Author: Nirvay

ଦିଲ୍ଲୀ ମଦ ଘୋଟାଲା: କବିତାଙ୍କ ଜାମିନ ଉପରେ ମେ ୬ ହେବ ନିଷ୍ପତ୍ତି

ନୂଆ ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ କେ କବିତାଙ୍କ ଜାମିନ ଆବେଦନକୁ ବିରୋଧ କରି କରି କହିଛନ୍ତି ଯେ କବିତା ଅନ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ । ଯଦି ସେ ଜାମିନରେ ମୁକ୍ତ ହୁଅନ୍ତି ତେବେ ସେ ଏହି ମାମଲା…

ଜଳୁଛି ଓଡିଶା: ସାଢ଼େ ୧୧ ସୁଦ୍ଧା ୪୦ ଟପିଛି ପାରଦ

ଭୁବନେଶ୍ୱର ; ଗତକାଲିର କାଳବୈଶାଖୀ ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ। ପୁଣି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି । ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଆଜି ଦିନ ସାଢ଼େ ୧୧ଟାରେ ୪୦ ଡିଗ୍ରୀ ଟପି…

କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କଲେ ନବୀନ

କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ନବୀନ। ଆଜି ନିଜର ଦ୍ବିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯଥାସମୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ। ଏହି…

ଆଚରଣ ବିଧି ଉଲ୍ଲଙ୍ଘନ କରି ବିଦା ହେଲେ ୨ ସିଆରପି

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ଚାକିରିରୁ ବିଦା ହେଲେ ୨ ସିଆରପି। କେନ୍ଦ୍ରାପଡାର ଏହି ୨ ସିଆରପି ହେଉଛନ୍ତି ପୁଷ୍ପାଞ୍ଜଳି ମହାନ୍ତି ଓ ନର୍ମଦା ବସନ୍ତିଆ। ସେମାନଙ୍କ ମଧ୍ୟରୁ ଜଣେ ମହାକାଳପଡ଼ା ବ୍ଲକର ହୋଇଥିବା ବେଳେ ଆଉଜଣେ ମାର୍ଶାଘାଇ ବ୍ଳକର…

ଆଜି ସମ୍ବଲପୁରରୁ ନାମାଙ୍କନ ଭରିବେ ଧର୍ମେନ୍ଦ୍ର

ଆଜି ସମ୍ୱଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରି ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ…

ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ନବୀନ

ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ବିଶାଳ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ବୋଲି ଜଣା ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସହ ଟିଟିଲାଗଡ଼ ଆସନରୁ ନାମାଙ୍କନ…

ନବୀନ ଇଞ୍ଜିନ ହେଉଛି ସ୍ଵଚ୍ଛତାର ଇଞ୍ଜିନ: ପାଣ୍ଡିଆନ

ଛତ୍ରପୁର; ଆଜି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ । ଆଜି ଛତ୍ରପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର୍ କରି ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁର ସାଂସଦ…

ତାଳଚେର ସବୁଠୁ ଉତ୍ତପ୍ତ ସହର, କାଳବୈଶାଖୀ ଦେଲା ଆଶ୍ୱସ୍ତି

ରାଜ୍ୟରେ ବଢ଼ିବାରେ ଲାଗିଛି ତାପମାତ୍ରା, ଆଜି ୪୫° ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା। ୨୮ ସହରରେ ତାପମାତ୍ରା ୪୦° କିମ୍ବା ଅଧିକ ରେକର୍ଡ କରାଯାଇଛି । ଏହାସହ ୧୫ ସହରରେ ଦିନ ତାପମାତ୍ରା ୪୩° ଓ ତାଠୁ…

କୋଭିସିଲ୍‌ଡର ନାହିଁ ପାର୍ଶ୍ୱପ୍ରତିକ୍ରିୟା

ଭୁବନେଶ୍ୱର; କିଛିଦିନ ତଳେ କରୋନା ଟିକା କୋଭିସିଲ୍‌ଡ ଚର୍ଚ୍ଚା ଜୋର ଧରିଛି । ଏହା ବିରୁଦ୍ଧରେ କେଉଁଠି ଅଦାଲତରେ ମାମଲା ମଧ୍ୟ ରୁଜୁ ହେଲାଣି । ହେଲେ ବର୍ତ୍ତମାନ ଏହାକୁ ନେଇ ବଡ ବୟାନ ଦେଇଛନ୍ତି । ପରିବାର କଲ୍ୟାଣ ନିର୍ଦେଶକ…

ଅଗ୍ନି ବର୍ଷାରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ

ଭୁବନେଶ୍ୱର; ରାଜଧାନୀରେ ହଠାତ୍ ପାଗରେ ପରିବର୍ତ୍ତନ। ଅସହ୍ୟ ତାତିରୁ ମିଳିଲା ସାମାନ୍ୟ ତ୍ରାହି । ଖରା ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ। ଭୁବନେଶ୍ୱର, କଟକ ସମେତ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ହେଉଛି ।ଗତ…