Author: Nirvay

ଓଡ଼ିଶା ରାଜନୀତିରେ ଦିଲ୍ଲୀପ ରାୟଙ୍କ ଭୂମିକା

ବିଜୁ ବାବୁଙ୍କ ସମୟରୁ ଦିଲ୍ଲୀପ ରାୟ ସକ୍ରିୟ ରାଜନୀତିର ମୁଖ୍ୟ ପୁରୋଧା ରହିଆସିଛନ୍ତି। ଏପରିକି ତାଙ୍କୁ ବିଜୁ ବାବୁଙ୍କ ମାନସ ସନ୍ତାନ ମଧ୍ୟ କୁହାଯାଏ। ଶ୍ରୀ ନବୀନ ପଟ୍ଟନାୟକ ତାଙ୍କର ଜନ୍ମିତ ପୁତ୍ର ଥିଲେ ମଧ୍ୟ ଶେଷ ସମୟରେ ବିଜୁ ବାବୁ…

ଓଡ଼ିଶା ବିଜେପିର ମହିଳା ଭୋଟ ବ୍ୟାଙ୍କକୁ ସଶକ୍ତ କରିବ ସୁଭଦ୍ରା ଯୋଜନା

ଓଡ଼ିଶା ବିଜେପି ପାଇଁ କାରିଗର ସାବ୍ୟସ୍ତ ହେବ ସୁଭଦ୍ରା ଯୋଜନା। ମିଶନ ଶକ୍ତିର ସ୍ଥାନ ନେବ ଏହି ଯୋଜନା। ବିଜେପିର ମହିଳା ଭୋଟ ବ୍ୟାଙ୍କକୁ ଆହୁରି ସଶକ୍ତ କରିବ। ସଂକଳ୍ପ ପତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛି ବିଜେପି। ୨୦୨୪ ଓଡ଼ିଶାରେ ଭାରତୀୟ…

ଓଡ଼ିଶାରେ ନୂଆ ସରକାର: କଣ ରହିବ ମୁଖ୍ୟ ଆହ୍ୱାନ

ପ୍ରାୟ ଅଢ଼େଇ ଦଶନ୍ଧି ପରେ ରାଜ୍ୟବାସୀ ଦେଖିବେ ନୂଆ ମୁଖ୍ୟମନ୍ତ୍ରୀ। ନୂତନ ସରକାର ଗଠନ ହେବ। ନୂଆ ମନ୍ତ୍ରୀମଣ୍ଡଳ ଦେଖିବାକୁ ମିଳିବ। ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ବିଜେପି ପ୍ରଥମ ଥର ଏକାକୀ ସରକାର ଗଢ଼ିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ…

ଧନଖଡ଼ଙ୍କ ଶରଣରେ ବିଜେଡି ନେତା ସସ୍ମିତ ପାତ୍ର

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଶରଣ ପଶିଛନ୍ତି ବିଜେଡି ନେତା ଡକ୍ଟର ସସ୍ମିତ ପାତ୍ର। ବିଜେଡି ସତ୍ତା ହରାଉଥିବା ଦେଖି ସେ ଆଉ ବିଜେପିରେ ଯୋଗଦେବାକୁ ଯୋଜନା କରିନାହାଁନ୍ତି ତ। ସେ ହଠାତ ଦିଲ୍ଲୀ ଯାଇ ଧନଖଡ଼ଙ୍କୁ ଭେଟିବା…

ପାଣ୍ଡିଆନଙ୍କ ଗର୍ବ, ଅହଂକାର ଓ ଆତ୍ମବଡ଼ିମାର ପତନ

ପାଣ୍ଡିଆନଙ୍କ ଗର୍ବ ଭାଙ୍ଗିଛି। ଅହଂକାର ଓ ଆତ୍ମବଡ଼ିମାର ପତନ ହୋଇଛି। ତାଙ୍କ ନିଜର ଗର୍ବ ଭାଙ୍ଗିବା ସହ ସେ ବିଜୁ ଜନତା ଦଳ ପତନର କାରଣ ମଧ୍ୟ ହୋଇଛନ୍ତି ଯାହା ସମର୍ଥକଙ୍କ ମନରେ ଆଘାତ ଦେଇଛି। ରାଜନୈତିକ ସମୀକ୍ଷକମାନେ ଏହା ଉପରେ…

ବିଜେଡିର ପତନ ଆରମ୍ଭ ହେଲା : ପ୍ରଶାନ୍ତ ଜଗଦ୍ଦେବ

ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଅନ୍ତରୀଣ ଜାମିନ ପାଇବା ପରେ ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରବିବାର ଜେଲରୁ ମୁକୁଳିଛନ୍ତି। ଜେଲ୍‌ରୁ ବାହାରିବା ପରେ ଗର୍ଜିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ସର୍ତ୍ତ ମୂଳକ ଜାମିନ ପରେ ଜେଲ୍‌ରୁ ବାହାରିବା ପରେ ଶ୍ରୀ…

ଜେଇଇ ଆଡ୍‌‌ଭାନ୍ସଡ ଟପ୍ପର ହେଲେ ବେଦ ଲାହୋଟି

ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡ୍‌‌ଭାନ୍ସଡ ଫଳ ପ୍ରକାଶ ପାଇଛି। ଆଇଆଇଟି ମାଡ୍ରାସ ଦ୍ୱାରା ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ବେଦ ଲାହୋଟି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେ ମୋଟ ୩୬୦ ନମ୍ବରରୁ ୩୫୫ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ…

ମୋଦି ୩.୦ : କ୍ୟାବିନେଟରେ ସ୍ଥାନ ପାଇଥିବା ମନ୍ତ୍ରୀ

ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ମୋଦି ଶପଥ ନେବା ପରେ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ…

ଆତଙ୍କବାଦୀ ଆକ୍ରମଣରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା : ୧୦ ମୃତ

ରବିବାର ଦିନ ଜମ୍ମୁକଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସିପଡିଛି | ଜମ୍ମୁକାଶ୍ମୀରର ରିୟାସି ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି | ପ୍ରାରମ୍ଭିକ ଖବର ଅନୁଯାୟୀ, ଆତଙ୍କବାଦୀମାନେ ବସ୍ ଉପରେ ଗୁଳି ଚଳାଇଥିଲେ, ପରେ…

ମୋଦି ୩.୦: ଓଡ଼ିଶାରୁ ସ୍ଥାନ ପାଇଲେ ୩ ମନ୍ତ୍ରୀ

ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ…