Author: Nirvay

‘ସୁଭଦ୍ରା’ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କାଉଣ୍ଟର

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେବା ସହ ବିରୋଧୀ ଦଳକୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି ସୁଭଦ୍ରା ଯୋଜନା ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ। ୭୪ ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ଫର୍ମ ମିଳିବ। ମହିଳାଙ୍କ ପାଖରେ…

ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ; ଗୃହରେ ହଟ୍ଟଗୋଳ

ବିଧାନସଭାରେ ପ୍ରଶ୍ନକାଳରେ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହଲ୍ଲା। ଜାତିଭିତ୍ତିକ ଜନଗଣନା ଆଲୋଚନା ଦାବିରେ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡିୟମ୍‌ ନିକଟରେ କଂଗ୍ରେସ ସଦସ୍ୟ ନାରାବାଜି ଦେଇଛନ୍ତି । ତାରା ବାହିନୀପତି ଓ ଅଧିରାଜ ପାଣିଗ୍ରାହୀ ପୋଡ଼ିୟମକୁ ଚଢ଼ିବାକୁ ଉଦ୍ୟମ କରିଥିବା…

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩୦ ବଖରା

ପୁରୀ ଜିଲ୍ଲା ସତ୍ୟବାଦୀରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ବଖରାରୁ ଅଧିକ ଜଳି ପୋଡ଼ି ଛାରଖାର ହୋଇଯାଇଛି। ଏଥିସହ ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…

ବିଜେପିରେ ମିଶିବେ ଚମ୍ପାଇ ସୋରେନ

ବିଜେପିରେ ଯୋଗଦେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନ । ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ…

ଚିନ୍ତା ବଢ଼ାଉଛି ବାର୍ଡ ଫ୍ଲୁ: ସର୍ଭେଲାନ୍ସ ନିର୍ଦ୍ଦେଶ

ପୁରୀ ଜିଲ୍ଲାର ୨ଟି ବ୍ଲକରେ ବଢୁଥିବା ବାର୍ଡ ଫ୍ଲୁ ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ସର୍ଭେଲାନ୍ସ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସିଡିଏମଓ ଏବଂ ଜନସ୍ୱାସ୍ଥ୍ୟ ଅଫିସରଙ୍କୁ ଚିଠି କରିବା ସହ ବ୍ୟାପକ ପଦକ୍ଷେପ…

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ଘଟଣା; ଭିଡିଓ ଦେଖାଇ ପ୍ରଶ୍ନ କଲା ବିଜେପି

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଭିଡିଓ ଦେଖାଇ ପ୍ରଶ୍ନ ପଚାରିଛି ବିଜେପି। ବିଜେପି ଆଇଟି ବିଭାଗ କୋ-ଇନ୍‌ଚାର୍ଜ ଅମିତ ମାଲବ୍ୟଙ୍କ ଭିଡିଓ ଟ୍ୱିଟ ସାମ୍ନାକୁ ଆସିଛି। ମୃତଦେହ ମିଳିଥିବା ସେମିନାର ହଲ୍‌ରେ ଭିଡକୁ ଦେଖି ପ୍ରଶ୍ନ କଲେ…

ଚିକିଟି ମଦ ମୃତ୍ୟୁ ମାମଲା; ଆଉ ଜଣେ ଗିରଫ

ଚିକିଟି ମଦ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ଗିରିଶୋଲା ଷ୍ଟେସନରୁ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରିଛି କ.ନୂଆଗାଁ ପୋଲିସ। ମାଉନ୍ଦପୁରର ପୂର୍ଣ୍ଣଚନ୍ଦ୍ର ଦେଶୀ ମଦ କାରବାର କରୁଥିଲା। ଟ୍ରେନ୍‌ରେ ବେଙ୍ଗାଲୁରୁ ଯିବା ବେଳେ ମୋବାଇଲ୍ ଟ୍ରାକ୍ କରି ଧରିଲା…

ପିପିଲିରେ ବାର୍ଡ଼ ଫ୍ଲୁ ଆତଙ୍କ; ଚିନ୍ତାରେ କୁକୁଡ଼ା ପାଳକ

ପିପିଲିରେ କୁକୁଡାଙ୍କଠାରେ ବାର୍ଡ଼ ଫ୍ଲୁ ଚିହ୍ନଟ ହେବା ପରେ ଆତଙ୍କ ଖେଳିଯାଇଛି। କୁକୁଡ଼ା ପାଳକ ଚିନ୍ତାରେ ପଡିଛନ୍ତି। କୁକୁଡ଼ା ମଡ଼କ ଖବର ପ୍ରଚାର ହେବା ପରେ ଫୁଲନଖରା ସ୍ଥିତ ପ୍ରାଣୀସମ୍ପଦ ରୋଗ ଅନୁସନ୍ଧାନ କେନ୍ଦ୍ର (ଏଡିଆରଆଇ) ପକ୍ଷରୁ କୁକୁଡାଙ୍କ ମଳ, ଲାଳ…

ଲଦାଖରେ ୫ଟି ନୂଆ ଜିଲ୍ଲା ଗଠନ

କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ୫ଟି ନୂଆ ଜିଲ୍ଲା ଗଠନ କରିଛି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନୂତନ ଜିଲାଗୁଡ଼ିକ ମଧ୍ୟରେ ଜନସ୍କାର, ଦ୍ରାସ୍‌, ଶାମ୍‌, ନୁବ୍ରା ଏବଂ ଚାଙ୍ଗ୍‌ଥାଙ୍ଗ…

ସନ୍ଦୀପଙ୍କ ନିକଟତମଙ୍କୁ ସିବିଆଇର ଜେରା

କୋଲକତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତଦନ୍ତ ବେଳେ ଆର୍ଥିକ ଦୁର୍ନୀତି ମାମଲାରେ ସିବିଆଇ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘରେ ଚଢ଼ଉ କରିଥିଲା। ଆଜି ଏହି ଘଟଣାରେ ସନ୍ଦୀପଙ୍କ ନିକଟତମ ୨ ଡାକ୍ତରଙ୍କୁ ଜେରା କରିଛି।…