ରାଜନୀତି ରାଜ୍ୟ ବିଜେଡିରେ ଦଳୀୟ ବିବାଦ: ମୁହଁ ଖୋଲିଲେ ସୁଲୋଚନା July 4, 2024 Nirvay ବିଜେଡିରେ ଦଳୀୟ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ ଆମେ ସମସ୍ତେ ଏକଜୁଟ ଅଛୁ ବୋଲି କହିଛନ୍ତି । ବିଜେଡିର ୫୭ ଜଣ କର୍ପୋରେଟର ଏକାଠି ଅଛନ୍ତି । ବିଜେଡିର ସବୁ କର୍ପୋରେଟର ଏକାଠି କାମ କରୁଛନ୍ତି ।…
ଦେଶ ରାଜନୀତିରୁ ସାମୟିକ ଅବ୍ୟାହତି ନେଲେ ଆନ୍ନାମଲାଇ July 4, 2024 Nirvay ରାଜନୀତିରୁ ସାମୟିକ ଅବ୍ୟାହତି ନେଇ ଛୁଟିରେ ଯିବେ କେ ଆନ୍ନାମଲାଇ। ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲ୍ଲାଇ ରାଜନୀତିରୁ ୩ ମାସ ପାଇଁ ବ୍ରେକ ନେଇଛନ୍ତି। ‘ଦ ଚେଭେନିଂ ଗୁରୁକୁଳ ଫେଲୋସିପ୍ ଫର ଲିଡରସିପ୍ ଆଣ୍ଡ ଏକ୍ସଲେନ୍ସ’ ନାମକ ଏକ ଫେଲୋସିପ…
ଦେଶ ୭ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ July 4, 2024 Nirvay ପୁଣି ଫେରିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଆସନ୍ତା ୭ରେ ସେ ଶପଥ ଗ୍ରହଣ କରିବେ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହ ସାରା ରାଜ୍ୟ ଏବେ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ହେମନ୍ତଙ୍କ…
ରାଜ୍ୟ ମାଲକାନଗିରି ପୂର୍ବତନ ବିଧାୟକଙ୍କ ପରଲୋକ: ରାଜ୍ୟ ବିଜେପିର ଶୋକ July 3, 2024 Nirvay ମାଲକାନଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ରାଜନୀତିର ଜଣେ ପରିଚିତ ଚେହେରା ଆଦିତ୍ୟ ମାଢ଼ି (୫୧)ଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ସାରା ଓଡ଼ିଶା ସମେତ ମାଲକାନଗିରିବାସୀଙ୍କ ସ୍ୱାର୍ଥ ପାଇଁ ସର୍ବଦା ଚିନ୍ତିତ ଓ କାର୍ଯ୍ୟ କରୁଥିବା…
ରାଜ୍ୟ ୮ରେ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ July 3, 2024 Nirvay ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତା ୮ ତାରିଖରେ ଓଡ଼ିଶା ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ରାଜସ୍ବ ଓ ମାଜିଷ୍ଟ୍ରେଟ୍ଙ୍କ କୋର୍ଟ ମଧ୍ୟ ବନ୍ଦ ରହିବ। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ…
ଦେଶ ରାଜନୀତି ଇସ୍ତଫା ଦେଲେ ଚମ୍ପାଇ ସୋରେନ: ହେମନ୍ତ ହେବେ ମୁଖ୍ୟମନ୍ତ୍ରୀ July 3, 2024 Nirvay ଝାଡ଼ଖଣ୍ଡରେ ଦେଖାଦେଇଛି ରାଜନୈତିକ ଉଷ୍ଣତା। ଜମି ଦୁର୍ନୀତି ମାମଲାରେ ଜାମିନରେ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଇସ୍ତଫା ଦେଇଛନ୍ତି।…
ରାଜ୍ୟ ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ July 3, 2024 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମାନଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ଏହି ବୈଠକ ବସିଛି। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅଧିକାଂଶ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି। ଆଗକୁ ବିଭାଗ…
ରାଜ୍ୟ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗ: ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି July 3, 2024 Nirvay ଚଳିତ ବର୍ଷ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଷ୍ଟଲ ଲାଗିବା ପ୍ରସଙ୍ଗରେ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ହାଇକୋର୍ଟ। ବଡ଼ ଦାଣ୍ଡରେ ବ୍ୟବସାୟ ଉଦ୍ଦେଶ୍ୟରେ କୌଣସି ଷ୍ଟଲ ଲାଗିବ ନାହିଁ । ଯାହ ବି ଷ୍ଟଲ ଲାଗିବ ତାହା କେବଳ ଜନସେବା ପାଇଁ ।…
ରାଜ୍ୟ ସୁସ୍ଥ ହେଲେ ଶ୍ରୀଜୀଉ: ଚାଲିଛି ରାଜପ୍ରାସାଦ ବିଜେ ନୀତି July 3, 2024 Nirvay ଆଜି ଅନବସର ଦ୍ୱାଦଶୀ । ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ସେବାୟତମାନେ ରାଜପ୍ରାସାଦରେ ପହଞ୍ଚିଲେ। ଶ୍ରୀଜିଉଙ୍କ ସୁସ୍ଥ ଖବର ନେଇ ମହାରାଜାଙ୍କୁ ଜଣାଇବେ ସେବାୟତ । ଦଇତାପତି ସେବକମାନେ ଏକ…
ରାଜ୍ୟ ବିଜେଡିରେ ବିଭୀଷଣ କିଏ? ଚାଲିଛି ଆଲୋଚନା July 3, 2024 Nirvay ବିଜେଡିରେ ଅନେକ ବିଭୀଷଣ ଅଛନ୍ତି ଯେଉଁମାନେ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ବୁଧବାର ପ୍ରତାପ ଦେବଙ୍କ ବାସଭବନରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ବାହାରିବା ବିଜେଡି କର୍ପୋରେଟର ଅମରେଶ ଜେନା ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହା ଉପରେ ଆଲୋଚନା…