଙ୍କ ମାମଲାରେ ନୂଆ ମୋଡ଼; ଅପରାଜିତା ପାଇଲେ ସିସିଟିଭି ଫୁଟେଜ

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ଦିନକୁ ଦିନ ଆସୁଛି ନୂଆ ମୋଡ। ଏହି ଘଟଣାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ…

ପାନୀୟ ଜଳ ସମସ୍ୟା ନେଇ ମନ୍ତ୍ରୀ ତୁଷାରକାନ୍ତିଙ୍କୁ ବିରୋଧ

କୋଣାର୍କ: ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୋପ ବ୍ଲକ ତରକୋର ପଞ୍ଚାୟତ ଜଗନ୍ନାଥପୁରରେ ପ୍ରଚାର ପାଇଁ ଯାଇଥିବା ବେଳେ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ମନ୍ତ୍ରୀ ଭୋଟ ମାଗିବାକୁ ଯାଇଥିବା ବେଳେ ଲୋକମାନେ ତାଙ୍କୁ ନିଜର ଅସୁବିଧା ବିଷୟରେ ଜଣାଇଥିଲେ । ହେଲେ…

ବାଲେଶ୍ୱର ବିଜେଡିରେ ଫାଟ

ବିଜେଡ଼ର କଳି ବାଟରେ ପଡି ହାଟରେ ଗଡ଼ିଲାଣି ହେଲେ କିଛି ନେତା ଏହାକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାଶ ଆଜି ତାଙ୍କ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାର…

ମିଶନ ଓଡ଼ିଶା ପାଇଁ ବିଜେପି ନେତାଙ୍କ ପ୍ରଚଣ୍ଡ ରୂପ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବଂ ଏହାର ନେତୃତ୍ୱ ନେବେ ଓଡିଆ । ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ନିହାତି ଜରୁରୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ…

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟରେ ପ୍ରଭେଦ ଜାଣିନାହାନ୍ତି ନବୀନ: ଧର୍ମେନ୍ଦ୍ର

ଓଡ଼ିଶାର ମୁଖ୍ୟମନ୍ତ୍ରୀ ‘ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ କହି ସମ୍ବୋଧନ କରିବା ଦୁଃଖର କଥା। ରାଜ୍ୟର ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ଭାରତର ପ୍ରଧାନମନ୍ତ୍ରୀ କିଏ? ଓଡ଼ିଶାରେ ଏବେ ଭଡ଼ାଟିଆ ତାମିଲ୍‌ ସରକାର ଚାଲିଛି। ହେଲେ, ଏଥର ଏ ସରକାର ନିଶ୍ଚୟ ହଟିବ ଓ…

ନିରଞ୍ଜନ ପଟ୍ଟନାୟକଙ୍କ ଅଫିସ ଉପରେ ରେଡ଼

ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍‌। ଫ୍ଲାଇଂ ସ୍କ୍ବାଡ୍‌, ଆଇଟି ଓ ଟାଉନ ପୋଲିସର ମିଳିତ ଭାବେ ରେଡ୍‌ କରିଥିବା ଜଣା ପଡ଼ିଛି। ଭଦ୍ରକ ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନୀ…