Author: Nirvay

ମହରମ ବେଳେ ମୁଖ୍ୟ ରାସ୍ତାରେ ବାହାରିବନି ଧାର୍ମିକ ଶୋଭାଯାତ୍ରା

ଉତ୍ତରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ବସିଥିଲା। ବୈଠକରେ ସମ୍ୱଲପୁରରେ ଚଳିତ ବର୍ଷ ମହରମ ପାଳନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ମହରମ ବେଳେ ମୁଖ୍ୟ ରାସ୍ତାରେ ଧାର୍ମିକ ଶୋଭାଯାତ୍ରା ବାହାରିବ ନାହିଁ ବୋଲି କୁହାଯାଇଛି। ନିଜ ନିଜ ପଡା…

ପବିତ୍ର ହେରା ପଞ୍ଚମୀର ମାହାତ୍ମ୍ୟ

ଶ୍ରୀଗୁଣ୍ଡିଚା ଯାତ୍ରାର ଏକ ରହସ୍ୟମୟ ନୀତି ହେଉଛି ‘ହେରା ପଞ୍ଚମୀ’। ଏହାର କାହାଣୀ ଅତ୍ୟନ୍ତ ରୋଚକ। ‘ହେରା’ର ଅର୍ଥ ଅବଲୋକନ ବା ଦର୍ଶନ। ଆଜି ପବିତ୍ର ହେରାପଞ୍ଚମୀ । ଶ୍ରୀମନ୍ଦିରରେ ଏହା ଏକ ବିଶେଷ ଉତ୍ସବ ଭାବରେ ପାଳିତ ହେଇଥାଏ। ଖାଲି…

୧୮କୁ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି

ସୁପ୍ରିମକୋର୍ଟରେ ନିଟ୍ ୟୁଜି ମାମଲାର ଶୁଣାଣି ଘୁଞ୍ଚିଛି। କିଛି ପ୍ରତିପକ୍ଷ ସତ୍ୟପାଠ ପାଇ ନଥିବାରୁ ଏହି ଶୁଣାଣି ଘୁଞ୍ଚିଥିବା ଜଣାପଡ଼ିଛି। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠକୁ ପ୍ରତିପକ୍ଷ ପାଇନାହାନ୍ତି। ତେଣୁ ଏହି ମାମଲାର ଶୁଣାଣି ଆସନ୍ତା ୧୮ ତାରିଖକୁ ଘୁଞ୍ଚିଛି।…

ଅଡ଼ୁଆରେ ରିୟା: ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ କେୟାର ଟେକର

ଓଲିଉଡ଼ ଅଭିନେତ୍ରୀ ରିୟା ଦେଙ୍କ ନାଁରେ ଥାନାରେ ସଙ୍ଗୀନ ଅଭିଯୋଗ । ଯୁବତୀ ଜଣଙ୍କ କେୟାର ଟେକର ଭାବରେ ଦେଢ଼ ବର୍ଷ ହେବ କାମ କରୁଥିଲେ । ରିୟା ଏବଂ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯୁବତୀ…

୪ ଦିନ ପରେ ବି ମିଳୁନି ନିଖୋଜ ଯୁବକଙ୍କ ପତ୍ତା

୪ ଦିନ ପରେ ବି ମିଳୁନି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡିଯାଇଥିବା ଯୁବକ ଓମ୍ ପ୍ରକାଶ ରଥଙ୍କ ପତ୍ତା। ତାଙ୍କୁ ଉଦ୍ଧାର କରିବା ପାଇଁ ଆଜି ସାମିଲ ହୋଇଛି ରାଉରକେଲା NITର ସ୍ୱତନ୍ତ୍ର ରୋବଟ । NITର ସ୍ୱତନ୍ତ୍ର…

ରାଜଧାନୀରେ ୬ ମାସରେ ୩୬ କୋଟି ଲୁଟ: ପୋଲିସ କମିଶନର

ସାଇବର ଠକକୁ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର। ଜାନୁଆରୀରୁ ୬ ମାସ ମଧ୍ୟରେ ୩୬ କୋଟି ଠକେଇ ହୋଇଛି। ସାଇବର ଥାନାରେ ୨୩୯୪ଟି ରିପୋର୍ଟ ହୋଇଛି। ସାଇବର ଠକଙ୍କ ୯ କୋଟି ୫୦ ଲକ୍ଷ ଫ୍ରିଜ୍‌ ହୋଇଛି। ୪୬ ଲକ୍ଷ…

ଗୃହିଣୀଙ୍କ ତ୍ୟାଗ ଓ ପରିବାର ପ୍ରତି ଭୂମିକାକୁ ସମ୍ମାନ ଦିଅ: ସୁପ୍ରିମକୋର୍ଟ

ଗୃହୀଣୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଜି ଏକ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଗୃହିଣୀଙ୍କୁ ଆର୍ଥିକସ୍ତରରେ ନିଶ୍ଚିତ ଭାବେ ସଶକ୍ତ କରିବାର ଆବଶ୍ୟକତା ରହିଛି। ଗୃହିଣୀ ପରିବାରର ଆୟ ବିଷୟରେ ଅବଗତ ହେବା ଦରକାର। ପରିବାର ଆର୍ଥିକ ଅଭିବୃଦ୍ଧି ପାଇଁ ଗୃହିଣୀଙ୍କ…

୧୪ରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ: ଆଇନମନ୍ତ୍ରୀ

ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନନ୍ଦନ। ରତ୍ନଭଣ୍ଡାର ଯାଞ୍ଚ କମିଟିର ସୁପାରିଶକୁ ମୋହର ମାରିଛି ପରିଚାଳନା କମିଟି। ପରିଚାଳନା କମିଟିର ସୁପାରିଶ ଆଜି ପହଞ୍ଚିବ। ଏହାପରେ ଯେଉଁ ଏସଓପି…

ଆଇଏଏସ୍‌ସ୍ତରରେ ଅଦଳବଦଳ: ହଟିଲେ ମାଥିଭାଥାନନ୍ ଓ ଭିନିଲ କ୍ରିଷ୍ଣା

ରାଜ୍ୟରେ ପ୍ରଥମ କରି ସରକାର କରିଥିବା ବିଜେପି ଆଜି ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛି। ବିଜେଡି ସରକାରର ଦୁଇ ପ୍ରଭାବଶାଳୀ ଅଧିକାରୀଙ୍କୁ ଗୁରୁତ୍ବହୀନ ପଦବୀକୁ ବଦଳି କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସମୟରେ ଗ୍ଲେହାପୁଅ ସାଜିଥିବା ଆଇଏଏସ୍ ଜି.ମାଥିଭାଥାନନ୍‌ ଓ ଆର.ଭିନିଲ କ୍ରିଷ୍ଣାଙ୍କୁ…

ଆଡ଼ପ ପହଣ୍ଡି ବିଭ୍ରାଟ: ନଇଁଯାଇଛି ପ୍ରତି ଓଡ଼ିଆଙ୍କ ମଥା

ଆଡ଼ପ ପହଣ୍ଡିରେ ଗୁରୁତର ତ୍ରୁଟି। ଏହି ମହାବିଭ୍ରାଟକୁ ନେଇ ସାରା ରାଜ୍ୟରେ ଉଦବେଗ ଦେଖାଦେଇଛି। ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ। ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଏତେ ଖାମଖିଆଲ, ଏତେ ବେପରୁଆପଣ କାହିଁକି?…