Author: Nirvay

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର ଆସନ୍ତା ମେ’୨୫ ଶନିବାର ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ବୁଥକୁ ଯାଉଛନ୍ତି ପୋଲିଂ କର୍ମଚାରୀ । ଏହି ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ରରେ ହେବ…

ଘନ ଘନ ଫୋନ କଲ ପାଇଁ ମନ୍ମଥଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ

ଭୁବନେଶ୍ଵରବାସୀଙ୍କୁ ଅତିଷ୍ଠ କଲାଣି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ IVR ଫୋନ୍ କଲ। ଥରେ ନୁହଁ କି ଦୁଇଥର ନୁହଁ ଦିନକୁ ୮-୧୦ରୁ ଅଧିକ ଥର ଆସୁଛି ସମାନ ଫୋନ୍ କଲ। ଘନ ଘନ ଫୋନ୍ ବଜୁଛି ଉଠେଇବା ପରେ…

ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ବଡ ଦାୟିତ୍ବ ଦେଲା ବିଜେଡି

ବିଜେଡି ପ୍ରଥମିକ ସଦସ୍ୟ ପଦରୁ ବୁଧବାର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଇସ୍ତଫା ଦେବା ପରେ ଆଜି ବଡ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଶ୍ବିନୀ କୁମାର ପାତ୍ରଙ୍କୁ ରାଜ୍ୟ BJDର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ…

ନବୀନ ପଟ୍ଟନାୟକ ବନ୍ଧକ ପରିସ୍ଥିତିରେ: ହିମନ୍ତ ବିଶ୍ୱ ଶର୍ମା

ଆଜି ନିର୍ବାଚନ ପ୍ରଚାରରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପ୍ରଥମେ ମା’ ସମଲେଇଙ୍କ ଦର୍ଶନ ପରେ ବିଜେଡି ଉପରେ ବର୍ଷିଛନ୍ତି ହିମନ୍ତ ବିଶ୍ବଶର୍ମା। ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି କହିଲେ ବିଶ୍ବଶର୍ମା। ଏଠି…

ଜେଲରୁ ବାହାରିଲେ ସିପିଆଇ ନେତା ନାରାୟଣ ରେଡ୍ଡୀ, ହାଇକୋର୍ଟରୁ ମିଳିଲା ଜାମିନ

ସିପିଆଇ ନେତା ତଥା ପୂର୍ବତନ ଛତ୍ରପୁର ବିଧାୟକ ନାରାୟଣ ରେଡ୍ଡୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ। ତାଙ୍କ ସହ ଏନ୍ ଦିଲ୍ଲୀପ କୁମାର ରେଡ୍ଡୀ, ଡି. କାମରାଜୁ ବର୍ମାଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ସମସ୍ତଙ୍କୁ ୮ସପ୍ତାହ ପାଇଁ ଅନ୍ତରୀଣ…

ରାଜଧାନୀରେ ନବୀନଙ୍କ ଆଉ ଏକ ରୋଡ ସୋ’

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜଧାନୀରେ ରୋଡ ସୋ’ କରିଛନ୍ତି । ଭୁବନେଶ୍ଵର ଉତ୍ତର ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ରୋଡ ସୋ’ କରିବା ସହ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଉତ୍ତର ବିଧାନସଭା ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ପାଇଁ…

କିଙ୍ଗ ଖାନ ଅସୁସ୍ଥ ଡାକ୍ତରଖାନାରେ ଭର୍ତ୍ତି

ଅହମ୍ମଦାବାଦ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କୁ ଉତ୍ତାପ ଜନିତ ଆଘାତ ପରେ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଦିନ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍…

କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବୋମା ପକାଇ ଉଡ଼ାଇ ଦେବାକୁ  ଧମକ

ନୂଆଦିଲ୍ଲୀ : ଦିଲ୍ଲୀର ସ୍କୁଲ,ବିମାନ ବନ୍ଦର ଓ ଡାକ୍ତରଖାନା ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ମେଲ୍‌ ଜରିଆରେ ଧମକ ଆସିଛି। ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଧମକ ପରେ ଗୃହ…

ଜଗନ୍ ରେଡ୍ଡୀଙ୍କ ନାଁରେ ହତ୍ୟା ଅଭିଯୋଗ

ଆନ୍ଧ୍ରପ୍ରଦେଶ : ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ତେଲୁଗୁ ଦେଶମ ବା ଟିଡିପିର ସାଧାରଣ ସମ୍ପାଦକ ନାରା ଲୋକେଶ ଜଗନ୍ ରେଡ୍ଡୀଙ୍କ ନାଁରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।ସେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜର ଦାଦା ୱାଇ.ଏସ୍. ବିବେକାନନ୍ଦ…

ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ଦଖଲ ପାଇଁ ଦମ୍ ଲଗାଇଛି ବିଜେପି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଣିଥରେ କର୍ମୀଙ୍କ ମନରେ ଜୋଶ ଭରିବାକୁ ମେ ୨୯ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ୱର ଓ କେନ୍ଦ୍ରାପଡାରେ ଦଳୀୟ…