ରାଜନୀତି ରାଜ୍ୟ ସୁରମା ପାଢ଼ୀଙ୍କୁ ନବୀନଙ୍କ ସମର୍ଥନ; ନିର୍ଦ୍ବନ୍ଦ୍ବରେ ହେବେ ବାଚସ୍ପତି June 19, 2024 Nirvay ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ଶେଷ ହୋଛି। ଏହି ବୈଠକରେ ବିଧାନସଭା ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ମନୋନୀତ କରାଯାଇଛି। ମନୋନୀତ ହେବା ପରେ ସୁରମା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି। ଏଯାଏଁ ଆଉ…
ରାଜନୀତି ସମ୍ପାଦକୀୟ ଅରୁଣଙ୍କ ପତ୍ତା କାଟିଲେ ବବି! June 19, 2024 Nirvay ବିଜେଡି ସତ୍ତା ହରାଇବା ପଛରେ ଭି.କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ (ବବି ଦାସ)ଙ୍କୁ ମଧ୍ୟ ଲୋକ ଦାୟୀ କରୁଛନ୍ତି। କାରଣ ଏମାନେ ହିଁ ଦଳର ମୁଖ୍ୟ ଥିଲେ। ପାଣ୍ଡିଆନ ନେତୃତ୍ୱ ନେଉଥିବା ବେବେ ବବି ତାଙ୍କୁ ସବୁ କାମରେ…
ରାଜ୍ୟ ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ନାବାଳକ ମୃତ June 18, 2024 Nirvay ଦେବୀନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ସମସ୍ତେ ଗୋଟିଏ ପରିବାରର। ମୃତକମାନେ ହେଲେ ଅସ୍ତରଙ୍ଗ ନିକଟ ବାଲିଡିଆ ଗ୍ରାମର ଓମ୍ ବେହେରା, ରୋହନ ବେହେରା, କାହ୍ନା ବେହେରା। ଘରକୁ ଆସିବାକୁ ବିଳମ୍ବ ହେବାରୁ ପରିବାର ଲୋକ…
ରାଜ୍ୟ ବରଗଡ଼ରେ ପିଏମ କିଷାନ ଉତ୍ସବ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ June 18, 2024 Nirvay ଆଜି ଚାଷୀମାନଙ୍କୁ ମିଳିଛି ପିଏମ କିଷାନ ସମ୍ମାନ ନିଧି ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରଣାସୀରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଗସ୍ତ କରିଛନ୍ତି। ବରଗଡ଼ର ଜର୍ଜ…
ରାଜ୍ୟ ବିବାହ ବନ୍ଧନରେ ବାନ୍ଧି ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ June 18, 2024 Nirvay ବିବାହ ବନ୍ଧନରେ ବାନ୍ଧି ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ।ନେଦରଲାଣ୍ଡସରେ ବିବାହ କଲେ ଅରୁଣ ପଟ୍ଟନାୟକ। ଇନଷ୍ଟାଗ୍ରାମରେ ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବାହାଘର ବେଳର ବିଭିନ୍ନ ଫଟୋ ଓ ଭିଡିଓ ମଧ୍ଯ ସେ ସେୟାର…
ରାଜ୍ୟ ୪୮ ଘଣ୍ଟା ବାଲେଶ୍ୱରରେ ଇଣ୍ଟରନେଟ୍ ସେବା ବନ୍ଦ June 18, 2024 Nirvay ବାଲେଶ୍ୱର ସହରରେ ବନ୍ଦ ହେଲା ଇଣ୍ଟରନେଟ ସେବା। ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍। ଶାନ୍ତ ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏଭଳି ନିଷ୍ପତ୍ତିି ନେଇଛି। ଗତକାଲିଠାରୁ ଲାଗି ରହିଥିବା ଉତ୍ତେଜନା ପରେ ପୁରା ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ…
ରାଜନୀତି ରାଜ୍ୟ ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ହୋଇଗଲେ ଲକ୍ଷ୍ମଣ June 18, 2024 Nirvay ଆଜି ବିଧାନସଭାରେ ଶପଥ ଗ୍ରହଣ ସମୟରେ ନବୀନ ଚାଲି ଯାଉଥିବା ବେଳେ ତାଙ୍କୁ ଦେଖି ଅଟକି ଗଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ। ଛିଡ଼ା ହୋଇ ନିଜ ପରିଚୟ ଦେଇଥିଲେ ଶ୍ରୀ ବାଗ। ପରିଚୟ ପାଇବା ପରେ ଲକ୍ଷ୍ମଣ ବାଗଙ୍କୁ ଶୁଭେଚ୍ଛା…
ରାଜନୀତି ସମ୍ପାଦକୀୟ ବାଲେଶ୍ୱର ହିଂସା: କାହାର ଏ ଷଡ଼ଯନ୍ତ୍ର ? June 18, 2024 Nirvay ବାଲେଶ୍ୱରରେ ସାମ୍ପ୍ରଦାୟିକ ହିଂସା ପଛରେ ଆଉ ଷଡ଼ଯନ୍ତ୍ର ରହିନି ତ ? ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଥିବା ବେଳେ ଶପଥ ଗ୍ରହଣ କରୁ କରୁ ତାକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଜଣାପଡୁ଼ଛି।…
ଦେଶ ସମ୍ପାଦକୀୟ NEET (ନିଟ)କୁ ନେଇ ହରଡ଼ଘଣାରେ ମୋଦି ସରକାର June 18, 2024 Nirvay ଚଳିତ ବର୍ଷ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ NEET (ନିଟ) ପରୀକ୍ଷାରେ ଅନିୟମିତତା ଦେଖିବାକୁ ମିଳିଛି। ନିଟ୍ ପରୀକ୍ଷାଫଳ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିବା ସହ ପରୀକ୍ଷାକୁ ରଦ୍ଦ କରିବା ସହ…
ରାଜ୍ୟ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ June 18, 2024 Nirvay ବରଗଡ଼ ଜିଲ୍ଲାରେ ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ ଜଣଙ୍କ ପ୍ରାଣହାନୀ ଘଟିଥିବା ସୂଚନା ରହିଛି। ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ଗୋଠୁଗୁଡ଼ା ଗ୍ରାମ ପଞ୍ଚାୟତର ସଲଡିହି ଗ୍ରାମରେ ଏକ ପରିବାରର ତିନି ଜଣକର ମୃତ୍ୟୁ ଘଟିଥିବା ବେଲେ ଜଣେ ଗୁରୁତର ଥିବା…