ଦେଶ ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ: ୫ ମୃତ May 6, 2024 Nirvay ଡେରାଡୁନ: ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ଥମିବା ନାଁ ନେଉନି । ଅଲମୋଡା ଓ ବାଗେଶ୍ୱର ସମେତ ଅଧିକାଂଶ ଜିଲ୍ଲାରେ ଜଙ୍ଗଲ ଜଜୁଛି । ଅଲମୋଡା ଜିଲ୍ଲା ଜଙ୍ଗଲ ନିଆଁ ଧୀରେ ଧୀରେ ଅନିୟନ୍ତ୍ରିତ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ…
ରାଜନୀତି ରାଜ୍ୟ ନବୀନଙ୍କୁ ମୋଦୀ ମାରିଲେ ଜଗନ୍ନାଥ ତୀର May 6, 2024 Nirvay ନିର୍ଭୟ ମିଡ଼ିଆ : ବ୍ରହ୍ମପୁର, ପରିବେଶ ଭିନ୍ନ । ଭାଷଣ ବି ଭିନ୍ନ । ଆକ୍ରମଣ ମୁଦ୍ରା ବି ଭିନ୍ନ । ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ନିର୍ବାଚନୀ ସଭା ଅନେକ ଦୃଷ୍ଟିରୁ ଥିଲା ଗୁରୁତ୍ୱପୂର୍ଣ୍ଣ । ଫେବ୍ରୁଆରୀ…
ଦେଶ ଦିଲ୍ଲୀ ପରେ ଏବେ ଅହମଦାବାଦର ୩ ସ୍କୁଲକୁ ବମ ଧମକ May 6, 2024 Nirvay ନୂଆଦିଲ୍ଲୀ ;ରାଜଧାନୀ ଦିଲ୍ଲୀ ଏନ୍ସିଆର୍ ପରେ ଏବେ ଗୁଜରାଟର ଅହମଦାବାଦରେ ବମ ର ଧମକ ଦିଆଯାଇଛି । ପୁଣି ସ୍କୁଲଗୁଡିକୁ ଆସିଲା ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍। ଫଳରେ ଏହାକୁ ନେଇ ସମସ୍ତ ସ୍କୁଲରେ ହାଇ ଆଲର୍ଟ ଜାରି କରାଯାଇଛି।…
ଦେଶ ପ୍ରକାଶ ପାଇଲା ICSE ଦଶମ ଓ ଦ୍ବାଦଶ ରେଜଲ୍ଟ May 6, 2024 Nirvay କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ହୋଇଥିବା ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି।http.//www.cise.org. ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ସେଠାରୁ ଫଳାଫଳ ଜାଣି ପାରିବେ।ଦଶମରେ ୯୯.୦୮%…
ଦେଶ ରାଜନୀତି କଂଗ୍ରେସ ମନ୍ତ୍ରୀଙ୍କ ସଚିବଙ୍କ ଘରୁ ୨୦ କୋଟି ଟଙ୍କା ଜବତ May 6, 2024 Nirvay ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଟଙ୍କାର ପାହାଡ଼। ମନ୍ତ୍ରୀଙ୍କ ସଚିବଙ୍କଠାରୁ ପୁଳା ପୁଳା ଟଙ୍କା ହେଲା ଜବତ । ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମ୍ଗିର ଆଲମ୍ଙ୍କ PS ସଞ୍ଜୀବ ଲାଲଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ଜବତ ଟଙ୍କାର…
ରାଜନୀତି ରାଜ୍ୟ ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି May 6, 2024 Nirvay ଆଜି ରାତିରେ ଉତ୍ତର ପ୍ରଦେଶରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କର ଦର୍ଶନାଭିଳାଷୀ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜଭବନରେ…
ଖେଳ ଦେଶ ବଜରଙ୍ଗ ପୁନିଆଙ୍କୁ ଲାଗିଛି ବଡ ଝଟକା May 5, 2024 Nirvay ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଲାଗିଛି ବଡ ଝଟକା। ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଏହି ଷ୍ଟାର ଖେଳାଳିଙ୍କୁ ଅସ୍ଥାୟୀ ରୁପେ ନିଲମ୍ବିତ କରଛି। ସୂଚନାଯୋଗ୍ୟ, ମାର୍ଚ୍ଚ ସୋନିପଥରେ ଆୟୋଜିତ ହୋଇଥିବା ଜାତୀୟ ପରୀକ୍ଷା…
ଦେଶ ରାଜନୀତି ରାଜ୍ୟ ସୁଧୁରୁ ନାହାନ୍ତି IPS ଆଶିଷ ସିଂ, ନିର୍ବାଚନ କମିଶନରଙ୍କୁ ଫେରାଦ ହେଲା ବିଜେପି May 5, 2024 Nirvay IPS ଆଶିଷ ସିଂଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହେଲା କେନ୍ଦ୍ରୀୟ ବିଜେପି ପ୍ରତିନିଧି ଦଳ। ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କଲା ବିଜେପି। ବଦଳି ହୋଇଥିଲେ ବି ବିଜେଡି ପାଇଁ ନିର୍ବାଚନ ପରିଚାଳନା କରୁଛନ୍ତି ଆଶିଷ…
ରାଜ୍ୟ ପ୍ରଣବ ମିଛ କଥା କହି ସମ୍ବଲପୁରରେ ଘୃଣାର ବାତାବରଣ ତିଆରି କରୁଛନ୍ତି : ଜୟ ନାରାୟଣ ମିଶ୍ର May 5, 2024 Nirvay ସମ୍ବଲପୁର; ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ମିଛ କଥା କହି ଓଡ଼ିଶାର ଜନସାଧାରଣଙ୍କୁ ଭ୍ରମିତ କରିବା ସହ ସମ୍ବଲପୁରରେ ଘୃଣାର ବାତାବରଣ ତିଆରି କରୁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା…
ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ ସରକାରକୁ ଆସିବାକୁ ଆମେ ନିର୍ବାଚନ ଲଢୁଛୁ ; ଜେପି ନଡ୍ଡା May 5, 2024 Nirvay ଭୁବନେଶ୍ୱର;୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। ‘ସଂକଳ୍ପପତ୍ର’ରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ମହିଳାଙ୍କ…