Author: Nirvay

୨୫ ବର୍ଷ ଶାସନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ: ଲତା ଉସେଣ୍ଡି

ଆଗାମୀ ୫ବର୍ଷ ନୁହେଁ, ୨୫ ବର୍ଷ ପାଇଁ ଓଡ଼ିଶାରେ ବିଜେପି ସରକାର ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହେଉଛି। ଆଜି ଏକଥା କହିଛନ୍ତି ବିଜେପି ସହପ୍ରଭାରୀ ଲତା ଉସେଣ୍ଡି। ଆସନ୍ତା ୧୯ ତାରିଖରେ ପୁରୀରେ ବସିବ ବିଜେପିର ପରିବର୍ଦ୍ଧିତ…

ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଦାନର ଖୋଳତାଡ଼ ହେବ

ଆମ ଓଡ଼ିଶା ନବୀନ ଓଡ଼ିଶାରେ ମିଳିଥିବା ଅନୁଦାନର ଖୋଳତାଡ଼ ହେବ। ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ କରିବେ ସରକାର। ଭଗବାନଙ୍କ ଭରସାରେ ଯୋଜନା ଚାଲିଥିଲା ବୋଲି କହିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । କିଛି ଯୋଜନା…

୨୦ରେ ବିଜେଡି ବିଧାୟକ ଦଳ ବୈଠକ

ଆସନ୍ତା ୨୦ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି। ତାଙ୍କ ମାର୍ଗଦର୍ଶନରେ ସାଂସଦମାନେ କାମ କରିବେ…

ଭଙ୍ଗାଯିବ ଜବରଦଖଲକାରୀ ବଡ଼ବଡ଼ିଆଙ୍କ କୋଠା

ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର। ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠା ଭଙ୍ଗାଯିବ। ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ ବୋଲି କହିଛନ୍ତି…

ବୁଡ଼ିଲା ତେଲ ଟ୍ୟାଙ୍କର: ୧୩ ଭାରତୀୟ ନିଖୋଜ

ଓମାନ ସମୁଦ୍ରରେ ତେଲ ଟ୍ୟାଙ୍କର ବୁଡ଼ି ୧୬ ଜଣ ନିଖୋଜ ହୋଇଛନ୍ତି । ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟ, ୩ ଶ୍ରୀଲଙ୍କା ନାଗରିକ ଥିବା ସୂଚନା ମିଳିଛି। ନିଖୋଜଙ୍କୁ ଖୋଜିବାକୁ ଜାହାଜ ଓ ଏୟାରକ୍ରାଫ୍ଟ ପଠାଇଛି ଭାରତ। ଓମାନ ଜାହଜ ସହ…

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ମୁମ୍ବାଇରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗ୍ରାମର ମୁରଲୀଧର ମହାକୁଡ ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୁରଲୀଧରଙ୍କ ଅତ୍ୟନ୍ତ ଗରିବ। ମୁମ୍ବାଇରୁ ମୃତଦେହ ଆଣିବା ପାଇଁ…

କଂଗ୍ରେସ ଭବନ ଆଗରେ ପାଟିତୁଣ୍ଡ କରିଛନ୍ତି ବହିଷ୍କୃତ ନେତ୍ରୀ

ମଙ୍ଗଳବାର କଂଗ୍ରେସ ଅଫିସରେ ଆଉ ଥରେ ହାଇଡ୍ରାମା ହୋଇଛି। ପିସିସି ସଭାପତିଙ୍କ ଅଫିସ୍ ଆଗରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କଂଗ୍ରେସସ ଭବନ ଗେଟ ସମ୍ମୁଖରେ ବସି ପିସିସି ସଭାପତି ସାର୍ଟ ପଟ୍ଟନାୟକଙ୍କୁ ନ୍ୟାୟ ମାଗିଲେ ବହିଷ୍କୃତ ନେତ୍ରୀ ଶ୍ରୀୟାସ୍ମିତା…

ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ: ବାଡ଼ଗ୍ରାହୀ

ରତ୍ନଭଣ୍ଡାର ଚାବି ନେଇ ବୟାନ ଦେଲେ ପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି। ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ ବୋଲି କହିଲେ ଜଗୁନି। ଡୁପ୍ଲିକେଟ ଚାବି କଥା ମିଛ, ଯଦି ଡୁପ୍ଲିକେଟ ତେବେ ଖୋଲିଲାନି କାହିଁକି।…

ସୁନାବେଶ ପାଇଁ ୧୯୦ ପ୍ଲାଟୁନ ଫୋର୍ସ ମୁତୟନ

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ହେବ ମହାପ୍ରଭୁଙ୍କ ସୁନାବେଶ । ସୁନାବେଶ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଉପରେ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । ସୁନାବେଶରେ ମୁତୟନ ହେବେ ୧୯୦ ପ୍ଲାଟୁନ ଫୋର୍ସ। ଏ ନେଇ ପୁରୀ ଏସ୍‌ପି ପିନାକ…

ଏଏସ୍‌ଓଙ୍କୁ ମାଡ଼ ଘଟଣା: ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ

ଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି। ମଙ୍ଗଳବାର ଲେଖାଶ୍ରୀ ସାମନ୍ତସିଂହାର ଖବରଦାତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି…