Author: Nirvay

ଡରାଇଲାଣି ଡେଙ୍ଗୁ ଆତଙ୍କ, ସ୍ୱାସ୍ଥ୍ୟ ବିଭାଗ ତତ୍ପର

ରାଜ୍ୟରେ ଡରାଇଲାଣି ଡେଙ୍ଗୁ ଆତଙ୍କ। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛି ସ୍ୱାସ୍ଥ୍ୟ ବିଭାଗ । ଗତ ୫ ବର୍ଷରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁର ହ୍ଵାଟ୍ସପଟ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ…

ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ନାବାଳିକାର ମୃତଦେହ ଉଦ୍ଧାର

ବନ୍ଦ ଘରୁ ନାବାଳିକାର ମୃତଦେହ ଉଦ୍ଧାର ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ଏଭଳି ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିରେ। ମୃତ ନାବାଳିକର ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି। ନାବାଳିକା ଜଣଙ୍କ ଶ୍ରୀରାମ ନଗର ବସ୍ତିର ଜଣେ…

ଆସିଲା ନିଷ୍ପତ୍ତି: ୧୪ରେ ଖୋଲିପାରେ ରତ୍ନଭଣ୍ଡାର

ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ବସିଛି। ଆସନ୍ତା ୧୪ରେ ରତ୍ନଭଣ୍ଡାର ଖୋଲିପାରେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। ୧୪ରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ…

ରୁଷିଆରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ରୁଷିଆରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତୃତୀୟ ପାଳିରେ ୩ଟି ବଡ଼ କାମ କରିବୁ ବୋଲି କହିଛନ୍ତି। ଭାରତ ବିଶ୍ୱର ତୃତୀୟ ଅରଥଶକ୍ତି ଦେଶ ହେବ। ୩ କୋଟି ଘର, ୩ କୋଟି ମହିଲଳାଙ୍କୁ ଲକ୍ଷପତି ଦିଦି…

୩୦ ବର୍ଷ ପରେ ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ମିଳିଲା ଅନୁମୋଦନ

ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ନେଇ ବାଟ ଫିଟିଲା। ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ଦେଇଛି। ୧୫୨୪ ହେକ୍ଟର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି…

ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହିଦ

ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ସେନା ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୪ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ, କଠୁଆ ସହରଠାରୁ ୧୫୦…

ବିଜେପି ଆଡ଼କୁ ଢଳୁଛନ୍ତି ପ୍ରଭାତ: ଦେବାଶିଷ

ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ସମ୍ପର୍କରେ ବଡ଼ ମନ୍ତବ୍ୟ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ପ୍ରଭାତ ବିଶ୍ୱାଳ ବିଜେପି ଆଡ଼କୁ ଢଳୁଥିବା ଦେବାଶିଷ କହିଛନ୍ତି। ସିବିଆଇ ମାମଲାରୁ ବର୍ତ୍ତିବାକୁ ଶ୍ରୀ ବିଶ୍ୱାଳ ବିଜେପି ଆଡ଼କୁ ଢଳୁଥିବା ଲାଗୁଚି…

ଘୁମୁସରରେ ବାଘ ଆତଙ୍କ, ଲୋକେ ଭୟଭୀତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସରରେ ବାଘ ଆତଙ୍କ ଦେଖାଦେଇଛି। ଗାଁ ଗାଁ ବୁଲୁଛି ବାଘ। ଜନବସନ୍ତି ଆଡକୁ ମାଡିଆସି ଗୃହପାଳିତ ପଶୁଙ୍କୁ ଶିକାର କରୁଛି। ଗାଁ ଲୋକଙ୍କ କହିବା ଅନୁଯାୟୀ ଉତ୍ତର ବନଖଣ୍ଡ ଘୁମୁସରରେ ବୁଲୁଛି ମହାବଳ। ପ୍ରାୟ ୪ ମାସ…

ଶରଧାବାଲିରେ ତିନି ରଥ

ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ବଡ଼ଦାଣ୍ଡର ଜନସମୁଦ୍ର ଦେଇ ପ୍ରତୀକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ଏବେ ଖୁସିର ମାହୋଲ…

୨ କଣ୍ଠଶିଳ୍ପୀଙ୍କ ନାଁରେ ଏତଲା

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କୁ ବିରୋଧରେ ଏତଲା ହୋଇଛି । ଇଣ୍ଟରନ୍ୟାସନାଲ ହୁମାନ ରାଇଟ୍ସ କମିଶନ ସଂଘ ପକ୍ଷରୁ ଏହି ଏତଲା ଦିଆଯାଇଛି । ସଂଘ ପକ୍ଷରୁ ୨ କଣ୍ଠଶିଳ୍ପୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଦିଆଯାଇଛି । ଜଗନ୍ନାଥଙ୍କ…