ମନୋରଞ୍ଜନ ଆପୋଷ ବୁଝାମଣାରେ ଅଲଗା ହେଲେ ହାର୍ଦ୍ଦିକ ଓ ନତାଶା July 18, 2024 Nirvay କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଷ୍ଟେନକୋଭିକଙ୍କ ବିବାହ ବିଚ୍ଛେଦକୁ ନେଇ ଅନେକ ସମୟରେ କିଛି ନା କିଛି ଶୁଣିବାକୁ ମିଳୁଥିଲା। ଏହି ଖବର ସେମାନଙ୍କ ଫ୍ୟାନଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାର ବିଷୟ ଥିଲା। ଏବେ ସବୁ ଚର୍ଚ୍ଚା ଓ…
ରାଜ୍ୟ ଲଘୁଚାପ ପାଇଁ ୬ ଜିଲ୍ଲାକୁ ସତର୍କ ସୂଚନା July 18, 2024 Nirvay ଉତ୍ତର ବଙ୍ଗୋପସାଗରରେ ଲଘୁଚାପକୁ ଦୃଷ୍ଟିରେ ରଖି SRC ସତର୍କ କରାଇଛନ୍ତି। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସହ ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ…
ରାଜ୍ୟ କାଲିଠୁ ପୁରୀରେ ଦୁଇଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ July 18, 2024 Nirvay ଶୁକ୍ରବାର ପୁରୀରେ ଦୁଇଦିନିଆ (୧୯ ଓ ୨୦) ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଉଦଘାଟନ କରିବେ। ପରେ ରାଜ୍ୟ ସଭାପତି ମନମୋହନ ସାମଲ ବୈଠକରେ ଅଧ୍ୟକ୍ଷତା କରିବେ।…
ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅପ୍ରୀତିକର ସ୍ଥିତି: ଦଳର ଦୁଇଗୋଷ୍ଠୀ ମୁହାଁମୁହିଁ July 18, 2024 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲ ବ୍ଲକ ତହସିଲ ଛକ ନିକଟରେ ଅପ୍ରୀତିକର ସ୍ଥିତି ଦେଖାଦେଇଛି। ବିଜେପି କର୍ମୀ ଓ ସ୍ବାଧୀନ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କ ସ୍ବାଗତ ସମୟରେ ପରାଜିତ ବିଜେପି ବିଧାୟକ…
ରାଜ୍ୟ ଆକ୍ସନ ମୋଡ଼ରେ ମୋହନ ସରକାର: ବୁଲିଲା ବୁଲଡୋଜର July 18, 2024 Nirvay ଜବରଦଖଲ ଉଛେଦ ନେଇ ଆକ୍ସନ ମୋଡ଼କୁ ଆସିଛନ୍ତି ମୋହନ ସରକାର । ଝାରସୁଗୁଡ଼ା ବନ୍ଧବାହାଲରେ ପ୍ରଥମ ବୁଲଡୋଜର ଭୁଲିଛି । ଆପରାଧିକ ମାମଲାରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଦୋକାନ ଭଙ୍ଗା ହୋଇଛି। ମାଂସ ଦୋକାନ, ଗ୍ୟାରେଜ ଓ ରାସନ ଦୋକାନରେ ବୁଲଡୋଜର…
ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା July 18, 2024 Nirvay ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ବର ଥାନାରେ ଏତଲା ଦେଇଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ। ନବୀନ ପଟ୍ଟନାୟକଙ୍କ ସହ ବିଜେଡିର ୬ ନେତା ଓ ପୂର୍ତ୍ତ ସଚିବଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି। ପ୍ରତିଶ୍ରୁତି ସତ୍ତ୍ବେ ଦାବିପୂରଣ…
ରାଜ୍ୟ ବଡ଼ ଘୋଷଣା: ବନ୍ଦ ହେବନି ଆହାର ଯୋଜନା July 18, 2024 Nirvay ଆହାର ଯୋଜନା ବନ୍ଦ କରାଯିବନି କହିଲେ ନଗର ଉନ୍ନୟନ ମନ୍ତ୍ରୀ । ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି, ତେଣୁ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ଆହାର ନାଁ ପରିବର୍ତ୍ତନ ନେଇ ପରବର୍ତ୍ତୀ ସମୟରେ ସମୀକ୍ଷା ହେବ। କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର…
ରାଜ୍ୟ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର July 18, 2024 Nirvay ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି। ଆଗାମୀ ୨ ଦିନରେ…
ରାଜ୍ୟ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକକୁ ନା July 18, 2024 Nirvay ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ୍ ଉପରେ ବ୍ୟାନ ଲଗାଯାଇଛି। ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀ ସଂପୂର୍ଣ୍ଣ ନିଷେଧ ହୋଇଛି। ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ କାଉଡିଆମାନେ ଶ୍ରାବଣ ମାସ ସୋମବାରରେ…
ରାଜ୍ୟ ନବୀନଙ୍କ ଛାୟା ମନ୍ତ୍ରୀମଣ୍ଡଳ ନେଇ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା July 18, 2024 Nirvay ନବୀନଙ୍କ ଛାୟା ମନ୍ତ୍ରୀମଣ୍ଡଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଅସ୍ତିତ୍ବ ଅଛି ବୋଲି ଜଣାଇବାକୁ ନବୀନ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଆମେ ଖୁସି ଯେ ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି। ସେମାନେ ସଜାଗ ରୁହନ୍ତୁ,…