Author: Nirvay

ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ଦୁର୍ଗାପୁରକୁ ବିମାନ ସେବା

ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ସେବା ଆରମ୍ଭ ହେବ। ଏ ନେଇ ଦୁର୍ଗାପୁର ବିମାନବନ୍ଦର ନିର୍ଦ୍ଦେଶକ କୈଳାସ ମଣ୍ଡଳଙ୍କ ସୂଚନା ଦେଇଛନ୍ତି। ପ୍ରତିଦିନ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଇଣ୍ଡିଗୋ ବିମାନ ଉଡ଼ିବ। ଭୁବନେଶ୍ୱରରୁ ବାଗଡୋଗରାକୁ ସପ୍ତାହକୁ ୪ ଦିନ ଓ…

ଆକ୍ସନ ମୋଡ଼ରେ ସରକାର: ଖୋଲୁଛି କୁବେର ସରକାରୀ ଅଧିକାରୀଙ୍କ ଦୁର୍ନୀତିର ପେଡ଼ି

ସରକାରୀ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ନିତିଦିନିଆ ଘଟଣା ହୋଇଗଲାଣି। ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଆକ୍ସନ ମୋଡ଼କୁ ଆସିଛି। ଦୁର୍ନୀତି, ଭ୍ରଷ୍ଟାଚାରମୁକ୍ତ ରାଜ୍ୟ ଗଠନ ପାଇଁ ପ୍ରୟାସ ଜାରି ରହିଛି। ଗତ କିଛିଦିନ ହେବ ବିଭିନ୍ନ ସରକାରୀ…

ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ଆଣିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢୁଛି। ଏସବୁ ମଧ୍ୟରେ ନାବାଳକ ଗାଡିଚାଳକ ଓ ଛାତ୍ରଛାତ୍ରୀ ସ୍କୁଲକୁ ଗାଡି ନେଇ ଆସିବା ବିପଦପୂର୍ଣ୍ଣ । ଆଇନଶୃଙ୍ଖଳା ପରିସ୍ଥିତି ରୋକିବାକୁ ରାଜ୍ୟ ପରିବହନ ବିଭାଗ ମଧ୍ୟ…

ପୁନଃ ନିଟ ପରୀକ୍ଷା ହେବନି: ସୁପ୍ରିମକୋର୍ଟ

ନିଟ୍‌ ପେପର ଲିକ୍‌ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ବଡ଼ଧରଣର ପେପର ଲିକ୍‌ ହୋଇନଥିବା ସୁପ୍ରିମକୋର୍ଟ କହିଲେ। କେବଳ ପାଟନା ଓ ହଜାରୀବାଗରେ ପେପର ଲିକ୍‌ ହୋଇଥିଲା। ସେଥିପାଇଁ ପୁନର୍ବାର ପରୀକ୍ଷା ଆବେଦନକୁ ମଧ୍ୟ ଖାରଜ…

ଆରପାରିରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାପାତ୍ର

ଆରପାରିରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାପାତ୍ର (୬୯) । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । କିଛିଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ଭୁବନେଶ୍ୱରର ଏକ ଘରୋଇ…

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ଉ କରୁଛି । ଭିଜିଲାନ୍ସର ୯ ଜଣିଆ ଟିମ ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି…

ଗିରଫ ହେଲେ ଲାଞ୍ଚୁଆ ବିଡିଓ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକ ଗୁରୁବାର ୪.୯୨ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ବେଳେ ଶୁକ୍ରବାର ତାଙ୍କୁ ଗିରଫ କରାଯାଇଛି । ଏ ନେଇ କୋରାପୁଟ ଭିଜିଲାନ୍ସ ବିଭାଗ କେସ ନମ୍ବର ୧୪/୨୦୨୪ରେ ଏକ…

ଦେଶର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ସମସ୍ତଙ୍କ ପାଇଁ ବିଜେପି ଦ୍ୱାର ଖୋଲା: ବିଶେଶ୍ୱର ଟୁଡୁ

ପୂର୍ବତନ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ମମତା ମହନ୍ତ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। କୁଡୁମୀ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀମତୀ ମହନ୍ତଙ୍କ ଯୋଗଦାନ କାରଣରୁ ବିଜେପିର ସଂଗଠନ ଆହୁରି ସୁଦୃଢ ହେବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର…

ଆଳୁ ସଙ୍କଟ: ପଶ୍ଚିମବଙ୍ଗ ଉପରେ ‘ଓଡ଼ିଆ ଅସ୍ମିତା’ ପ୍ରହାର

ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ବହୁ ସମସ୍ୟା ହେବା ପରେ ଏବେ ଏଥିରେ ସୁଧାର ଆସିଛି। ଓଡ଼ିଶାକୁ ଉତ୍ତରପ୍ରଦେଶରୁ ଆଳୁ ଆସିଲା। ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆସିବା କମ୍‌ କରାଯିବ ବୋଲିଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

ସ୍ୱପ୍ନିଲ କୁସାଲେ – ସୁଟିଂ ଓ ସେବାରେ ଉତ୍କର୍ଷତାର ଏକ କାହାଣୀ

୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ (ଥ୍ରୀପି) ପୁରୁଷ ବର୍ଗରେ ପଦକ ଜିତି ସ୍ୱପ୍ନିଲ କୁସାଲେ ପ୍ରଥମ ଭାରତୀୟ ଶୁଟର ଭାବେ ଇତିହାସ ରଚିଛନ୍ତି। ଅନ୍ତିମ ରାଉଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ କୁସାଲେ ୪୫୧.୪ ସ୍କୋର କରି…