ରାଜନୀତି ରାଜ୍ୟ ମାଗଣା ବିଜୁଳି ନେଇ ଭୁଆଁ ବୁଲାଇଲେ ନବୀନ ପଟ୍ଟନାୟକ May 12, 2024 Nirvay ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଚାର ପାଇଁ ପହଞ୍ଚିବା ସହ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି, ଏହାସହ ଚିରାଚରିତ ଭାବେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ବିଜେଡିର ମାଗଣା ବିଜୁଳି…
ରାଜ୍ୟ ଚିର ନିଦ୍ରାରେ ଜଙ୍ଗଲର ରାଜା ‘ନନ୍ଦନ’ May 11, 2024 Nirvay ଭୁବନେଶ୍ୱର;ଶନିବାର ଦିନ ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ୧୮ ବର୍ଷୀୟ ରୟାଲ ବେଙ୍ଗଲ ଟାଇଗର ନନ୍ଦନଙ୍କ ମୃତ୍ୟୁ ଘଟିଛି। ଗତ ତିନିମାସ ଧରି ନନ୍ଦନ ଅସୁସ୍ଥ ଥିଲା। ସେ ସଠିକ୍ ଭାବରେ ଚାଲିବାକୁ ଅସମର୍ଥ ହୋଇଥିଲା । ନନ୍ଦନ ଅଣ୍ଟାରେ ଆର୍ଥ୍ରାଇଟିସରେ…
ରାଜନୀତି ରାଜ୍ୟ ଟଙ୍କା ବାଣ୍ଟୁଛନ୍ତି ବିଜେଡି ନେତା! ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି May 11, 2024 Nirvay ନିର୍ବାଚନ ହାରିବାର ଭୟ ଘାରିଛି ବିଜୁ ଜନତା ଦଳକୁ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିଆସୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଭୋଟ…
ଦେଶ ୟୁରିଆ ଅଖାରୁ ମିଳିଲା କୋଟି କୋଟି ଟଙ୍କା May 11, 2024 Nirvay ଆନ୍ଧ୍ରପ୍ରେଦଶ : ଆଜି ଆନ୍ଧ୍ରପ୍ରେଦଶର ନଲ୍ଲାଜର୍ଲା ମଣ୍ଡଳ ଅନ୍ତର୍ଗତ ଅନନ୍ତପାଲ୍ଲି ରାସ୍ତାରେ ଏକ ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରକ ସହିତ ଟାଟା ଏସି ଧକ୍କା ହେବା ଫଳରେ ଦୁର୍ଘଟଣା ଘଟି ଟାଟା ଏସିଟି ରାସ୍ତାର ଏକ ପାର୍ଶ୍ୱକୁ ଓଲଟି ପଡିଥିଲା…
ରାଜନୀତି ରାଜ୍ୟ ଜାଣନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ଆଗରେ ମୋଦି ପାଦ ଛୁଇଁଥିବା ପୂର୍ଣ୍ଣମାସୀ ଜାନୀ କିଏ? May 11, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ୨ ଦିନିଆ ଗସ୍ତର ଆଜି ହେଉଛି ଦ୍ବିତୀୟ ଦିନ । ତେବେ କନ୍ଧମାଳ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ କବି ତଥା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ମୋଦି…
ରାଜ୍ୟ ଓଲଟିଲା ପୋଲିଂ ପାର୍ଟିକୁ ନେଇ ଯାଉଥିବା ବସ୍ May 11, 2024 Nirvay ଗଞ୍ଜାମ;ଗଞ୍ଜାମରେ ଓଲଟିଲା ପୋଲିଂ ପାର୍ଟିକୁ ନେଇ ଯାଉଥିବା ମିନି ବସ୍। ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ବେଶୀ କିଛି ଖଟି ହୋଇନାହିଁ । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ନିକଟରେ। ଆହତଙ୍କୁ ଚିକିତ୍ସା…
ରାଜନୀତି ରାଜ୍ୟ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୭୩୦୩ କେନ୍ଦ୍ର ପ୍ରସ୍ତୁତ May 11, 2024 Nirvay ଆସନ୍ତା ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟରଙ୍କ ସଂଖ୍ୟା ଓ ବୁଥ୍ ଆଦିକୁ ନେଇ ସିଇଓ ଆଜି ସୂଚନା ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୭…
ଦେଶ ମା’ ପତ୍ନୀଙ୍କ ଓ ୩ ପିଲାଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ଯୁବକ May 11, 2024 Nirvay ଉତ୍ତରପ୍ରଦେଶ; ଉତ୍ତରପ୍ରଦେଶର ସୀତାପୁରରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି। ମଥୁରା ଥାନା ଅନ୍ତର୍ଗତ ପହ୍ଲାପୁର ଗାଁରେ ଜଣେ ବ୍ୟକ୍ତି ନିଜ ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଜୀବନ ହାରିଛନ୍ତି । ବ୍ୟକ୍ତି ଜଣକ ହେଲେ…
ରାଜନୀତି ରାଜ୍ୟ ବିଜେଡି ଉପରେ ବର୍ଷିଲେ ମୋଦି,କହିଲେ ସିଏମ୍ ଉପରେ ଆଉ ଜଣେ ସୁପର ସିଏମ୍ May 11, 2024 Nirvay ବରଗଡ଼; ଆଜି ବରଗଡ଼ରେ ନିର୍ବାଚନୀ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରଣହୁଙ୍କାର ଶୁଣିବାକୁ ମିଳିଛି । କିନ୍ତୁ ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି। ସାରା ଓଡ଼ିଶାରେ ବିଜେଡି ବିରୋଧରେ ଲୋକଙ୍କ ମନରେ କ୍ରୋଧ ଅଛି। ବୋଲି ଲୋକେ…
ଦେଶ ଯୌନ ଶୋଷଣ ଅଭିଯୋଗରେ କଂଗ୍ରେସ ପ୍ରାର୍ଥୀଙ୍କ ପୁଅ ଗିରଫ May 11, 2024 Nirvay ବିହାର; ବିବାଦ ଯେମିତି କଂଗ୍ରେସର ପିଛା ଛାଡ଼ୁନି । ନିର୍ବାଚନ ଯେତେ ପାଖେଇ ଆସୁଛି କଂଗ୍ରେସ ପ୍ରାର୍ଥୀମାନେ ଅଡୁଆ ସେତେ ପଚି ଚାଲିଛନ୍ତି । ବିହାର ସାସାରାମ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ଏବେ ବିବାଦ ଘେରରେ । ଏଠାକାର କଂଗ୍ରେସ…