Author: Nirvay

ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ନେମ୍ ଚେଞ୍ଜର ଓ ଗେମ୍ ଚେଞ୍ଜର ବି ହେବ: ଟଙ୍କଧର ତ୍ରିପାଠୀ

ଭୋଟ ପାଇଁ ଘୋଷଣା ସର୍ବସ୍ୱ ସାଜିଥିଲା ପୂର୍ବତନ ନବୀନ ସରକାର। ନିର୍ବାଚନ ବୈତରଣୀ ପାର ହେବା ଲାଗି ରାଜ୍ୟ ରାଜକୋଷକୁ ଖୋଳ କରିଥିଲା ବିଜେଡି। ନିର୍ବାଚନ ଜିତିବା ପାଇଁ ନବୀନ ପଟ୍ଟନାୟକଙ୍କ ଟିମ୍ ହୀନ ଷଡଯନ୍ତ୍ର ରଚି ବର୍ଷକରେ ୧୪୦ଟି ଯୋଜନା…

ପ୍ରଥମ ଦିନରେ ୧୫୩ ନାବାଳକଙ୍କୁ ୩୮.୨୫ ଲକ୍ଷ ଟଙ୍କା ଜୋରିମାନା

ରାଜ୍ୟବ୍ୟାପୀ ନାବାଳକ ଗାଡିଚାଳକ ଧରପଗଡ଼ ଚାଲିଛି। ପ୍ରଥମ ଦିନ ଧରାପଡିଲେ ୧୫୩ ନାବାଳକ ଚାଳକ। ଆଜିଠୁ ଚେକିଂ କଡ଼ାକଡ଼ି କରାଯାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଚାଲିଛି। ପ୍ରଥମ ଦିନରେ ୬୦ଟି ଗାଡି ଜବତ କରିଛି…

୬ ଜଣ ଅଫିସରଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୬ ଜଣ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି । ଅଫିସରମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବାଣ୍ଟିଛନ୍ତି ସରକାର । ଆଇଏଏସ ନିକୁଞ୍ଜ ଧଳଙ୍କୁ ଗୃହ, ଅର୍ଥ, ଶିଳ୍ପ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଇଏଏସ…

ଶହୀଦଙ୍କୁ ଅସମ୍ମାନ କରି ଅଡ଼ୁଆରେ ସୁର: କ୍ଷମା ମାଗିଲେ

ବରିଷ୍ଠ ନେତା ସୁର ରାଉତରାୟ ସବୁବେଳେ ତାଙ୍କ ବିବାଦୀୟ ବୟାନବାଜି ନେଇ ଚର୍ଚ୍ଚାରେ ରୁହନ୍ତି । ପୁଣି ଏବେ ସେ ଶହୀଦ ମାଧୋ ସିଂକୁ ସମାଲୋଚନା ଓ ଅସମ୍ମାନ କରିବା ନେଇ ଅଡ଼ୁଆରେ ପଡିଛନ୍ତି। ଏହି ପ୍ରସଙ୍ଗରେ ସେ ଆଜି ଗଣମାଧ୍ୟମ…

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍: ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଅପରେସନ ଗ୍ୟାଲେରୀର ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ହୀରାକୁଦ ଡ୍ୟାମ୍‌ର ନିଷିଧାଞ୍ଚଳରେ ଡ୍ରୋନ୍ ଉଡ଼ିବା ଦେଖାଯାଇଛି । ହୀରାକୁଦରେ ଗେଟ୍ ଖୋଲିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏଭଳି ହେବା କଥା…

ନାବାଳକଙ୍କୁ ଡ୍ରାଇଭ ମନା: ଆଜିଠୁ ଏସଟିଏର ଚେକିଂ ଜୋରଦାର

ଦୁର୍ଘଟଣା ଓ ଆଇନଶୃଙ୍ଖଳା ପରିସ୍ଥିତି ରୋକିବା ପାଇଁ ଆଜିଠୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ଆକ୍ସନ ମୋଡ଼କୁ ଆସିଛି । ଆଜିଠୁ ଏସଟିଏ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି। ବିଶେଷକରି ନାବାଳକଙ୍କ ଗାଡ଼ିଚାଳନା ରୋକିବାକୁ ଚେକିଂ ଜୋରଦାର…

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୬ଟି ଟ୍ରେନ୍‌ ବାତିଲ

ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ରବିବାର ରାତି ପ୍ରାୟ୧ଟା ୩୫ରେ ଲାଇନ୍‌ଚ୍ୟୁତ ହୋଇଛି। ମଞ୍ଚେଶ୍ୱର ଷ୍ଟେସନ ୟାର୍ଡରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଫଳରେ ୨ଟି ଟ୍ରେନ୍‌କୁ ବାତିଲ କରାଯିବା ସହ ୬ଟି ଟ୍ରେନର ସମୟ ବଦଳିଛି ।…

ଭିଜିଲାନ୍ସ ପଞ୍ଝାରେ ଭୁବନେଶ୍ୱର ଅବକାରୀ ଜଏଣ୍ଟ କମିଶନର

ଭୁବନେଶ୍ୱର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ଶ୍ରୀ ମିଶ୍ରଙ୍କ ଘରେ ଚଢ଼ଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ଚାଲିଥିବା ଜଣାପଡ଼ିଛି। ଏକାସଙ୍ଗରେ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ଉ ଜାରି…

ଆଜି ରତ୍ନଭଣ୍ଡାର ସ୍ଵତନ୍ତ୍ର ତଦାରଖ କମିଟି ବୈଠକ

ଆଜି ଶ୍ରୀମନ୍ଦୀର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ ଅନୁଷ୍ଠିତ ହେବ। ତଦାରଖ କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ୱନାଥ ରଥ ବୈଠକରେ ସଭାପତିତ୍ବ କରିବେ। ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ଆଲୋଚନା ହେବ। ଭିତର ଏବଂ ବାହାର ରତ୍ନଭଣ୍ଡାର ମରାମତି…

ଫୁଲୁଛି ମହାନଦୀ: ୭ ଜିଲ୍ଲାକୁ ସତର୍କ ସୂଚନା

ଫୁଲୁଛି ମହାନଦୀ। ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢୁଛି। ରବିବାରଠାରୁ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଜଳ ପତ୍ତନ ୬୧୮ ଫୁଟ୍ ରହିଛି। ଛତିଶଗଡ ପଟେ ପ୍ରବଳ…