Author: Nirvay

ବରୀରୁ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ!

ନିର୍ବାଚନ ଲଢିବେ ବିଜେପି ନେତା ଦେବାଶିଷ ନାୟକ । ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆ ପୋଷ୍ଟରେ ଏନେଇ ସେ ସୂଚନା ଦେଇଛନ୍ତି । ଦେବାଶିଷ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ବରୀବାସୀ ମୋ…

ସୁଜାତା ପାଣ୍ଡିଆନଙ୍କ ଉପରେ ନିର୍ବାଚନ କମିଶନଙ୍କ ଛାଟ

ସରକାରୀ କାର୍ଯ୍ୟାଳୟ ଓ ନିଜ ପଦର ଅପବ୍ୟବହାର ଅଭିଯୋଗ ପରେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ସେ SVEEP ଦ୍ଵାରା ନିର୍ବାଚନ ପ୍ରଭାବିତ କରିବାକୁ ଚେଷ୍ଟା…

ସୁଜାତା ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ରୀୟ ବିଜେପି ଆଣିଲା ବଡ ଅଭିଯୋଗ

ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ବିଜେପି ଅଭିଯୋଗ କରିଛି ଯେ ବିଜେଡି ନିର୍ବାଚନ ଜିତିବା ପାଇଁ SVEEP ମାଧ୍ୟମରେ ଭୋଟରଙ୍କୁ…

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ; ୧୦ ଶ୍ରମିକ ଅର୍ଦ୍ଧଦଗ୍ଧ

କେନ୍ଦୁଝର: -ରୁଗୁଡ଼ି ସ୍ଥିତ KJS ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫାଟିଲା ଫର୍ଣ୍ଣେସ୍. । ୪ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଘଟଣା ସ୍ଥଳରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଉଛି । ଏହି ଘଟଣାରେ ଆଉ କେତେ ଜଣ…

ବିଜେଡିକୁ ଲାଗିଛି ବଡ଼ ଝଟକା : ଦଳ ଛାଡିଲେ ସନ୍ତୋଷ

ନୀଳଗିରି; ସବୁ ଅପେକ୍ଷାର ଅନ୍ତ ଘଟାଇ ବିଜେଡି ଆଜି ମଧ୍ୟାହ୍ନରେ ୩ଟି ଆସନ ପାଇଁ ତାର ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିଲା ।ଏଥିରେ ନୀଳଗିରି ବିଧାୟକ ପାର୍ଥୀ ଘୋଷଣା ହୋଇଛି । ହେଲେ ନିରାଶ ହୋଇଛନ୍ତି ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ…

ଆଶିଷ ସିଂ ବିରୋଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି

ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ତ ଓ ନିରପେକ୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ପୋଲିସ ସେବା ଅଧିକାରୀ ଆଶିଷ ସିଂଙ୍କୁ କେନ୍ଦ୍ରୀୟ ରେଞ୍ଜ ଆଇଜି ପଦବୀରୁ ହଟାଇ ଦିଆଗଲା। ତଥାପି ତାଙ୍କ ଆଚରଣରେ ପରିବର୍ତ୍ତନ ପରିଲକ୍ଷିତ ହେଉ ନାହିଁ।…

ଓଡିଶା ଆସୁଛନ୍ତି ସାଉଥ ସୁପରଷ୍ଟାର ପୱନ କଲ୍ୟାଣ

ବ୍ରହ୍ମପୁର; ସାଉଥ ସିନେମା ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ପୱନ କଲ୍ୟାଣ ଓଡିଶା ଆସୁଛନ୍ତି । ସେ କୌଣସି ସିନେମାର ସୁଟିଙ୍ଗ କିମ୍ବା ଫିଲ୍ମ ପ୍ରମୋଶନ ପାଇଁ ଆସୁନାହାନ୍ତି । ଆସୁଛନ୍ତି ଭାରତୀୟ ଜନତା ପାର୍ଟିର ଏକ ନିର୍ବାଚନୀ ସଭାରେ ଯୋଗ…

ଉପରାଜ୍ୟପାଳଙ୍କ ଆଦେଶରେ ଚାକିରିରୁ ହଟିଲେ ୨୨୩ ମହିଳା କର୍ମଚାରୀ

ନୂଆଦିଲ୍ଲୀ ; ମହିଳା ଆୟୋଗରର କର୍ମଚାରୀଙ୍କ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‌ଉପରାଜ୍ୟପାଳଙ୍କ ଆଦେଶରେ ମହିଳା ଆୟୋଗର ୨୨୩ କର୍ମଚାରୀଙ୍କୁ ଚାକିରିରୁ ହଟାଇ ଦିଆଯାଇଛି । ଅଭିଯୋଗ ହୋଇଛି ଯେ ତତ୍‌କାଳୀନ ଦିଲ୍ଲୀ ମହିଳା ଆୟୋଗର…

ଆସିଲା ବିଜେଡିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, କୋରେଇରୁ ପ୍ରାର୍ଥୀ ହେଲେ ପ୍ରଣବଙ୍କ ମା’

ଆଜି ବିଜେଡି ତାର ଶେଷ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ସାବିତ୍ରୀ ପ୍ରଧାନ ଖଣ୍ଡପଡା ପ୍ରାର୍ଥୀ ହୋଇଥିବା ବେଳେ,ସନ୍ଧ୍ୟା ରାଣୀ ଦାସ କୋରେଇରୁ ପ୍ରାର୍ଥୀ ହୋଇଛନ୍ତି, ସେହିପରି ସୁକାନ୍ତ ନାୟକ ନୀଳଗିରି ପ୍ରାର୍ଥୀ ହୋଇଛନ୍ତି। ଦେବଗଡରେ ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ…

ଦିଲ୍ଲୀ ମଦ ଘୋଟାଲା: କବିତାଙ୍କ ଜାମିନ ଉପରେ ମେ ୬ ହେବ ନିଷ୍ପତ୍ତି

ନୂଆ ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ କେ କବିତାଙ୍କ ଜାମିନ ଆବେଦନକୁ ବିରୋଧ କରି କରି କହିଛନ୍ତି ଯେ କବିତା ଅନ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ । ଯଦି ସେ ଜାମିନରେ ମୁକ୍ତ ହୁଅନ୍ତି ତେବେ ସେ ଏହି ମାମଲା…