Author: Nirvay

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରରେ କୃତୀ କୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବ ପରି…

ବାଂଲାଦେଶରେ ହିଂସା: ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ

ବାଙ୍ଗଲାଦେଶରେ ହିଂସା ଥମିବାର ନାଁ ଧରୁନି। ଏହି ହିଂସା ପାଇଁ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ବାଂଲାଦେଶ ଅଶାନ୍ତ ହୋଇପଡିଥିବାବେଳେ ୧୧୫କୁ ବଢ଼ିଲାଣି ମୃତ୍ୟୁସଂଖ୍ୟା । ନିଯୁକ୍ତିରେ ସଂରକ୍ଷଣକୁ ବିରୋଧ କରି ଏଭଳି ହିଂସା ଜାରି ରହିଛି । ହିଂସାକାଣ୍ଡ…

ସଂକଳ୍ପପତ୍ରର ସମସ୍ତ ପ୍ରତିଶୃତି ପୂରଣ ହେବ: ମନମୋହନ

ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ପୁରୀରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନରେ ବିଜେପି ୨୧ରୁ ୨୦ଟି ସାଂସଦ ଜିତିବା ସହ ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ନିର୍ବାଚନ…

ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟସଭାରେ ଲଢ଼େଇ କରିବ ବିଜେଡି

ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳ ବୈଠକ ହୋଇଥିଲା। ବୈଠକରେ ରାଜ୍ୟସଭା ସାଂସଦମାନେ ଉପସ୍ଥିତ ଥିଲେ। ସଂସଦ ଅଧିବେଶନ ଆରମ୍ଭରେ ହେବାକୁ ଥିବାବେଳେ ବୈଠକରେ ସେ ନେଇ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଏଥିସହ…

୨୨ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁଲାଇ ୨୨ ତାରିଖ ସୋମବାରଠାରୁ ଆରମ୍ଭ ହେଉଛି। ତେଣୁ ସେହିଦିନ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଲୋକଙ୍କ ଅବଗତି ନିମନ୍ତେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି…

ମାଇକ୍ରୋସଫ୍ଟ ସର୍ଭର ଡାଉନ; ବିମାନସେବା ପ୍ରଭାବିତ

ମାଇକ୍ରୋସଫ୍ଟର ସର୍ଭର ଡାଉନ୍‌ ହେତୁ ସମଗ୍ର ବିଶ୍ୱ ଏବେ ଠପ୍‌ । ଦିଲ୍ଲୀ ଏବଂ ମୁମ୍ବାଇ ସମେତ ବିଦେଶରେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଭୁବନେଶ୍ବରରେ ବି ବିମାନ ସେବା ପ୍ରଭାବିତ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ବିମାନବନ୍ଦର…

ବ୍ଲାକରୋଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି

ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ଏଥିରେ ବହୁ ବିଜେଡି ନେତା ସମ୍ପୃକ୍ତ ଥିବାରୁ ପୂର୍ବ ସରକାର ଘଟଣାକୁ ଚାପି ରଖିଥିଲେ ବୋଲି କହିଛନ୍ତି । ପୂର୍ବରୁ ବିଜେପି ବ୍ଲାକରୋଜର…

ଝାଡ଼ାବାନ୍ତିରେ ୨୫ ଆକ୍ରାନ୍ତ

ଭଂଜନଗର ଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଝାଡ଼ାବାନ୍ତି ବ୍ୟାପୁଥିବାବେଳେ ଗାଁରେ ୨୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସପ୍ତାହକରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଚିକିତ୍ସାଧୀନ ଅଛନ୍ତି। ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା…

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ପୁରୀରେ ବିଜେପି ରାଜ୍ୟ ପଦାଧିକାରୀ ବୈଠକ ହୋଇଯାଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେବ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଠକ ଉଦଘାଟନ କରିବେ । ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି…

୨୧ରେ ସର୍ବଦଳୀୟ ବୈଠକ

ଆସନ୍ତା ୨୧ ତାରିଖରେ ସର୍ବଦଳୀୟ ବୈଠକ ବସିବ । ୨୩ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ଏହାପରେ ୨୪ ତାରିଖରେ ନିର୍ବାଚନ ହେବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବିଧାନସଭା ସୁରୁଖୁରରେ ଚଳାଇବା…